ଜାତୀୟ

ମୁଖ୍ୟ ଶାସନ ସଚିବଙ୍କ ସହ ମାରପିଟ୍‌ ମାମଲାରେ କେଜରିଓ୍ବାଲ, ସିସୋଡିଆ ନିର୍ଦ୍ଦୋଷ ସାବସ୍ତ୍ୟ

ନୂଆଦିଲ୍ଲୀ,୧୧।୮: ଦିଲ୍ଲୀର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ବୁଧବାର ଦିଲ୍ଲୀର ରୁଜ ଏଭେନ୍ୟୁ କୋର୍ଟ ଏହି ମାମଲାର…

କାଲି ରାତିରେ ଶୋଇପାରି ନାହିଁ, ଭାବୁକ ହୋଇ ଏମିତି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୮: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କେୟା ନାଇଡୁ ବୁଧବାର ଗୃହରେ ଭାବପ୍ରବଣ ହୋଇପଡିଛନ୍ତି। ଗୃହରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନରେ ଦୁଃଖିତ ହୋଇ ସଭାପତି କହିଛନ୍ତି, କାଲି ସଂସଦର ପବିତ୍ରତା ନଷ୍ଟ ହୋଇଯାଇଛି। କିଛି ସଦସ୍ୟ ନିଜ ସିଟ୍‌…

ଏହି ସହରରେ ରାସ୍ତାଠୁ ଆରମ୍ଭ କରି କ୍ଷେତ ପର୍ଯ୍ୟନ୍ତ ହଠାତ୍‌ ପାଣିର ରଙ୍ଗ ହୋଇଗଲା ନୀଳ, କାରଣ ଜାଣିଲେ…

ମୁମ୍ବାଇ,୧୧ା୮: ମହାରାଷ୍ଟ୍ରର କଲ୍ୟାଣ ଜିଲାରେ ବର୍ତ୍ତମାନ ଯେଉଁଆଡ଼େ ବୁଲିବେ କେବଳ ପାଣିର ରଙ୍ଗ ନୀଳ ଦେଖିବାକୁ ପାଇବେ। ଏପରିକି ରାସ୍ତାଘାଟଠାରୁ ଆରମ୍ଭ କରି କ୍ଷେତବାଡ଼ି ପର୍ଯ୍ୟନ୍ତ ଯେଉଁଠି ବି ଟିକେ ପାଣି ଅଛି ସେହି ପାଣି ଗାଢ଼ ନୀଳ ରଙ୍ଗର। ଏହା…

ଶେଷରେ ମାନିଲେ ସରକାର: ଅକ୍ସିଜେନ ଅଭାବରୁ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ,୧୧।୮: କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ କେତେକଙ୍କ ମୃତ୍ୟୁ ହୋଇଛି ବୋଲି ଶେଷରେ ସରକାର ମାନିଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟରେ ସୂଚନା ଦିଆଯାଇଛି। ସରକାରଙ୍କ ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ଭେଣ୍ଟିଲେଟର ସହାୟତାରେ ଥିବା କେତେକ…

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଧବାର ସ୍ଥଗିତ ରଖାଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ସେହିପରି ରାଜ୍ୟ ସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହକୁ ମୁଲତବୀ ରଖାଯାଇଛି।…

୭୨ ଘଣ୍ଟାରେ କରୋନାରୁ ମୁକ୍ତି,ଘୋଡ଼ା ଆଣ୍ଟିବଡ଼ିରୁ ପ୍ରସ୍ତୁତ ହେଉଛି ଔଷଧ…

କୋହ୍ଲାପୁର,୧୧।୮: କରୋନା ମହାମାରୀ ଭୂତାଣୁୁ ବିରୋଧରେ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥିତ ଆଇସେରା ବାୟୋଲୋଜିକାଲ ନାମକ ଏକ ଚାରି ବର୍ଷ ପୁରୁଣା ବାୟୋ ସାଇନ୍ସ କମ୍ପାନୀ କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା…

ପାକିସ୍ତାନ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌, ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀ ସକ୍ରିୟ…

ଶ୍ରୀନଗର, ୧୧।୮: ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଭାରତ-ପାକିସ୍ଥାନ ସୀମାରେ ଏହାର ଲଞ୍ଚପ୍ୟାଡ୍‌କୁ ପୁଣି ଥରେ ସକ୍ରିୟ କରାଯାଇଛି। ଏବଂ ପ୍ରାୟ ୨୫୦ ଆତଙ୍କବାଦୀ ଏହି ଲଞ୍ଚ ପ୍ୟାଡରେ ଅନୁପ୍ରବେଶ କରିବାକୁ…

ବଡ଼ ନିଷ୍ପତ୍ତି, କୋଭାକ୍ସିନ୍‌-କୋଭିଶିଲ୍ଡ ମିଶ୍ରିତ ଡୋଜ୍‌ ଉପରେ ଗବେଷଣା ପାଇଁ ଅନୁମତି…

ନୂଆଦିଲ୍ଲୀ, ୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ମିଶ୍ରିତ ଡୋଜ୍‌ ଉପରେ ଅଧିକ ଗବେଷଣା ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାର ୩୫୩ ରେ ପହଞ୍ଚିଛି। ଏହି…

ଆଇଟି ନିୟମ ମାନିଛି ଟୁଇଟର

ନୂଆଦିଲ୍ଲୀ, ୧୧ା୮: ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର ନୂଆ ଆଇଟି ନିୟମକୁ ପାଳନ କରିବା ସହ ଆଇନ ଅନୁସାରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତ କରିଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ନବୀକରଣ କରାଯାଇଥିବା ସତ୍ୟପାଠକୁ ରେକର୍ଡଭୁକ୍ତ କରାଯାଇଥିବା…

କେହି ସୀମା ଲଂଘିବା ଅନୁଚିତ

ନୂଆଦିଲ୍ଲୀ,୧୧ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରର ସରକାରୀ ବ୍ୟବହାର ନେଇ ତଦନ୍ତ କରାଇବା ଲାଗି ଦାଏର ଏକାଧିକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଶୁଣାଣି ବେଳେ…

ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା

ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍‌ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍‌ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି)ର ଲୋକଙ୍କୁ ଚିହ୍ନଟ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?