ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍କୁଲ-କଲେଜ୍ରେ ହିଜାବ ପିନ୍ଧିବାକୁ ମିଳିବନି ଅନୁମତି
ବେଙ୍ଗାଲୁରୁ,୧୫।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଏକ ଆବେଦନକୁ ଖାରଜ କରିଛନ୍ତି। ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ। ସ୍କୁଲ-କଲେଜର…
ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୧୫।୩: ଜମ୍ମୁ -କଶ୍ମୀର ଅବନ୍ତିପୋରା ଜିଲା ଚାରସୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏ…
ଭାରତୀୟ ଯବାନଙ୍କ ଅପହରଣ, ହତ୍ୟା ପଛରେ ଆତଙ୍କବାଦୀ
ଶ୍ରୀନଗର,୧୫।୩: ଜଣେ ଯବାନଙ୍କୁ ଅପହରଣ ଏବଂ ହତ୍ୟା ମାମଲା ଉପରୁ ପରଦା ହଟାଇଛି ଜମ୍ମୁ-କଶ୍ମୀର ପୋଲିସ। ଯବାନଙ୍କ ହତ୍ୟାକାରୀମାନେ ଅନ୍ୟ ଦୁଇଟି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ। ସେମାନଙ୍କୁ ଗିରଫ କରାଯାଇଛି ଏବଂ ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ୍କୁ ଟ୍ରାକ କରିବା…
ନେତୃତ୍ୱ ଛାଡନ୍ତୁ ଗାନ୍ଧୀ ପରିବାର: କପିଲ ଶିବଲ
ନୂଆଦିଲ୍ଲୀ,୧୫ ।୩: ନିକଟରେ ଅନୁଷ୍ଠିତ ହୋଇଯାଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏଥିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏବେ ଦେଶରେ ଏହି ଦଳ ପ୍ରାୟତଃ ବିଲିନ ହେବାକୁ ଯାଉଛି…
ଏଏପି ମୁହାଁ ଭାଜପା-କଂଗ୍ରେସ ନେତା
ନୂଆଦିଲ୍ଲୀ,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଏବେ ଆମ ଆଦମୀ ପାର୍ଟି(ଏଏପି)ର ଡିମାଣ୍ଡ ବଢିଯାଇଛି । ଦଳର ଦମଦାର ପ୍ରଦର୍ଶନକୁ ଦେଖି ଏବେ ହରିୟାଣାରେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧି କଂଗ୍ରେସର କେତେଜଣ ନେତା…
୨୦୨୪ ପାଇଁ ଉତ୍ତର ପ୍ରଦେଶରେ ପୁଣିଥରେ ରଣନୀତି ପ୍ରସ୍ତୁତ କରିବେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୫ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବି ମନୋବଳ ଦୃଢ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏବେବି ସେ ଉତ୍ତର ପ୍ରଦେଶରୁ ନିଜ ଧ୍ୟାନ ହଟାଇବାକୁ ଚାହୁଁ…
ହେମାନନ୍ଦଙ୍କୁ ଲୋକ ସଭାରେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୧୫।୩: ପୂର୍ବତନ ଏମ୍ପି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକରେ ସୋମବାର ଲୋକ ସଭାରେ ଶୋକବ୍ୟକ୍ତ କରାଯାଇଛି। ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରୁ ପଞ୍ଚଦଶ ଲୋକ ସଭାର ସଦସ୍ୟ ଥିବା ହେମାନନ୍ଦଙ୍କ ଗତ ଫେବୃୟାରୀ ୨୫ରେ ୮୨ ବର୍ଷ ବୟସରେ ପରଲୋକ…
୪ ରାଜ୍ୟ ଲାଗି ଭାଜପା ପର୍ଯ୍ୟବେକ୍ଷକ ନିଯୁକ୍ତ
ନୂଆଦିଲ୍ଲୀ,୧୪।୩: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭାଜପା ସରକାର ଗଢ଼ିବାକୁ ଯାଉଥିବାବେଳେ ନବନିର୍ବାଚିତ ବିଧାୟକ ଦଳ ନେତା ବାଛିବା ଲାଗି ସୋମବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଗୈରିକ ଦଳର ସଂସଦୀୟ ବୋର୍ଡ ପକ୍ଷରୁ ଏ ସମ୍ପର୍କିତ ତାଲିକା ପ୍ରକାଶ ପାଇଛି।…
ଟୁର୍ନାମେଣ୍ଟ ବେଳେ କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ,୧୫।୩: ପଞ୍ଜାବର ଜଳନ୍ଧରରେ ସୋମବାର ଆୟୋଜିତ କବାଡ଼ି ଟୁର୍ନାମେଣ୍ଟରେ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନ୍ତର୍ଜାତୀୟ ସ୍ତରର କବାଡି ଖେଳାଳି ସନ୍ଦୀପ ସିଂ ନାନଗାଲ ଅମବିଆନ(୪୦)। ଘଟଣାର ତୁରନ୍ତ ପରେ ସନ୍ଦୀପଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ…
ହିଜାବ ମାମଲାର ଆଜି ଶୁଣାଣି, ବେଙ୍ଗାଲୁରୁ ସମେତ କିଛି ଜିଲାରେ ୧୪୪ଧାରା ଜାରି, ସ୍କୁଲ କଲେଜ ବନ୍ଦ
ବେଙ୍ଗାଲୁରୁ,୧୫ ।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିବେ । ମୁସଲମାନ ଝିଅମାନେ ସ୍କୁଲ, କଲେଜରେ ହିଜାବ ପିନ୍ଧିବାକୁ ନେଇ କୋର୍ଟରେ ସକାଳ ପ୍ରାୟ ୧୦ଟା ୩୦ ସୁଦ୍ଧା ଶୁଣାଣି କରାଯିବ । ତେବେ ଶୁଣାଣି ପୂର୍ବରୁ…
କଂଗ୍ରେସର ପରାଜୟ ପାଇଁ ଗାନ୍ଧୀ ପରିବାର ଦାୟୀ: ଅମରିନ୍ଦର
ଚଣ୍ଡିଗଡ଼,୧୫।୩ : ପଞ୍ଜାବ ସମେତ ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଗାନ୍ଧୀ ପରିବାର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ମୁଖ୍ୟ ଅମରିନ୍ଦର ସିଂ କହିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ…
ନିଆଁ ଲାଗିବା ପରେ ଫାଟିଲା ସିଲିଣ୍ଡର, ୪ ମୃତ
ଶ୍ରୀନଗର,୧୫।୩: ଜମ୍ମୁରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଜମ୍ମୁର ରେସିଡେନ୍ସି ରୋଡ୍ରେ ଥିବା ସ୍କ୍ରାପ୍ ଦୋକାନରେ ନିଆଁ ଲାଗି ଯାଇଥିଲା। ପରେ ଗ୍ୟାସ…
Archives


