ଜାତୀୟ

ନିଷାଦ ପାର୍ଟି ୧୫ ଆସନରେ ଲଢ଼ିବ ବିଧାନସଭା ନିର୍ବାଚନ…

ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶରେ ଭାଜପା ମେଣ୍ଟରେ ନିଷାଦ ପାର୍ଟି ୧୫ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଏନେଇ ପାର୍ଟି ଅଧ୍ୟକ୍ଷ ସଞ୍ଜୟ ଦିଷାଦ ସୂଚନା ଦେଇଛନ୍ତି। ଭାଜପାର ଶୀର୍ଷ ନେତାଙ୍କ ସହିତ ସୋମବାର ଦିଲ୍ଲୀଠାରେ ଆଲୋଚନା ପରେ…

ଦୁଇ ମହାମାରୀ ସହିତ ଲଢୁଛି ପୃଥିବୀ…

ନୂଆଦିଲ୍ଲୀ, ୧୬।୧: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଏହି ଭୂତାଣୁର ପ୍ରକୃତି ଏବଂ ପରିବର୍ତ୍ତନ ବିଷୟରେ ନିରନ୍ତର ଗବେଷଣା ଜାରି ରଖୁଛନ୍ତି। ଏପରିସ୍ଥଳେ ଖ୍ୟାତିସମ୍ପନ୍ନ ଭିରୋଲୋଜିଷ୍ଟ ତଥା ଇଣ୍ଡିଆନ କାଉନସିଲ ଅଫ…

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଟିକେଟ ଦେଲାନି କଂଗ୍ରେସ

ଚଣ୍ଡିଗଡ଼,୧୬।୧: ପଞ୍ଜାବ ବିଧାନସଭା ନିର୍ବାଚନା ପୂର୍ବରୁ କଂଗ୍ରେସରେ ମୁଣ୍ଡ ଟେକିଛି ଏକ ବଡ଼ ବିଦ୍ରୋହ। ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ସାନ ଭାଇ ଡ. ମନୋହର ସିଂଙ୍କୁ କଂଗ୍ରେସ ଟିକେଟ ଦେବାକୁ ମନା କରିଛି। ଏହାକୁ ଅନ୍ୟାୟ କହିବା ସହ ସ୍ବାଧୀନ…

ବସ୍‌ ଚଳାଉଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଚାଳକ, ମହିଳା ଯାତ୍ରୀ ଚଳାଇଲେ ବସ୍‌

ପୁଣେ,୧୬ା୧: ପୁଣେରେ ଏବ ବସ୍‌ ଦ୍ରୁତ ବେଗରେ ଚଳାଉଥିବାବେଳେ ଚାଳକ ଜଣକ ହଠାତ୍‌ ବେହୋସ ହୋଇପଡ଼ିଥିଲେ। ଯେଉଁଥିପାଇଁ ବସ୍‌ଟି ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। କିନ୍ତୁ ଏହି ଯାତ୍ରୀମାନଙ୍କ ମଧ୍ୟରେ ବସିଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ…

ସ୍କୁଲ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୬ା୧: କରୋନା ମହାମାରୀ ମଧ୍ୟରେ ସ୍କୁଲ ବନ୍ଦକୁ ନେଇ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେମ୍‌ ସାଭେଦ୍ରା ଅନେକ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପିଲାମାନଙ୍କର ଟିକାକରଣକୁ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ…

ରାଜଧାନୀରେ ସଂକ୍ରମଣକୁ ରୋକିଲା ସପ୍ତାହନ୍ତ କର୍ଫ୍ୟୁ, କହିଲେ ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସପ୍ତାହନ୍ତ କର୍ଫ୍ୟୁ ଏବଂ କଡ଼ା କଟକଣା ଲାଗୁ ହେବା ଯୋଗୁ କରୋନା ମହାମାରୀ ସଂକ୍ରମଣ କମିବାରେ…

ଗୋଆ ନିର୍ବାଚନ: ୧୦-୧୫ ଆସନରେ ନିର୍ବାଚନ ଲଢିବ ଶିବସେନା, ଏନ୍‌ସିପି ସହ କରିବ ମେଣ୍ଟ

ମୁମ୍ବାଇ,୧୬ ।୧: ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଓ ଏନ୍‌ସିପି ଏକାଠି ମିଶି ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୧୮ ଜାନୁୟାରୀରେ ଆସନ ବୁଝାମଣାକୁ ନେଇ ଚର୍ଚ୍ଚା କରାଯିବ । ଗୋଆରେ ଶିବସେନା ୧୦-୧୫ ଆସନରେ…

ଜାନୁୟାରୀ ୨୩ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ସରକାରଙ୍କ ଘୋଷଣା…

ଲକ୍ଷ୍ନୌ, ୧୬।୧: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୬ ପର୍ଯ୍ୟନ୍ତ…

ଟିକେଟ ନ ମିଳିବାରୁ ପାର୍ଟି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ,୧୬।୧: ଟିକେଟ ନ ମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟି ଅଫିସ ସମ୍ମୁଖରେ। ଆଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନ ମିଳିବାରୁ ଦେହରେ ପେଟ୍ରୋଲ…

ଭାଜପାରେ ଯୋଗଦେଇପାରନ୍ତି ମୁଲାୟମଙ୍କ ସାନବୋହୂ

ନୂଆଦିଲ୍ଲୀ,୧୬।୧: ବିଧାନସଭା ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଏକ ବଡ ଝଟକା ଲାଗିପାରେ। ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ ଭାଜପାରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସମ୍ପର୍କରେ ଅପର୍ଣ୍ଣା ଭାଜପା ନେତାଙ୍କ…

୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୧୬।୧: ଦେଶରେ କରୋନା ଗ୍ରାଫ ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୧ ହଜାର, ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ…

ଖୁସି ଖବର: ୬ ଦେଶରେ କମିଲା ଓମିକ୍ରନ୍ ସଂକ୍ରମଣ

ନୂଆଦିଲ୍ଲୀ,୧୬ ।୧: ଦୀର୍ଘ ୩ ମାସ ପରେ ବିଶ୍ୱର ପ୍ରାୟ ୬ଟି ଦେଶରେ ୟୁଟର୍ଣ୍ଣ ନେଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଅର୍ଥାତ୍ ସଂକ୍ରମଣ କମ୍ ହେଲାଣି । ଏହି ଦେଶମାନଙ୍କ ମଧ୍ୟରେ ରହିଛନ୍ତି, ବ୍ରିଟେନ, କନାଡା, ଇଟାଲୀ, ଆୟାରଲ୍ୟାଣ୍ଡ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri