ମମତାଙ୍କୁ ସାହା ହେବେ ଜୟା
କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ। ଏପର୍ଯ୍ୟନ୍ତ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ମତଦାନରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ଭାଜପା ବିଜୟ ଦାବି କରୁଛନ୍ତି। ଏହି ସମୟରେ, ଟିଏମସି ବାକି ପାଞ୍ଚଟି…
ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତ ଶାହା
ରାୟପୁର,୫।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ବିଜାପୁର ଗସ୍ତ କରିଛନ୍ତି। ଏହି ଅବସରରେ ସେ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା…
ରାଫାଲ କିଣାରେ ଦୁର୍ନୀତି: ମଧ୍ୟସ୍ଥିଙ୍କୁ ମିଳିଛି ୧୦ ଲକ୍ଷ ୟୁରୋ
ନୂଆଦିଲ୍ଲୀ,୫।୪: ରାଫାଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଫ୍ରାନ୍ସ୍ର ଓ୍ବେବସାଇଟ୍ ମିଡ଼ିଆ ପାର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ଓ୍ବେବସାଇଟ୍ରେ ଉଲ୍ଲେଖ କରାଯାଇଛି ଯେ, ବିମାନ କିଣା ପାଇଁ ମଧ୍ୟସ୍ଥିଙ୍କୁ ୧୦ ଲକ୍ଷ ୟୁରୋ(…
୪ ରାଜ୍ୟରେ ପ୍ରଚାର ଶେଷ
ନୂଆଦିଲ୍ଲୀ, ୫।୪: ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ସେହିପରି ଆସାମରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଥିବାବେଳେ ପଶ୍ଚିମବଙ୍ଗରେ…
୫୦ ବର୍ଷ ପରେ ମିଳିଲା ପ୍ରଥମ ପ୍ରେମ
ଜୟପୁର, ୫।୪: ପ୍ରେମ ପାଇଁ ଫରକ୍ ପକାଇପାରେନି ବୟସ, ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜସ୍ଥାନ ଜୈସାଲମୈରସ୍ଥିତ କୁଲଧାରା ଗ୍ରାମର ଚୌକିଦାର ଦରଓ୍ବାନ ସିଂଙ୍କ କ୍ଷେତ୍ରରେ। ୫୦ ବର୍ଷ ପରେ ଜୀବନର ପ୍ରଥମ ପ୍ରେମ ତାଙ୍କୁ ମିଳିବା ପରେ ଏବେ ତାହା…
ନିରପେକ୍ଷତା ହରାଇଛନ୍ତି ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୫ା୪: ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏକ ସାମ୍ବିଧାନିକ ସଂସ୍ଥା। ଏହି ତଥାକଥିତ ସ୍ବାୟତ୍ତ ସଂସ୍ଥାରେ ଜଣେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଦୁଇଜଣ ନିର୍ବାଚନ କମିଶନର (ଇସି) ରହିଥାଆନ୍ତି। ଫୁଟ୍ବଲ ଖେଳରେ ରେଫରି ବା କ୍ରିକେଟରେ ଅମ୍ପାୟର ଭଳି…
ପ୍ରଚାର ପାଇଁ ଲୁଚିଥିଲା ସତ
ରାୟପୁର/ନୂଆଦିଲ୍ଲୀ(ଡି.ଏନ୍.ଏ.),୫ା୪: ଛତିଶଗଡ଼ର ବସ୍ତର ଅଞ୍ଚଳରେ ମାଓବାଦୀମାନଙ୍କ ଉପସ୍ଥିତି ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବଳ ସେଠାକୁ ଏନ୍କାଉଣ୍ଟର କରିବାକୁ ଯାଇଥିଲା। ବିଜାପୁର ଓ ସୁକୁମା ସୀମାନ୍ତବର୍ତ୍ତୀ ତେରାମ୍ ଜଙ୍ଗଲରେ ଶନିବାର ମଧ୍ୟାହ୍ନରେ ମାଓବାଦୀଙ୍କ ସହ ଯବାନମାନେ ମୁହଁାମୁହିଁ ହୋଇଥିଲେ।…
ମାଓବାଦୀ ନେତା ହିଡ୍ମା କିଏ
ରାୟପୁର,୫।୪: ଛତିଶଗଡ଼ର ବିଜାପୁର-ସୁକୁମା ବର୍ଡର ଜଙ୍ଗଲରେ ଶନିବାର ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୨୨ରୁ ଊର୍ଦ୍ଧ୍ୱ ଯବାନଙ୍କ ଜୀବନ ଯାଇଥିବାବେଳେ ୩୨ ଆହତ ହୋଇଛନ୍ତି। ଏହି ସାଂଘାତିକ ସଂହାର ପଛରେ ପିପୁଲ୍ସ ଲିବରେଶନ ଗେରିଲା ଆର୍ମି (ପିଏଲ୍ଜିଏ) ନେତା ହିଡ୍ମାଙ୍କ ପ୍ରମୁଖ ଭୂମିକା…
ଲକ୍ଷେ ଟପିଲା ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ, ୫।୪: ଭାରତରେ ପ୍ରଥମ ଥର ପାଇଁ କରୋନା ଦୈନିକ ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଛି। ରବିବାର ରାତି ୧୨ଟା ସୁଦ୍ଧା ଗୋଟିଏ ଦିନର ସଂକ୍ରମଣ ସର୍ବାଧିକ ୧,୦୩,୭୬୪ ରେକର୍ଡ କରାଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୭,୮୯୧ରେ…
ଭାଜପା ପ୍ରାର୍ଥୀଙ୍କ ଗାଡ଼ି ଉପରେ ଆକ୍ରମଣ
କୋଲକାତା, ୪ା୪: ଅଭିନେତ୍ରୀ ତଥା ପଶ୍ଚିମବଙ୍ଗର ବେହଲା ଆସନ ଭାଜପା ପ୍ରାର୍ଥୀ ପାୟଲ ସରକାରଙ୍କ ଗାଡ଼ି ଉପରେ ରବିବାର ତୃଣମୂଳ କଂଗ୍ରେସ(ଟିଏମ୍ସି) ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଚାର ବେଳେ ବେହଲାର ଠାକୁରପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ…
ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ: ଅମିତ ଶାହା
ନୂଆଦିଲ୍ଲୀ,୪।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଉପଯୁକ୍ତ ସମୟରେ ଏହାର ଜବାବ ଦିଆଯିବ। ତେବେ ଏହି…
ରାଜନୀତିରେ ବାଧା ସାଜିଲେ ଛାଡ଼ି ଦେବି ଅଭିନୟ – କମଲ ହାସନ
କୋଏମ୍ବାଟୁର,୪ା୪- ରାଜନୈତିକ ଅଭିଯାନରେ ବାଧା ସୃଷ୍ଟି ହେଲେ ଛାଡ଼ି ଦେବି ଅଭିନୟ। ଏଭଳି ମନ୍ତବ୍ୟ ଦେଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ। ଏକ ଖବରଦାତା ସମ୍ମିଳନୀରେ ଏମ୍ଏନ୍ଏମ୍ ମୁଖ୍ୟ କହିଛନ୍ତି, ସିନେମା ମୋ ପେଶା। ଏବେ ମୁଁ ଅଧିକରୁ ଅଧିକ…
Archives


