ଜାତୀୟ

ଜେଏନ୍‌ୟୁ ମୁଖ୍ୟ ଫାଟକରେ ସାଫ୍ରନ୍‌ ପତାକା

ନୂଆଦିଲ୍ଲୀ,୧୫।୪:ରାମ ନବମୀରେ ନନ୍‌ଭେଜ ଖାଇବାକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମାମଲା ସମାଧାନ ହୋଇପାରି ନ ଥିବାବେଳେ ଶୁକ୍ରବାର ସକାଳେ ଅନ୍ୟ ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ହିନ୍ଦୁ ସେନା ନାମକ ଏକ ସଂଗଠନ ପକ୍ଷରୁ ଜେଏନୟୁ…

ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ୍‌

ନୂଆଦିଲ୍ଲୀ,୧୫।୪: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସଡ୍‌ ୨୦୨୨ର ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ୍‌ ୨୦୨୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି। ଏହା…

ସଂକ୍ରମଣ କମୁଛି

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪୯ ଜଣ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ମାମଲା…

ଚାଇନାର ଚାଲାକି, ପାକିସ୍ତାନରେ ପ୍ରସ୍ତୁତ ହେଉଛି କରୋନାର ନୂଆ ଷ୍ଟ୍ରେନ୍‌!

ନୂଆଦିଲ୍ଲୀ/ଇସଲାମାବାଦ,୧୫ ।୪: କରୋନା ଭାଇରସର ଉତ୍ପତି ସ୍ଥଳ ଚାଇନା । ଏବେ ଏହି ସନ୍ଦେହ ଦୂର ହୋଇ ନ ଥିବା ବେଳେ ପୁଣି ଏକ ବିପଦ ମୁଣ୍ଡ ଟେକିଲାଣି । ଅଷ୍ଟ୍ରେଲିଆ ପୋର୍ଟାଲ ଦ କ୍ଲେସଂନରେ ଏନ୍ଥନି କ୍ଲେନଙ୍କ ଏକ ରିପୋର୍ଟ…

ଲୋକ କଲ୍ୟାଣ ପାଇଁ ଗ୍ରାଉଣ୍ଡ ଜିରୋରୁ କାମ କରିବେ ଯୋଗୀଙ୍କ ଟିମ, ୫ ବର୍ଷ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି

ଲକ୍ଷ୍ନୌ,୧୫ ।୪: ଉତ୍ତର ପ୍ରଦେଶରେ ଯୋଗୀ ସରକାର ୨.୦ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୁଲ ଫର୍ମରେ ନଜର ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଲୋକ କଲ୍ୟାଣକୁ ନଜରରେ ରଖି ଶାସନ ସ୍ତରରେ ଆସନ୍ତା ୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି…

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା: ଲୋକେ ଭୟଭୀତ

ଇଟାନଗର,୧୫।୪: ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଛି। ଭୂକମ୍ପ ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ଯୋଧପୁର,୧୫।୪:ରାଜସ୍ଥାନର ଯୋଧପୁର ନିକଟ ବିଲାରାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବୋଲେରା ଟ୍ରକ ମାଡିଯିବା ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏହି…

ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ବୋରିସ୍‌

ନୂଆଦିଲ୍ଲୀ, ୧୪ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି। ଭାରତ-ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ଚୁକ୍ତିର ୨୬ ଚାପ୍ଟର ମଧ୍ୟରୁ ୪ଟି ସଫଳତାର ସହ ଶେଷ ହୋଇଥିବାବେଳେ ବୋରିସ୍‌ଙ୍କ ନୂଆଦିଲ୍ଲୀ ଗସ୍ତରେ ଆସିବେ ବୋଲି…

ଠିକାଦାର ଆତ୍ମହତ୍ୟା ମାମଲାରେ ଇସ୍ତଫା ଦେଇପାରନ୍ତି କର୍ନାଟକ ସରକାରଙ୍କ ମନ୍ତ୍ରୀ ଇଶ୍ୱରପ୍ପା

ବେଙ୍ଗାଲୁରୁ,୧୫ ।୪: କର୍ନାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଥିବା କେଏସ ଈଶ୍ୱରପ୍ପାଙ୍କୁ ଶେଷରେ ଗାଦି ଛାଡିବାକୁ ପଡିବ । ଶୁକ୍ରବାର ସେ ଇସ୍ତଫା ଦେଇପାରନ୍ତି । ଏହାର କାରଣ ହେଉଛି ଉଡୁପିରେ ଜଣେ ଠିକାଦାର ସନ୍ତୋଷ ପାଟିଲଙ୍କ…

ନିଯୁକ୍ତି ସଙ୍କୁଚିତ, ଆଶାୟୀ ହତାଶ

ନୂଆଦିଲ୍ଲୀ,୧୫।୪: ୨୦୨୨ ମାର୍ଚ୍ଚରେ ଭାରତର ଶ୍ରମଶକ୍ତି ୩.୮ ନିୟୁତ ହ୍ରାସ ପାଇଛି। ୨୦୨୧ ଜୁଲାଇ ପରଠୁ ଏହା ହେଉଛି ୮ ମାସ ମଧ୍ୟରେ ସର୍ବନିମ୍ନ। ନିଯୁକ୍ତି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ନ ମିଳିବା ଭାରତୀୟ ଅର୍ଥନୀତି ପାଇଁ ଅନଟନର ସବୁଠୁ ବଡ଼…

ରାଜଧାନୀରେ ବଢିଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୪: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଗୁରୁବାର ଏଠାରେ ୩୦୦ରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମାର୍ଚ୍ଚ ୩ ପରେ ଏହା ସବୁଠାରୁ ଅଧିକ…

ମମତାଙ୍କ ମନ୍ତବ୍ୟକୁ ଟିଏମ୍‌ସି ଏମ୍‌ପିଙ୍କ ବିରୋଧ

କୋଲକାତା,୧୪।୪: ପଶ୍ଚିମବଙ୍ଗ ନଦିଆ ଜିଲାର ହଂସଖାଲିଠାରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ମାମଲା ସମ୍ପର୍କରେ ଦେଇଥିବା ବିବୃତିକୁ ଦଳର ଦୁଇଜଣ ଏମ୍‌ପି ପରୋକ୍ଷରେ ବିରୋଧ କରିଛନ୍ତି। ଟିଏମ୍‌ସି ଏମ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?