ଲା ଗଣେଶନ ମଣିପୁରର ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ,୨୨ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲା ଗଣେଶନଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଗଣେଶନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ଏହା ବ୍ୟତୀତ ସେ ତାମିଲନାଡୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ…
୧୬୮ ଯାତ୍ରୀଙ୍କୁ ନେଇ ହିଣ୍ଡନ ଏୟାରବେସରେ ପହଞ୍ଚିଲା ସି-୧୭ ଗ୍ଲୋବମାଷ୍ଟର, ଅଛନ୍ତି ଭାରତୀୟଙ୍କ ସହ ଆଫଗାନୀ ଯାତ୍ରୀ
ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଜାରି ରହିଛି । ରବିବାର ଦୋହା ରାସ୍ତା ଦେଇ ଭାରତୀୟ ବାୟୁସେନାର ବିମାନ ସି-୧୭ ଗ୍ଲୋବମାଷ୍ଟର ସକାଳେ ଗାଜିଆବାଦର…
କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି
ଲକ୍ଷ୍ନୌ,୨୨ ।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ ଶନିବାର ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ (ଏସ୍ଜିପିଜିଆଇ)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜୁଲାଇ…
ଦିଲ୍ଲୀରେ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ,୨୨।୮: ଦିଲ୍ଲୀରେ ଶନିବାର ଗୋଟିଏ ଦିନରେ ସର୍ବାଧିକ ୧୩୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୩ ବର୍ଷ ମଧ୍ୟରେ ଅଗଷ୍ଟ ମାସରେ ଏହା ଗୋଟିଏ ଦିନରେ ସର୍ବାଧିକ ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ…
ଇସ୍ତଫାରୁ ଫେରିଲେ ତ୍ରିପୁରା କଂଗ୍ରେସ ମୁଖ୍ୟ
ଅଗରତାଲା, ୨୨।୮: ତ୍ରିପୁରା ପ୍ରଦେଶ କଂଗ୍ରେସ ସଭାପତି ପିଜୁଶ କାନ୍ତି ବିଶ୍ୱାସ ଶନିବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିଲେ। ବ୍ୟକ୍ତିଗତ କାରଣ…
ଝିଅ ବଳାତ୍କାରୀଙ୍କୁ ହତ୍ୟା କରି ପ୍ରତିଶୋଧ ନେଲେ ବାପା
ନୂଆଦିଲ୍ଲୀ,୨୨।୮ : ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ପୀଡ଼ିତାଙ୍କ ବାପା। ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି ରାଜକୋଟର ସନ୍ତ କବିର ରୋଡ୍ ଅଞ୍ଚଳରେ। ପୋଲିସ ବଳାତ୍କାର ପୀଡ଼ିତାଙ୍କ ବାପା ଓ ତାଙ୍କ…
ପରପାରିରେ କଲ୍ୟାଣ ସିଂ
ନୂଆଦିଲ୍ଲୀ, ୨୧।୮: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା କଲ୍ୟାଣ ସିଂଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ମାସେରୁ ଊର୍ଦ୍ଧ୍ୱ ସମୟ ଅସୁସ୍ଥ ଥାଇ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍…
ଦ୍ୱିତୀୟ ଡୋଜ ପରେ କୋଭିଡ୍ ବୁଷ୍ଟର ନେବା ଦରକାର କି ?
ନୂଆଦିଲ୍ଲୀ,୨୧।୮ : କୋଭିଡ୍ରୁ ସୁରକ୍ଷିତ ରହିବା ଲାଗି ତୃତୀୟ ଭାକ୍ସିନ ଶଟ୍ (ବୁଷ୍ଟର)ର ଆବଶ୍ୟକତା ଅଛି ନା ନାହିଁ, ସେ ସମ୍ପର୍କରେ ଭାରତରେ ବର୍ତ୍ତମାନ କୌଣସି ପ୍ରକାର ତଥ୍ୟ ଉପଲବ୍ଧ ନାହିଁ। ଆସନ୍ତା ବର୍ଷ ପ୍ରାରମ୍ଭରେ ତୃତୀୟ ଭାକ୍ସିନ ଶଟ୍ ସମ୍ପର୍କିତ…
ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩ ସରପଞ୍ଚ ସ୍ବାମୀଙ୍କୁ ହତ୍ୟା
ପାଟନା,୨୧।୮: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିହାରରେ ରାଜନୈତିକ ହିସାଂକାଣ୍ଡ ଆରମ୍ଭ ହୋଇଯାଇଛି। ଶନିବାର ୩ଟି ଅଲଗା ଘଟଣାରେ ୩ ଜଣ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ପ୍ରଥମ ଘଟଣାରେ ପାଟନା ଉପକଣ୍ଠ ମାନେରଠାରେ ବାଙ୍ଖ ପଞ୍ଚାୟତର ସରପଞ୍ଚ ଆଶା ଦେବୀଙ୍କ ସ୍ବାମୀ…
ଟ୍ରେନିଂ ବେଳେ ଚାଲିଗଲା ଯବାନଙ୍କ ଜୀବନ
ନୂଆଦିଲ୍ଲୀ,୨୧।୮ : ପଞ୍ଜାବର ପଠାନକୋଟସ୍ଥିତ ମାମୁନ ସେନା ଷ୍ଟେଶନଠାରେ ଶନିବାର ଟ୍ରେନିଂ ବେଳେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଯବାନଙ୍କୁ ଗୁରୁତର ହୋଇପଡ଼ିଛନ୍ତି। ପ୍ରଭାବିତ ଯବାନଙ୍କୁ ପଠାନକୋଟସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ…
ଜେଲ୍ରେ ଥାଇ ଭଉଣୀଙ୍କୁ ରକ୍ଷା କରିବେ କଏଦୀ ଭାଇ, ଉପହାର ଦେବେ ହାତ ତିଆରି ମାସ୍କ
ଲକ୍ଷ୍ନୌ,୨୧ା୮: ରକ୍ଷାବନ୍ଧନ ହେଉଛି ଭଉଣୀ-ଭାଇଙ୍କ ପବିତ୍ର ଉତ୍ସବ। ଏହିଦିନ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘଜୀବନ କାମନା କରି ରାଖୀ ବାନ୍ଧିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କର ରକ୍ଷା କରିବା ପାଇଁ ବଜ୍ର ଶପଥ ନେଇଥାନ୍ତି। ଏହା ସହିତ ଉପହାର ମଧ୍ୟ ଦେଇଥାନ୍ତି। ଉତ୍ତରପ୍ରଦେଶର…
ଶ୍ରମିକ-ଭୂମିହୀନ କୃଷକଙ୍କ ଋଣ ଛାଡ କରିବେ ପଞ୍ଜାବ ସରକାର
ଚଣ୍ଡିଗଡ,୨୧ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କ୍ଷେତରେ କାମ କରୁଥିବା ଶ୍ରମିକ, ଭୂମିହୀନ କୃଷକଙ୍କ ପାଇଁ ଏକ ବଡ ଆଶ୍ୱାସନା ଭରା ପ୍ୟାକେଜ ଘୋଷଣା କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ…

