ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର: ନୂଆ ପ୍ୟାକେଜରେ କଭର ହେବ ଏହି ସବୁ ରୋଗ, କାର୍ଡ ଥିଲେ ଜାଣିରଖନ୍ତୁ..
ନୂଆଦିଲ୍ଲୀ,୧୯।୧୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାର ପରିସର ବଢ଼ାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ୮୯ଟି ନୂଆ ହେଲ୍ଥ ପ୍ୟାକେଜ…
ଗାଡ଼ି ମାଲିକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ୩ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ନାହିଁ PUC ପ୍ରମାଣପତ୍ର
ନୂଆଦିଲ୍ଲୀ,୧୯।୧୧: ସରକାର ଯାନବାହନ ପ୍ରଦୂଷଣ ପ୍ରମାଣପତ୍ର (Pollution Certificate) ସମ୍ବନ୍ଧୀୟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। BS-6 ଯାନଗୁଡ଼ିକ ପାଇଁ, ପ୍ରଦୂଷଣ ପ୍ରମାଣପତ୍ର ବର୍ତ୍ତମାନ ଗୋଟିଏ ବର୍ଷ ପରିବର୍ତ୍ତେ ତିନି ବର୍ଷ ପାଇଁ ବୈଧ ରହିବ; ଏହାକୁ ଆଉ ପ୍ରତିବର୍ଷ…
PF ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ବଦଳିଲା ମିନିମମ ବାଲାନ୍ସ ନିୟମ, ଏଣିକି ରଖିବାକୁ ପଡ଼ିବ ମାତ୍ର…
ନୂଆଦିଲ୍ଲୀ,୧୯।୧୧: EPFO ବୋର୍ଡ ପକ୍ଷରୁ PF ଖାତାଧାରୀଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଣିକି PF ଖାତାରେ ସର୍ବନିମ୍ନ ୨୫% ଟଙ୍କା ରଖିବା ବାଧ୍ୟତାମୂଳକ ହେବ ନାହିଁ। ଏହା ବଦଳରେ ମାତ୍ର ୧୦% ଟଙ୍କା ରଖିବାକୁ ପଡ଼ିବ। ଅର୍ଥାତ୍ ପୂର୍ବରୁ…
ଭୟଙ୍କର ଦୁର୍ଘଟଣା: କେନାଲ ଭିତରକୁ ଖସି ପଡ଼ିଲା ସ୍କର୍ପିଓ, ଚାଲିଗଲା ୬ ଜୀବନ
ପାଟଣା,୧୯।୧୧: ବିହାରର ଅରରିଆ ଜିଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡ଼ି ଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ସମସ୍ତେ ସୁପୌଲ…
ଦ୍ୱିତୀୟ ବିବାହର ସନ୍ତାନଙ୍କୁ ବି ମା’ଙ୍କ ସମ୍ପତ୍ତିରେ ମିଳିବ ଅଧିକାର: ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ,୧୯।୧୧: ସାଧାରଣତଃ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଦେଖିବାକୁ ମିଳେ। ବିଶେଷକରି ଜଣେ ମହିଳାଙ୍କ ବିବାହ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ଏବଂ ପରେ ମହିଳା ଜଣକ ଦ୍ୱିତୀୟ ବିବାହ କରିବା ପରେ ଏଭଳି ବିବାଦ ଆହୁରି…
ସରକାରଙ୍କ ବଡ଼ ଘୋଷଣା: ୧ କୋଟି ପରିବାରଙ୍କୁ ମିଳିବ…
ନୂଆଦିଲ୍ଲୀ,୧୯।୧୧: ଘରର ଆର୍ଥିକ ଦାୟିତ୍ୱ ସମ୍ଭାଳୁଥିବା ସଦସ୍ୟ ଯଦି ହଠାତ୍ ଆଖି ବୁଜିଦିଅନ୍ତି, ତେବେ ପରିବାର ଉପରେ କେବଳ ମାନସିକ ଆଘାତ ନୁହେଁ, ଆର୍ଥିକ ସମସ୍ୟାର ପାହାଡ଼ ମଧ୍ୟ ଛିଡ଼ା ହୋଇଯାଏ। ଏଭଳି ସ୍ଥିତିରେ ପରିବାର ପାଇଁ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା,…
ରାହୁଲଙ୍କ ଆର୍ଥିକ ବିପର୍ଯ୍ୟୟ ବୟାନ ପରେ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ ଭାରତ ସଠିକ୍ ରାସ୍ତାରେ…
ଦେଶର ଅର୍ଥନୀତିକୁ ନେଇ ମତ ରଖିବା ସହ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । FICCIର ଶତବାର୍ଷିକୀ ସମ୍ମିଳନୀ ଓ ବାର୍ଷିକ ସାଧାରଣ ସଭା-୨୦୨୬କୁ ସମ୍ବୋଧନ କରି ସେ କହିଛନ୍ତି, ଗତ ୧୨ରୁ ୧୩ ବର୍ଷ ମଧ୍ୟରେ ୫୦…
ସରକାରଙ୍କ ବଡ଼ ଘୋଷଣା: ଆୟୁଷ୍ମାନ ଯୋଜନାରେ କିନ୍ନରଙ୍କ ପରିବାରଙ୍କୁ ମିଳିବ ବିଶେଷ ଚିକିତ୍ସା ସୁବିଧା
ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ ସରକାର ରାଜଧାନୀରେ ରହୁଥିବା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ (Transgender Community) ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଏବଂ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଦିଲ୍ଲୀର ଯୋଗ୍ୟ ଟ୍ରାନ୍ସଜେଣ୍ଡର ଏବଂ ସେମାନଙ୍କ ପରିବାରକୁ ମଧ୍ୟ ‘ଆୟୁଷ୍ମାନ ଭାରତ ଯୋଜନା’ର (Ayushman…
୨୦୩୫ ସୁଦ୍ଧା ବିଶ୍ୱର ସବୁଠୁ ବଡ଼ ଧର୍ମ ହେବ ଇସଲାମ! ପାକିସ୍ତାନରେ ରହିବେ ସର୍ବାଧିକ ମୁସଲିମ; ରିସର୍ଚ୍ଚରେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧୯।୧୧: ଆଗାମୀ ଦଶନ୍ଧିଗୁଡ଼ିକରେ ବିଶ୍ୱର ଜନସଂଖ୍ୟା ଏବଂ ଧାର୍ମିକ ଚିତ୍ରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆମେରିକୀୟ ଗବେଷଣା ସଂସ୍ଥା ‘ପ୍ୟୁ ରିସର୍ଚ୍ଚ ସେଣ୍ଟର’ (Pew Research Center) ପକ୍ଷରୁ ନଭେମ୍ୱର ୧୭ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ ବିଭିନ୍ନ…
ଧର୍ମୀୟ ଉତ୍ସବରେ ପ୍ରାଣୀ ହତ୍ୟା ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ,୧୯ା୧୧(ପି.ଟି.): ମନ୍ଦିରରେ ପ୍ରାଣୀ ବଳି ସମେତ ଧର୍ମୀୟ ଉତ୍ସବଗୁଡ଼ିକରେ ପ୍ରାଣୀ ହତ୍ୟାକୁ ନିଷେଧ କରିବା ପାଇଁ ଦାଏର ଏକ ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ବିକ୍ରମ ନାଥ, ଆର୍. ମହାଦେବନ ଏବଂ ଅପରେଶ…
ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….
ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ଫଳରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ପଞ୍ଚାୟତ…
ବଡ଼ ଖବର, ନଭେମ୍ବର ୧୯ରେ ବନ୍ଦ ରହିବ UPI ସେବା
ନୂଆଦିଲ୍ଲୀ, ୧୮।୧୧: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତା ନଭେମ୍ବର ୧୯ ତାରିଖରେ ପ୍ରାୟ ୪୫ ମିନିଟ୍ ପାଇଁ ବ୍ୟାଙ୍କର UPI ସେବା ଅସ୍ଥାୟୀ ଭାବେ ବନ୍ଦ ରହିବ । ନିର୍ଦ୍ଧାରିତ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ…

