ବଜେଟ୍ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ: ଆର୍ଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ପାଇଁ ରବିବାର ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ସହ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିନ୍ତି। ଏହି ସମୟରେ ଲୋକ…
ପ୍ରାର୍ଥୀ ତାଲିକା ଘୋଷଣା ପରେ ଭାଜପା ଅଫିସରେ ଭଙ୍ଗାରୁଜା
ଗୁଆହାଟି,୩୦।୧: ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ମଣିପୁର ନିର୍ବାଚନ ଲାଗି ଭାଜପା ପକ୍ଷରୁ ରବିବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଘୋଷଣା ପରେ ମଣିପୁରରେ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ…
‘ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ହୁଏ ସୃଷ୍ଟି’
ପୁଣେ,୩୦।୧: ନିକଟରେ ବମ୍ବେ ହାଇକୋର୍ଟ ଏକ ଘରୋଇ ହିଂସାର ଶୁଣାଣି ସମୟରେ ଅଜବ ଟିପ୍ପଣୀ ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ‘ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ହୁଏ ସୃଷ୍ଟି’ ।…
ଡାକ୍ତରଙ୍କ ସାକ୍ଷ୍ୟ ପ୍ରାସଙ୍ଗିକ, ମାତ୍ର ମୁଖ୍ୟ ସାକ୍ଷ୍ୟ ଭାବେ ଗ୍ରହଣ ଯୋଗ୍ୟ ନୁହେଁ, ହାଇକୋର୍ଟଙ୍କ ରାୟ…
ଗ୍ବାଲିୟର୍, ୩୦।୧ : ଯେ କୌଣସି ମାମଲାରେ ଡାକ୍ତରଙ୍କ ସାକ୍ଷ୍ୟ ପ୍ରାସଙ୍ଗିକ, ମାତ୍ର ମୁଖ୍ୟ ସାକ୍ଷ୍ୟ ଭାବେ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର୍ ବେଞ୍ଚ କହିଛନ୍ତି। ସାକ୍ଷ୍ୟ ପ୍ରମାଣ ଆଇନର ଧାରା ୪୫ ଅନୁଯାୟୀ ଡାକ୍ତରଙ୍କ ମତ…
ଫେସବୁକ୍ ପୋଷ୍ଟ ପାଇଁ ହତ୍ୟା
ଅହମ୍ମଦାବାଦ,୩୦।୧: ଫେସବୁକ୍ରେ ସଂଖ୍ୟା ଲଗୁ ସମ୍ପ୍ରାଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ଦେଲା ଭଳି ଭିଡିଓ କ୍ଲିପ୍ ପୋଷ୍ଟ କରିବାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ମୌଲାନାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ଅଧିକାରୀ…
‘ଗାନ୍ଧୀ ପରିବାର ପାଇଁ ଗୋଆ କେବଳ ଭ୍ୟାକେଶନ ସ୍ପଟ୍’
ପୋଣ୍ଡା(ଗୋଆ),୩୦।୧: “ଭାଜପା ଗୋଆକୁ ବିକାଶ ଆଣିଛି। ଗାନ୍ଧୀ ପରିବାର ପାଇଁ ଗୋଆ କେବଳ ଏକ ଭ୍ୟାକେଶନ ସ୍ପଟ (ଛୁଟି କାଟିବା ସ୍ଥାନ)। ଭାଜପା ଲାଗି ଗୋଆର ଅର୍ଥ ହେଉଛି ଗୋଲ୍ଡେନ ଗୋଆ”। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ଗୋଆର…
ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯିବା ଆବଶ୍ୟକ…
ନୂଆଦିଲ୍ଲୀ, ୩୦।୧ : ନ୍ୟାୟ ହେଉଥିବାରୁ ପ୍ରମାଣ ମିଳିଥାଏ ଯେତେବେଳେ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯାଏ ପାରିଥାଏ। ନିଜ ଆଖି ସାମ୍ନାରେ ଜନସାଧାରଣ ନ୍ୟାୟିକ ପ୍ରକ୍ରିୟାକୁ ହୃଦୟଙ୍ଗମ କରିପାରିଥାନ୍ତି। ତେଣୁ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯିବା…
୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୩୦।୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ ଭଦୌଡ ଆସନରୁ ମଧ୍ୟ ଲଢିବେ ବୋଲି ଜଣାପଡିଛି। କଂଗ୍ରେସ ରବିବାର ୮ ଜଣ ପ୍ରାର୍ଥୀଙ୍କ…
‘କଂଗ୍ରେସକୁ କେହି ହରାଇପାରିବେ ନାହିଁ, ଦଳ ନିଜକୁ ହିଁ ନିଜେ ହରାଇପାରିବ’
ଚଣ୍ଡିଗଡ,୩୦।୧: ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳର ନେତାଙ୍କ ମଧ୍ୟ ଆରୋପ-ପ୍ରତ୍ୟାରୋପ ଲମ୍ବିବାରେ ଲାଗିଛି। ଶିରୋମଣି ଅକାଳୀ ଦଳର ବିଧାୟକ ବିକ୍ରମ ମାଜିଠିଆ ଏବଂ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। ରବିବାର…
‘ସ୍ବର୍ଣ୍ଣ ମନ୍ଦିରରେ କିଏ ରାହୁଲଙ୍କ ପକେଟ୍ ମାରିଛି’
ଚଣ୍ଡିଗଡ଼,୩୦।୧: ‘ଶ୍ରୀ ହରମନ୍ଦିର ସାହିବରେ କିଏ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକେଟ ମାର କରିଛି’। ଏଭଳି ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସିରୋମଣି ଅକାଳି ଦଳ (ଏସ୍ଏଡଟ୍ର ଏମ୍ପି ହରସିମରତ କୌର ବାଦଲ। ଆଗାମୀ ବିଧାନସଭା…
ଅମିତ ଶାହାଙ୍କ ଚ୍ୟାଲେଞ୍ଜ୍ ସ୍ବୀକାର କଲେ ଅଖିଳେଶ
ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଶନିବାର ମୁଜାଫରନଗରରେ ଏକ କାର୍ଯ୍ୟକ୍ରମରେ…
ଲୋକତନ୍ତ୍ର ଆଇନ ଦ୍ୱାରା ପରିଚାଳିତ ହୋଇଥାଏ, ବ୍ୟକ୍ତି ବିଶେଷଙ୍କ ଶାସନରେ ନୁହେଁ…
ନୂଆଦିଲ୍ଲୀ, ୩୦।୧ : : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଦୀର୍ଘ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ସଦ୍ୟତମ ବିବୃତ୍ତିରେ…
Archives


