ଚିନ୍ତା ବଢାଉଛି କେରଳ, ମିଜୋରାମ
ଥିରୁବନନ୍ତପୁରମ୍,୪।୨: ଦେଶର ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ସହ ୩୪ଟି ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ କମୁଥିବା ବେଳେ କେରଳ ଓ ମିଜୋରାମରେ ନୂଆ ମାମଲା ବଢ଼ିବାରେ ଲାଗିଛି। କେରଳରେ ସକ୍ରିୟ ମାମଲା ସଂଖ୍ୟା ୫୦ହଜାରରୁ ଅଧିକ ରହିଛି।…
ଆକ୍ରମଣ ପରେ ଓଓ୍ବାଇସିଙ୍କ ସୁରକ୍ଷା ବଢିଲା
ନୂଆଦିଲ୍ଲୀ,୪।୨: ହାଇଦ୍ରାବାଦ ଏମ୍ପି ତଥା ଏଆଇଏମଆଇଏ ସୁପ୍ରିମୋ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରକୁ ଆକ୍ରମଣ ପ୍ରରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ଜେଡ୍ ବର୍ଗର ସୁରକ୍ଷା ଦିଆଯାଇଥିବା ସୂଚନା ମିଳିଛି। ଗୁରୁବାର ସେ ଉତ୍ତର ପ୍ରଦେଶରୁ ନିର୍ବାାଚନ ରାଲି ସାରି…
ପିଏମ୍ଏଓ୍ବାଇରେ ୬ ଲକ୍ଷ ପରିବାରକୁ ସାମିଲ କରିବାକୁ ବିଜେଡିର ଦାବି
ନୂଆଦିଲ୍ଲୀ,୪।୨: ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ) ପୋର୍ଟାଲ ଖୋଲିବା ସହ ରାଜ୍ୟର ୬ ଲକ୍ଷ ଯୋଗ୍ୟ ପରିବାରକୁ ଏଥିରେ ସାମିଲ କରିବା ଲାଗି ରାଜ୍ୟ ସଭାରେ ବିଜେଡି ପକ୍ଷରୁ ଦାବି କରାଯାଇଛି। ଶୂନ୍ୟ କାଳରେ ବିଜେଡି ଏମ୍ପି ସସ୍ମିତ…
ନିଟ୍ ପିଜି ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୪।୨: ନିଟ୍ ପିଜି ପରୀକ୍ଷାକୁ ନେଇ ସରକାର ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍ ପିଜି ୨୦୨୨ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ ୬ରୁ ୮ ସପ୍ତାହ ସ୍ଥଗିତ ରଖାଯାଇଛି। ଖୁବ୍ଶୀଘ୍ର…
ରାଜଧାନୀରେ ଉଠିପାରେ କୋଭିଡ୍ କଟକଣା
ନୂଆଦିଲ୍ଳୀ,୪।୨: ରାଜଧାନୀରେ କୋଭିଡ୍ ସ୍ଥିତି ଧିରେ ଧିରେ କମୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାତ୍ରି କର୍ଫ୍ୟୁ ଏବଂ ସ୍କୁଲ ଖୋଲିବା ନେଇ ଶୁକ୍ରବାର ଏକ ବୈଠକ ବସିବ। କୋଭିଡ୍ କଟକଣା ଉଠାଯିବ କି ତାହା ଆହୁରି କଡାକଡି କରାଯିବ ସେ…
ଲିଭୁନି ଜୁଇ,ବଢିଚାଲିଛି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୪।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୯ ହଜାର ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୦୭୨ଙ୍କ ମୃତ୍ୟୁ ଘଟିଛି।…
ରୋଡ୍ଶୋ ବେଳେ ମୁହାଁମୁହିଁ ହେଲେ ଅଖିଳେଶ-ପ୍ରିୟଙ୍କା
ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍ଶୋ ବେଳେ ପରସ୍ପରକୁ ଭେଟିଥିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପ୍ରିୟଙ୍କା ତାଙ୍କର ଖୋଲା ଗାଡ଼ିରେ ଯାଉଥିବା ବେଳେ ଅଖିଳେଶ ବସ୍ରେ ବୁଲନ୍ଦଶହରରେ ପ୍ରଚାର କରୁଥିବା ବେଳେ…
ପଶ୍ଚିମବଙ୍ଗରେ ଖୋଲିବ ‘ପାରା ଶିକ୍ଷାଳୟ’
କୋଲକାତା,୪ ।୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଏବେ ମୁକ୍ତାକାଶ ବିଦ୍ୟାଳୟ କାର୍ଯ୍ୟକ୍ରମ ପାରା ଶିକ୍ଷାଳୟ(ନେବରହୁଡ ସ୍କୁଲ) ଖୋଲିବାକୁ ସ୍ଥିର କରାଯାଇଛି । ପ୍ରାଇମେରୀ ଓ ପ୍ରି-ପାଇମେରୀ ପିଲାଙ୍କ ପାଇଁ ଏହା ଫେବୃୟାରୀ ୭ରୁ ଖୋଲାଯିବ । ଦକ୍ଷିଣ ୨୪…
ୟୁପିର ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି, ୨ଜଣଙ୍କ ପାଖରେ କିଛି ନାହିଁ
ନୋଏଡା,୪।୨: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ସବୁଠୁ ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି ଟଙ୍କାର ସମ୍ପତି ରହିଛି। ଅନ୍ୟପକ୍ଷରେ ଦୁଇ ଜଣଙ୍କ ପାଖରେ କିଛି ସମ୍ପତି ନ ଥିବା ଆଡ୍ଭୋକେସି ଗ୍ରୁପ୍ ଏଡିଆର୍ ପକ୍ଷରୁ…
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା ଗିରଫ
ଚଣ୍ଡିଗଡ଼,୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା ଭୁପେନ୍ଦ୍ର ସିଂ ହନିଙ୍କୁ ଅବୈଧ ବାଲି ଖନନ ମାମଲାରେ ଗିରଫ କରିଛି । ଇଡି ଗୁରୁବାର ହନିଙ୍କୁ…
୫ ମହଲା ଉପରୁ ୨ ନାବାଳିକାଙ୍କୁ ଫିଙ୍ଗିଲେ ଯୁବକ, ଆଉ ତା’ପରେ
ପାଟନା,୪।୨: ବିହାରର ରାଜଧାନୀ ପାଟନାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ୨ ନାବାଳିକାଙ୍କୁ ୫ ମହଲାରୁ ଫିଙ୍ଗି ଦେଇଛନ୍ତି। ଏଥିମଧ୍ୟରୁ ଜଣେ ଝିଅଙ୍କର ମୃତ୍ୟୁ ଘଟିଥିବା ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଯୁବକଙ୍କୁ…
ଅସଦୁଦ୍ଦିନଙ୍କ ଗାଡି ଉପରକୁ ଗୁଳିମାଡ ଘଟଣାରେ ୨ ଗିରଫ
ନୂଆଦିଲ୍ଲୀ,୪ ।୨: ଗୁରୁବାର ସନ୍ଧ୍ୟାରେ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇଇସି ଯେତେବେଳେ ଏକ ନିର୍ବାଚନ ପ୍ରଚାର ସାରି ମିରଠରୁ ଦିଲ୍ଲୀ ଫେରୁଥିଲେ ସେତେବେଳେ ତାଙ୍କ ଗାଡି ଉପରକୁ କେହି ଦୁର୍ବୁତ୍ତ ୩-୪ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଖବର ଗୁରୁବାର…
Archives


