ଉତ୍ତରାଖଣ୍ଡ ନିର୍ବାଚନ: ମୋଦିଙ୍କ ପ୍ରଥମ ଭର୍ଚୁଆଲ ରାଲି ସ୍ଥଗିତ
ନୂଆଦିଲ୍ଲୀ,୪ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଖେଇ ଅସିଲାଣି । ତେବେ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରଚାର ଆରମ୍ଭ କରିଥାଆନ୍ତେ । ହେଲେ ଖରାପ ପାଗ ଯୋଗୁ ଏହା ସ୍ଥଗିତ…
ଭୁଶୁଡିଲା ନିର୍ମାଣାଧୀନ କୋଠା: ଚାଲିଗଲା ୭ ଜୀବନ
ପୁଣେ,୪।୨: ମହାରାଷ୍ଟ୍ରର ପୁଣେର ୟେରୱାଡା ଶାସ୍ତ୍ରୀ ନାଗର ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ପୁଣେ ଫାୟାର ବ୍ରିଗେଡ କହିଛି ଯେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ…
‘ଗୋମୂତ୍ର ପିଅନ୍ତୁ ଭାଜପା ଏମ୍ପି’
ନୂଆଦିଲ୍ଲୀ,୪ା୨:ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ମହୁଆ ମୋଇତ୍ର ଗୁରୁବାର ପାର୍ଲାମେଣ୍ଟର ଭାଜପା ସଦସ୍ୟମାନଙ୍କୁ ଗୋମୂତ୍ର ପିଇବାକୁ ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ମହୁଆ ଟୁଇଟ୍ କରିଥିଲେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ…
ଅମିତ ଶାହଙ୍କ ଉପସ୍ଥିତିରେ ଗୋରଖପୁରରୁ ପ୍ରାର୍ଥିପତ୍ର ଦାଖଲ କରିବେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୪ ।୨: ଉତ୍ତର ପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଗୋରଖପୁର ବିଧାନସଭା ଆସନ ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ…
ଓ୍ବାଇସିଙ୍କ ଗାଡ଼ି ଉପରେ ଗୁଳି ମାଡ଼
ନୂଆଦିଲ୍ଲୀ,୩।୨: ଉତ୍ତରପ୍ରଦେଶରୁ ଦିଲ୍ଲୀ ଫେରୁଥିବା ବେଳେ କାର ଉପରେ ଗୁଳି ମାଡ଼ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଏଆଇଏମ୍ଆଇଏମ୍ ନେତା ଅସାଦୁଦ୍ଦିନ ଓ୍ବାଇସି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ତାଙ୍କ କାର ଟାୟାର ପଙ୍କଚର ହୋଇଯାଇଛି। “ଆମେ ସବୁ…
ବିଧାୟକ, ଏମ୍ପିଙ୍କ ବିରୋଧରେ ୫ ହଜାର ମାମଲା ଶୁଣାଣି ଅପେକ୍ଷାରେ
ନୂଆଦିଲ୍ଲୀ,୩।୨: ଦେଶର ପାର୍ଲାମେଣ୍ଟ ସଦସ୍ୟ (ଏମ୍ପି) ଏବଂ ବିଧାୟକମାନଙ୍କ ବିରୋଧରେ ମୋଟ ୪,୯୮୪ ମାମଲା ବିଚାରାଧୀନ ରହିଛି। ସେଥିରୁ ୧,୮୯୯ ମାମଲା ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା କୋର୍ଟରେ ପଡ଼ିରହିଥିବା ସୁପ୍ରିମକୋର୍ଟଙ୍କୁ କୁହାଯାଇଛି। ଆମିକସ୍ କ୍ୟୁରି ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ…
ପ୍ରଚାର ବେଳେ କାନ୍ଦି କାନ୍ଦି ପ୍ରାର୍ଥୀ କହିଲେ ‘ଏଥର ପରାଜୟ ସହି ପାରିବି ନାହିଁ’
ନୂଆଦିଲ୍ଲୀ,୩।୨: ଏଥର ପରାଜୟ ସହି ପାରିବି ନାହିଁ। ଲୁହ ଭରା ଆଖିରେ ହାତ ଯୋଡ଼ି ଜଣେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭୋଟରଙ୍କ ଆଗରେ ଆକୁଳ ନିବେଦନ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ସୁନୀଲ ଚୌଧାରୀଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି…
‘ପୁଷ୍ପା’ ଷ୍ଟାଇଲରେ ଲାଲ ଚନ୍ଦନ କାଠ ଚୋରୀ
ନୂଆଦିଲ୍ଲୀ,୩ ।୨: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ର ଏବେ ସବୁଠି ଚର୍ଚ୍ଚା । ଲୋକେ ଏହାର ଗୀତ ଓ ଡାଏଲଗକୁ ମନେ ମନେ ଗୁଣି ହେଉଛନ୍ତି । ତେବେ ଏହି ପୁଷ୍ପା ଷ୍ଟାଇଲରେ ଏବେ ଜଣେ ବ୍ୟକ୍ତି…
ଅଲିମ୍ପିକ୍ସ ଟର୍ଚ୍ଚ ରାଲିରେ ଗଲଓ୍ବାନ ସୈନ୍ୟ ସାମିଲ ହେବାରୁ ବଡ଼ ନିଷ୍ପତ୍ତି ନେଲା ଭାରତ
ନୂଆଦିଲ୍ଲୀ,୩।୨: ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ସହ ଲଢ଼େଇ କରିଥିବା ଜଣେ ଚାଇନିଜ ସୈନିକଙ୍କୁ ଓ୍ବିଣ୍ଟର ଅଲିମ୍ପିକ୍ସ ଭଳି କ୍ରୀଡ଼ା ମହାକୁମ୍ବର ଟର୍ଚ୍ଚ ଧରିବା ଭଳି ଗୁରୁଦାୟିତ୍ୱ ଦିଆଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଆୟୋଜକ ବେଜିଂକୁ…
ବୁନ୍ଦେଲଖଣ୍ଡରୁ ଟିକେଟ ପାଇଲେ ବୀରାପାନଙ୍କ ପୁଅ
ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଜଙ୍ଗଲ ଦସ୍ୟୁ ବୀରାପାନଙ୍କ ନାଁ ପୁଣି ଚର୍ଚ୍ଚାକୁ ଆସିଛି। ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ବୀରାପାନ ନିଜ ପ୍ରଭାବ ବିସ୍ତାର କରି ଚନ୍ଦନ କାଠ ଚୋରି କରୁଥିଲେ। ଶେଷରେ ପୋଲିସ ବୀରାପାନଙ୍କୁ ଏନ୍କାଉଣ୍ଟର କରିଥିଲା। ଏନ୍କାଉଣ୍ଟରକୁ ୧୪…
ଛାତ୍ରୀଙ୍କୁ କଲେଜ ଗେଟ୍ରେ ଅଟକାଇଲେ
ବେଙ୍ଗାଲୁରୁ,୩।୨: କର୍ନାଟକ ଏକ କଲେଜରେ ହିଜାବ ପିନ୍ଧି ଆସୁଥିବା ଛାତ୍ରୀଙ୍କୁ କ୍ଲାସରୁମ୍ରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ରାଜ୍ୟର ଏଭଳି ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କର୍ନାଟକର…
ସ୍କୁଲ୍ ଖୋଲିବା ନେଇ ଜାରି ହେଲା ନୂଆ ଏସ୍ଓପି
ନୂଆଦିଲ୍ଲୀ,୩।୧:କେନ୍ଦ୍ର ସରକାର ସ୍କୁଲ୍ ଖୋଲିବା ନେଇ ଗୁରୁବାର ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ସ୍କୁଲ୍ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା ନାହିଁ। ସେ ନିଷ୍ପତ୍ତି ରାଜ୍ୟ ନେବ। ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶଦ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛିି।…
Archives


