Posted inଜାତୀୟ

ହନୁମାନ ଜୟନ୍ତୀ ଆୟୋଜନକାରୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧୯।୪: ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାର ଦୁଇଦିନ ପରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ଆୟୋଜନକାରୀ ଅନୁମତି ନ ନେଇ ଶୋଭାଯାତ୍ରା ବାହାର କରିଥିବାରୁ ଆଇପିସିର ଧାରା ୧୮୮ରେ ମାମଲା ଦାଏର ହୋଇଥିବା ଉତ୍ତରପଶ୍ଚିମାଞ୍ଚଳ ଡିସିପି ଉଷା ରଙ୍ଗ୍‌ନାନି ପ୍ରକାଶ କରିଛନ୍ତି। ଶନିବାର ସକାଳେ ଓ ସନ୍ଧ୍ୟାରେ ଆୟୋଜିତ ଶୋଭାଯାତ୍ରାକୁ ଅନୁମତି ମିଳିଥିଲା। ରାତିରେ ବିନା ଅନୁମତିରେ ବାହାରିଥିବା ଶୋଭାଯାତ୍ରା ବେଳେ ସଂଘର୍ଷ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଇଜାମା-କୁର୍ତ୍ତା, ଚପଲ ପିନ୍ଧି ଅଟୋ ଚଳାଇବାରୁ କଟିଲା ୧୬ଶହ ଟଙ୍କାର ଚାଲାଣ

ଜୟପୁର,୨୪।୯: ରାଜସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇନାହିଁ। କିନ୍ତୁ ପୁରୁଣା ମୋଟରଯାନ ନିୟମ ଅନୁସାରେ ନିଆଯାଉଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ...

ଭାରତ-ଶ୍ରୀଲଙ୍କା ସୌରଶକ୍ତି ଚୁକ୍ତି: ସ୍ଥାପିତ ହେବ ୧୩୫ ମେଗାଓ୍ବାଟ ସୋଲାର ପ୍ଲାଣ୍ଟ…

ନୂଆଦିଲ୍ଲୀ,୩୦।୩ : ଦ୍ୱିପାକ୍ଷିକ ଅର୍ଥନୈତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୌୀଶକ୍ତି ଚୁକ୍ତି ହୋଇଛି। ଏହା ଅନ୍ତର୍ଗତ ଶ୍ରୀଲଙ୍କର ଉପକୂଳବର୍ତ୍ତୀ...

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚିରାଗ: କହିଲେ ଦଳ ମା’ ପରି…

ପାଟନା,୧୫।୬: କରୋନା ସଂକ୍ରମଣ ପରେ ଏବେ ବିହାର ରାଜନୀତି ପୁରା ସରଗରମ ରହିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହାପରେ...

ଆଉ ଯିବାକୁ ପଡ଼ିବନି ଆର୍‌ଟିଓ

ନୂଆଦିଲ୍ଲୀ, ୫।୩:ଲର୍ନର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡ଼ି ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସେବା ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଦୌଡ଼ିବାକୁ ପଡ଼ିବ...

ମୂଷା ଲାଗି ୨ ଡାକ୍ତର ନିଲମ୍ବିତ

ହାଇଦ୍ରାବାଦ,୧।୪: ମୂଷା ପାଇଁ ଦୁଇ ଡାକ୍ତର ନିଲମ୍ବିତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାର ଏକ ପ୍ରତିଷ୍ଠିତ ହସ୍ପିଟାଲରୁ। ମିଳିଥିବା ସୂଚନା ମୁତାବକ, ହସ୍ପିଟାଲର...

କରୋନାରେ ଟିଏମ୍‌ସି ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ

କୋଲକାତା,୨୪।୬: କରୋନା ସଂକ୍ରମଣରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି।...

ଏମ୍‌ଟିଏନ୍‌ଏଲ୍‌ ବିଲ୍ଡିଂରେ ନିଆଁ

ମୁମ୍ବାଇ,୨୩ା୭(ଆଇଏଏନ୍‌ଏସ୍‌): ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏମ୍‌ଟିଏନ୍‌ଏଲ୍‌ ବିଲ୍ଡିଂରେ ସୋମବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଉକ୍ତ ବିଲ୍ଡିଂରେ ଫସିଥିବା ୮୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଅପରାହ୍ନ ୩ଟା...

କେ. ପରାଶରନ୍‌ ହେବେ ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬ା୨: ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ୍‌ (୯୨) ରାମ ମନ୍ଦିର ନିର୍ମାଣ...

Advertisement
Archives

Model This Week