Posted inଜାତୀୟ

ମିଜୋରାମରୁ ଆସାମ ପୋଲିସ ରଡ୍‌ ଚୋରି କରିଥିବା ଅଭିଯୋଗ

ଗୁଆହାଟି,୨୨।୮ : ମିଜୋରାମ ଓ ଆସାମ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଆହୁରି ଘନେଇଛି। ସୀମାକୁ ଲାଗିଥିବା ମିଜୋରାମର କୋଲାସିବ ଜିଲାରୁ ଆସାମ ପୋଲିସ ରଡ଼, ସିମେଣ୍ଟ ଭଳି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କଞ୍ଚାମାଲ ଚୋରି କରିଥିବା ଅଭିଯୋଗ ଆଣିଛି ମିଜୋରାମ। ଏ ସଂକ୍ରାନ୍ତରେ ବାଇରବି ଥାନାରେ ମାମଲା ରୁଜୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

ମିଜୋରାମର କୋଲାସିବ ଜିଲାର ଜୋଫାଇ ଅଞ୍ଚଳରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟରେ ଆସାମ ପୋଲିସ ବାଧା ଦେଉଛି। ନିର୍ମାଣ ସ୍ଥଳରେ ସେମାନେ ଶ୍ରମିକଙ୍କ ପାଇଁ ଅସୁବିଧା ଛିଡ଼ା କରୁଛନ୍ତି। ଏପରି କି ଲୁହା ରଡ୍‌ ଭଳି ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜିଲାର ଡେପୁଟି କମିଶନର ଏଚ୍‌ ଲାଲଥଲାଙ୍ଗଲିଆନା ତାଙ୍କ ପ୍ରତିପକ୍ଷ ଆସାମର ହାଇଲାକାଣ୍ଡି ଅଧିକାରୀ ରୋହନ ଝାଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ...

ଶ୍ୱେତା ସିଂଙ୍କ ଜାମିନ ଖାରଜ

ମୁମ୍ବାଇ, ୫ା୩: ବୁଲ୍ଳି ବାଈ ଆପ୍‌ ଜରିଆରେ ମୁସଲମାନ ମହିଳାଙ୍କ ଫଟୋର ଦୁରୁପଯୋଗ କରି ଟଙ୍କା ଉପାର୍ଜନ ଅଭିଯୋଗରେ ଗିରଫ ହୋଇଥିବା ଶ୍ୱେତା ସିଂଙ୍କ ଜାମିନ...

ଆୟୋଜିତ ହେଲା ଇମ୍ରାନଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା

ରାୟପୁର,୨୯।୮: ଛତିଶଗଡ଼ ରାୟପୁରରେ କେତେକ ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ଅନୁଚ୍ଛେଦ ୩୭୦କୁ ନେଇ...

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା: ୨୪ ଘଣ୍ଟାରେ ୩,୮୭୪ ମୃତ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

କର୍ନାଟକରେ ୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ: ରାଜ୍ୟ ସରକାରଙ୍କ ରିପୋର୍ଟ

ବେଙ୍ଗାଲୁରୁ,୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ରରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି।...

ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପଦଯାତ୍ରା କଲେ ବିରୋଧୀ, ଲୋକଙ୍କ କଣ୍ଠରୋଧ କରୁଛନ୍ତି ସରକାର, କହିଲେ ରାହୁଲ…

ନୂଆଦିଲ୍ଲୀ,୧୨।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। ବର୍ତ୍ତମାନ ବିରୋଧୀ ଦଳମାନେ ପାର୍ଲାମେଣ୍ଟ ବାହାରେ ସରକାରଙ୍କୁ ଘେରି ରହିବାକୁ କରିଛନ୍ତି। ଗୁରୁବାର ଦିନ ବିରୋଧୀ ଦଳ...

ଖିଲାପକାରୀଙ୍କ ଠାରୁ ଟିକସ ଆଦାୟ ପାଇଁ ବ୍ୟାଣ୍ଡ୍‌ ବାଜା ସହିତ ବୁଲୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ

ଲକ୍ଷ୍ନୌ,୩।୭: ଘର ଟିକସ ପୈଠ କରୁ ନ ଥିବା ଖିଲାପକାରୀଙ୍କଠାରୁ ବକେୟା ଆଦାୟ ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌ ମ୍ୟୁନିସିପାଲିଟି ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ...

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଭାଜପା ପ୍ରାର୍ଥୀ ହେଲେ ହଂସରାଜ

ନୂଆଦିଲ୍ଲୀ,୨୪ା୪: ଭାଜପା ମଙ୍ଗଳବାର ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଥର ଏହି ଆସନ ପାଇଁ ବର୍ତ୍ତମାନର ସାଂସଦ...

Advertisement
Archives

Model This Week