Posted inଜାତୀୟ

ଦିଲ୍ଲୀରେ ପୁଣି ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ବଢ଼ିବାରେ ଲାଗିଲାଣି କରୋନା ସଂକ୍ରମଣ। ଅନେକ ଦିନ ପରେ ରାଜଧାନୀରେ କରୋନା ସଂକ୍ରମଣ ମାମଲା ୩୦୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୯୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ପ୍ରକାଶ ଯେ, ମଙ୍ଗଳବାର ଦିଲ୍ଲୀରେ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ବୁଧବାର ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଦିନକ ମଧ୍ୟରେ ସଂକ୍ରମଣ ହାର ଦୁଇଗୁଣ ବୃଦ୍ଧି ପାଇବାରୁ ବିଶେଷଜ୍ଞମାନେ ଚତୁର୍ଥ ଲହର ଆଶଙ୍କା କରୁଛନ୍ତି। ଅପରପକ୍ଷେ ଦିଲ୍ଲୀ ସରକାର ଆବଶ୍ୟକ ପଡ଼ିଲେ କଟକଣା ଲଗାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜେଇଏମ୍‌ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୩ା୨(ପି.ଟି.): ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣର ପାକିସ୍ତାନୀ ମାଷ୍ଟରମାଇଣ୍ଡଙ୍କ ୪ ସହଯୋଗୀ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବୁଧବାର ଅତିରିକ୍ତ ଚାର୍ଜଶିଟ୍‌...

ରାହୁଲ ଗାନ୍ଧୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ପରେ ରାସ୍ତାରେ ଭାଜପା ଛିଞ୍ଚିଲା ଗଙ୍ଗାପାଣି

ନୂଆଦିଲ୍ଲୀ, ୧୬ ।୯: କଂଗ୍ରେସ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ପରେ କଟଡାର ମୁଖ୍ୟସ୍ଥାନରେ...

ଜୋକ୍ ପାଇଁ ଫସିଲେ ରଣଦୀପ ହୁଡା

ମୁମ୍ବାଇ, ୨୮।୫: ବଲିଉଡ ଅଭିନେତା ରଣଦୀପ ହୁଡାଙ୍କୁ ମହଙ୍ଗା ପଡ଼ିଛି ଏକ ଜୋକ। ଏହି ଅଭିନେତା ୨୦୧୨ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବହୁଜନ ସମାଜବାଦି...

ଉତ୍ତରାଖଣ୍ଡ ପାଇଁ ସମଗ୍ର ଦେଶବାସୀ ପ୍ରାର୍ଥନା କରୁଛନ୍ତି: ପ୍ରଧାନମନ୍ତ୍ରୀ

କୋଲକତା,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ ଅଛନ୍ତି। ହଳଦିଆରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ମୋଦି ପ୍ରଥମେ ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନ ନେଇ...

କ୍ରିକେଟ ଖେଳିଲେ ଫଡନବିସ-ଗଡକରି

ମୁମ୍ବାଇ,୨୫।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିସଙ୍କ କ୍ରିକେଟ ଖେଳ ଏବେ ସବୁଠି...

ଜୁଲାଇରେ ଆସିବ ଫାଇଜର ଟିକା

ନୂଆଦିଲ୍ଲୀ, ୨୭।୫: ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ କରିବା ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନିକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ...

ଦେଶରେ ନିଆଁ ଲଗାଇଛନ୍ତି ନୂପୁର

ନୂଆଦିଲ୍ଲୀ,୨ା୭: ଭାରତରେ ଯାହାସବୁ ଘଟୁଛି ସେଥିପାଇଁ ନୂପୁର ଶର୍ମା ଏକା ଦାୟୀ। ଏହି ମହିଳା ସାରା ଦେଶରେ ଭାବାବେଗକୁ ପ୍ରଜ୍ଜ୍ୱଳିତ କରିଛନ୍ତି। ରାଜସ୍ଥାନର ଉଦୟପୁରରେ ଜଣେ...

ସିଏଏକୁ ନେଇ ବିରୋଧ ପ୍ରଦର୍ଶନ: ସାମିଲ ହେଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ,୧୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ଜାମା ମସ୍‌ଦିଜ ସାମ୍ନାରେ ଶୁକ୍ରବାର ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ...

Advertisement
Archives

Model This Week