ଦେଶରେ ପ୍ରଥମଥର: ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପାଇଁ ଆବେଦନ କଲେ ୧.୭୭ ଲକ୍ଷ ମହିଳା
ନୂଆଦିଲ୍ଲୀ,୧୪ ।୧୨: ଦେଶର ସଶସ୍ତ୍ର ସେନାରେ ସୈନ୍ୟ ଅଫିସର ର୍ୟାଙ୍କର ମନୋନୟନ ପାଇଁ ହେଉଥିବା ଏନ୍ଡିଏ ପରୀକ୍ଷା ପାଇଁ ୧.୭୭ ମହିଳା ପ୍ରାର୍ଥୀ ଆବେଦନ କରିଛନ୍ତି । ଦେଶରେ ପ୍ରଥମଥର ଲାଗି ନ୍ୟାଶନାଲ ଡିଫେନ୍ସ ଏକାଡେମୀ ଅର୍ଥାତ୍ ଏନ୍ଡିଏ ପାଇଁ ମହିଳାମାନେ…
୫୦%କୁ ବଢ଼ିବ ଅକ୍ଷୟ ଶକ୍ତି କ୍ଷମତା
ନୂଆଦିଲ୍ଲୀ, (ନ୍ୟୁ ଇଣ୍ଡିଆ ସମାଚାର) ୧୪ା୧୨: ସଦ୍ୟ ଶେଷ ହୋଇଥିବା ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀରେ ଭାରତ ବ୍ୟକ୍ତିଗତ ସ୍ବାର୍ଥ ପରିବର୍ତ୍ତେ ସମଗ୍ର ବିଶ୍ୱର ହିତକୁ ଦୃଷ୍ଟି ରଖି ମିଳିତ ଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ। ଭାରତର…
ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୪୧
ନୂଆଦିଲ୍ଲୀ,୧୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏବେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଲାଣି । ସୋମବାର ମହାରାଷ୍ଟ୍ରରେ ଆଉ ୨ ସଂକ୍ରମିତଙ୍କୁ ଚିହ୍ନଟ କରଯାଇଥିବା ବେଳେ ଏମାନେ ଦୁବଇରୁ ପେରିଥିବା ସୂଚନା…
କାଶୀରେ ମୋଦିଙ୍କ ପାଠଶାଳା: ୧୨ ମୁଖ୍ୟମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ
ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ଗସ୍ତର ଦ୍ୱିତୀୟ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । ମଙ୍ଗଳବାର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ…
ଅଧା ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କାଶୀ ରାସ୍ତାରେ ବାହାରିଲେ ମୋଦି
ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ସଡ଼କରେ ଚାଲି ଚାଲି ଯାଇ ପ୍ରମୁଖ ବିକାଶ କାର୍ଯ୍ୟର ନିରିକ୍ଷଣ କରିଛନ୍ତି । ଏହାସହ ମୋଦି କହିଛନ୍ତି ଏହି ପବିତ୍ର ସହରର ସର୍ବୋତ୍ତମ ବିକାଶ ଆମ ସରକାରର ପ୍ରୟାସ ।…
ଜ୍ୟାକଲିନଙ୍କୁ ଦେଖାଇବା ପାଇଁ ଅମିତ ଶାହାଙ୍କ ଅଫିସକୁ ଫୋନ କରିଥିଲେ
ନୂଆଦିଲ୍ଲୀ,୧୪।୧୨: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ସହ ବନ୍ଧୁତା କରିବା ପାଇଁ ଅଭିଯୁକ୍ତ ଠକ ସୁକେଶ ଚନ୍ଦ୍ରଶେଖର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଫିସ ନମ୍ବରକୁ କଲ କରିବାର ନକଲ କରିଥିଲେ। କେବଳ ଏତିକି ନୁହେଁ, ନିଜକୁ ତାମିଲନାଡୁର ପୂର୍ବତନ…
କାନ୍ଦିବାରୁ ଶିଶୁପୁତ୍ରକୁ ମିଳିଲା ମୃତ୍ୟୁ
ପଥାନାମଥିତ୍ତା(କେରଳ),୧୪।୧୨: ୨୭ ଦିନର ଶିଶୁ ପୁତ୍ରକୁ ହତ୍ୟା କରିଥିବା ମହିଳାଙ୍କୁ ସୋମବାର ଗିରଫ କରାଯାଇଛି। ପୋଲିସ କହିବା ଅନୁଯାୟୀ, ପ୍ରିମାଚ୍ୟୁର ଶିଶୁପୁତ୍ର ନିୟମିତ ଅସୁସ୍ଥ ରହୁଥିଲା ଏବଂ ତାଙ୍କର କାନ୍ଦିବାରେ ବିରକ୍ତ ହୋଇ ୨୧ ବର୍ଷୀୟା ମହିଳା ଏଭଳି ସାଙ୍ଘାତିକ ଅପରାଧ…
ବୁଷ୍ଟର ଡୋଜ୍କୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ, ୧୩।୧୨: କୋଭିଡ୍-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପ୍ରଦାନ ଲାଗି ଅନୁମତି ଦେବାକୁ ବିଭିନ୍ନ କମିଟି ସରକାରଙ୍କୁ ଅନୁରୋଧ କରିଥିଲେ। ଗତ ୧୦ ତାରିଖରେ…
ଜଷ୍ଟିସ୍ ଗୋଗୋଇଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ
ନୂଆଦିଲ୍ଲୀ, ୧୩।୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ରଞ୍ଜନ ଗୋଗୋଇ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତ୍କାରରେ ଏକ ବିବୃତି ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ତୃଣମୂଳ କଂଗ୍ରେସର ରାଜ୍ୟ ସଭା ସଦସ୍ୟ ମୌସମ ନୂର୍ ସ୍ବାଧିକାର ଭଙ୍ଗ ପ୍ରସ୍ତାବ…
‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହ ବିବାହ ଭୋଜିରେ ପଶି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା
ଭୋପାଳ,୧୩।୧୨: ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହକିଛି ଲୋକ ମଧ୍ୟପ୍ରଦେଶର ମନ୍ଦସାଉର ଅଞ୍ଚଳରେ ରବିବାର ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ପ୍ରବେଶ କରି ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏ ଘଟଣାକୁ କେନ୍ଦ୍ର କରି ସହରରେ ବିକ୍ଷୋଭ ପ୍ରଦର୍ଶନ…
କୋଭିଡ୍ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସ୍ବୀକାର କଲା ଗୁଜରାଟ
ନୂଆଦିଲ୍ଲୀ,୧୩।୧୨: କୋଭିଡ୍-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବେଳେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଗୁଜରାଟ ସରକାର ସ୍ବୀକାର କରିଛନ୍ତି। ରାଜ୍ୟରେ କୋଭିଡ୍ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ରିପୋର୍ଟ ସୋମବାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି…
ପୋଲିସ ବସ ଉପରେ ଗୁଳି ବର୍ଷା
ଶ୍ରୀନଗର,୧୩।୧୨: ଶ୍ରୀନଗରର ଉପକଣ୍ଠ ଜଓ୍ବୋନ ଅଞ୍ଚଳରେ ଏକ ପୋଲିସ ବସ୍ ଉପରେ ସୋମବାର ସନ୍ଧ୍ୟାରେ ଆଖି ବୁଜା ଗୁଳି ଚଳାଇଛନ୍ତି ଦୁଇ ଆତଙ୍କବାଦୀ। ଏହି ଆକ୍ରମଣରେ ଜମ୍ମୁ-କଶ୍ମୀର ସଶସ୍ତ୍ର ପୋଲିସର ୩ ଯବାନ ଶହୀଦ ହୋଇଥିବା ବେଳେ ୧୪ ଜଣ ଗୁରୁତର…
Archives


