ଆଜିଠୁ ଲାଲକିଲ୍ଲା ବନ୍ଦ
ନୂଆଦିଲ୍ଲୀ,୨୧।୭: ସ୍ବାଧୀନତା ଦିବସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସାଧାରଣ ନାଗରିକଙ୍କ ପାଇଁ ଲାଲକିଲ୍ଲା ଆଜିଠୁ ବନ୍ଦ ରହିଛି। ଜୁଲାଇ ୨୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲକିଲ୍ଲା ପରିଦର୍ଶନ ବନ୍ଦ ରହିବ। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ ଇଣ୍ଡିଆ (ଏଏସଆଇ) ପକ୍ଷରୁ ଏନେଇ ସୂଚନା…
ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ: ୬୨ ବିଧାୟକ ଅମୃତସରରେ ପହଞ୍ଚିଲେ
ଚଣ୍ଡିଗଡ,୨୧।୭।ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହାପୂର୍ବରୁ ସିଦ୍ଧୁ କଂଗ୍ରେସ ମନ୍ତ୍ରୀ, ବିଧାୟକ ତଥା ରାଜ୍ୟର ବରିଷ୍ଠ ନେତାଙ୍କ ସହ ପୁନଃସମନ୍ବୟ ଅଭିଯାନରେ ଜଡିତ ଥିଲେ। ଏଭଳି…
ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୨୧।୭: ଭାରତ ଗସ୍ତରେ ଆସିପାରନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ୍। ଆସନ୍ତା ସପ୍ତାହରେ ସେ ଆସିବା ନେଇ ଭାରତ ଓ ଆମେରିକା ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଉଭୟ ପକ୍ଷରୁ ଗସ୍ତର ତାରିଖ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ବିବରଣୀ ଚୂଡ଼ାନ୍ତ…
‘ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ପାଇଁ ମିଳିମିଶି କାମ କର’
ବେଙ୍ଗାଲୁରୁ,୨୧।୭: ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କର୍ନାଟକରେ କଂଗ୍ରେସ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ନାଟକ ୟୁନିଟ ସଭାପତି ଡି.କେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ୨୦୨୩ ନିର୍ବାଚନ ପାଇଁ ଦଳ ମୁଖ୍ୟମନ୍ତ୍ରୀ ଚେହେରା…
ମଣିପୁରରେ କଂଗ୍ରେସର ବଢିଲା ସଙ୍କଟ: ଭାଜପାରେ ସାମିଲ ହୋଇପାରନ୍ତି ୮ ବିଧାୟକ
ଇମ୍ଫାଲ,୨୧।୭: ମଣିପୁରରେ କଂଗ୍ରେସ ଉପରେ ସଙ୍କଟ ଦେଖାଦେଇଛି। ନମଣିପୁର କଂଗ୍ରେସ କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବୁଧବାର ୮ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇପାରନ୍ତି ଚର୍ଚ୍ଚା ହେଉଛି। ଗୋବିନ୍ଦ ବିଷ୍ଣୁପୁର…
ବାର୍ଡ ଫ୍ଲୁରେ ୧୧ବର୍ଷର ପିଲାର ମୃତ୍ୟୁ
ନୂଆଦିଲ୍ଲୀ,୨୧।୭: କରୋନା ପ୍ରକୋପ ମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ବାର୍ଡ ଫ୍ଲୁ ବା ଏଭିଆନ୍ ଇନ୍ଫ୍ଲୁଏନ୍ଜା (ଏଚ୍୫ଏନ୍୧)ଆକାନ୍ତଙ୍କ ପ୍ରଥମ ମୃତ୍ୟୁ ଘଟିଛି। ଦିଲ୍ଲୀ ଏମ୍ସରେ ବାର୍ଡ ଫ୍ଲୁ ଯୋଗୁ ଜଣେ ୧୧ବର୍ଷର ପିଲାର ମୃତ୍ୟୁ…
ଇଦ୍-ଉଜ୍-ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧।୭: ଆଜି ପବିତ୍ର ଇଦ୍-ଉଜ୍-ଜୁହା। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ଦେଶର ମୁସଲମାନ ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋଭିଡ ପ୍ରୋଟୋକଲ ଅନୁସରଣ କରି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ। ରାଷ୍ଟ୍ରପତି…
ମରଣ ମୁହଁରେ ସ୍ବାମୀ: ତାଙ୍କ ଶୁକ୍ରାଣୁରୁ ମା’ ହେବାକୁ ଚାହୁଁଛନ୍ତି ସ୍ତ୍ରୀ, ହାଇକୋର୍ଟ ଦେଲେ ଅନୁମତି
ଅହମଦାବାଦ,୨୧।୭: ସ୍ବାମୀଙ୍କ ଶୁକ୍ରାଣୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ଜଣେ ସ୍ତ୍ରୀ ଗୁଜରାଟ ହାଇକୋର୍ଟ ଏକ ପିଟିଶନ ଦାଖଲ କରିଥିଲେ। ହାଇକୋର୍ଟ ଏନେଇ ଅନୁମତି ଦେଇଛନ୍ତି। ମହିଳାଙ୍କ ସ୍ବାମୀ ଚଳିତ ବର୍ଷ ମେ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ। ସେବେଠାରୁ ସେ ଭେଣ୍ଟିଲେଟରରେ…
ପୁଣି କରୋନା ଗ୍ରାଫ୍ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ
ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ୩୦ହଜାର ୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା…
କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା ଡାକ୍ତର
ଡିସପୁର,୨୧।୭: ଆସାମର ଜଣେ ମହିଳା ଡାକ୍ତର ଏକାସାଙ୍ଗରେ ୨ଟି ଭିନ୍ନ କରୋନା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହା ଦେଶର ପ୍ରଥମ ମାମଲା। ଏନେଇ ଡିବ୍ରୁଗଡ଼ ସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆସିଏମ୍ଆର)ର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍ଆରସି)ର ବରିଷ୍ଠ…
୩ଘଣ୍ଟା ମଧ୍ୟରେ ଥରିଲା ୩ରାଜ୍ୟ
ନୂଆଦିଲ୍ଲୀ,୨୧।୭: ଗତ ୩ଘଣ୍ଟା ମଧ୍ୟରେ ଦେଶର ୩ଟି ରାଜ୍ୟ ଭୂକମ୍ପରେ ଥରିଉଠିଛି। ରାଜସ୍ଥାନ, ମେଘାଳୟ ଓ ଲଦାଖରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସବୁଠାରୁ ଅଧିକ ରାଜସ୍ଥାନର ବିକାନେରରେ ସକାଳ ୫ଟା ୨୪ମିନିଟ୍ରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…
ଓଡ଼ିଆ ପୁଅ ବିନୟ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ
ନୂଆଦିଲ୍ଲୀ,୨୦ା୭: ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ନିଯୁକ୍ତ ହୋଇଛନ୍ତି। ଏ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିନୟ ଏବେ ମସ୍କୋରେ ଭାରତ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ ରହିଛନ୍ତି।…
Archives


