ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୨୮୯ କୋଟିପତି ଲଢ଼ିବେ ନିର୍ବାଚନ…
ଲକ୍ଷ୍ନୌ, ୫।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୮୯ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଦାଖଲ ହୋଇ ଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି। ଫେବୃୟାରୀ ୧୦ରେ ରାଜ୍ୟର ୧୧ ଜିଲାରେ ୫୮ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି…
ଉତ୍ତରପ୍ରଦେଶରେ ପ୍ରଚାର କରିବେ ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ,୫।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୩ୟ ପର୍ଯ୍ୟାୟ ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାମ ନାହିଁ। ତେବେ ପଞ୍ଜାବର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଥିବା…
କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୫।୨: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୧, ୨୭, ୯୫୨ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦୫୯ ଜଣଙ୍କ…
ମହାମାରୀରେ ବିଦେଶରୁ ଫେରିଛନ୍ତି ୭ ଲକ୍ଷ ଶ୍ରମିକ
ନୂଆଦିଲ୍ଲୀ,୫।୨: କୋଭିଡ୍ ମହାମାରୀ ଆରମ୍ଭ ହେବା ପରେ ବନ୍ଦେ ଭାରତ ମିଶନରେ ୬ ଉପସାଗରୀୟ ରାଷ୍ଟ୍ରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଶ୍ରମିକ ଫେରିଛନ୍ତି। ଏଥିସହିତ ମହାମାରୀ ଯୋଗୁ ବେରୋଜଗାର ହୋଇଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇଦେବା ଲାଗି…
ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାର ମୋଷ୍ଟ ଓ୍ବାଣ୍ଟେଡ୍ ଗିରଫ
ମୁମ୍ବାଇ,୫।୨: ୧୯୯୩ ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାର ଅଭିଯୁକ୍ତ ତଥା ଭାରତର ଅନ୍ୟମତ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକରଙ୍କୁ ୟୁଏଇରେ ଗିରଫ କରାଯାଇଛି। ଦୀର୍ଘ ୨୯ ବର୍ଷର ତଲାସି ପରେ ଅଣ୍ଡର ଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ଘନିଷ୍ଠ ସହଯୋଗୀ…
ଦିଲ୍ଲୀରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ,୫।୨: ଜମ୍ମୁ-କଶ୍ମୀରରେ ସମେତ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଏହା ପ୍ରାୟ ୨୦ ସେକେଣ୍ଡ ଧରି ଏହା ଅନୁଭୂତ ହୋଇଛି। କଶ୍ମୀରର କିଛି ଘରେ ଝଟକା ଯୋଗୁ ଫାଟ ଚିହ୍ନ ସୃଷ୍ଟି…
ନିମିଷକରେ ଉଜୁଡିଗଲା ବାହାଘର ଖୁସି: ସଡ଼କ ଦୁର୍ଘଟଣାରେ କନ୍ୟା ପିତାଙ୍କ ସମେତ ୫ ମୃତ
ରାମପୁର,୫ ।୨: ଉତ୍ତର ପ୍ରଦେଶର ଟାଂଡା ଥାନା ଅଞ୍ଚଳର ସିକମପୁର ଗାଁ ନିକଟରେ ଏକ ମାରୁତି ଇକୋ କାର୍ ସ୍ପିଡ ବ୍ରେକରରେ ନିୟନ୍ତ୍ରଣ ହରାଇ ଓଲଟି ପଡିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉକ୍ତ କାରରେ ୬ ଜଣ…
ରାହୁଲ ଗାନ୍ଧୀ ଜଣେ ଟୁରିଷ୍ଟ ପଲିଟିସିଆନ୍: ଭାଜପା ନେତା
ପଣଜୀ,୫ ।୨: ଗୋଆ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ମଇଦାନରେ ସବୁ ରାଜନୈତିକ ଦଳ । କଳେ କଳେକୌଶଳେ ଏମାନେ ଭୋଟରଙ୍କୁ ନିଜ ଆଡକୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ…
ଜମ୍ମୁ-କଶ୍ମୀର ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୫ ।୨: ଶ୍ରୀନଗର ସହରର ଜକୁରା ଅଞ୍ଚଳରେ ଶନିବାର ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ଆତଙ୍କବାଦୀ ଲସ୍କର-ଇ-ତୋଏବା ଓ ଟିଆରଏଫର ସଦସ୍ୟ ବୋଲି…
ଚନ୍ନି ମୁଖ୍ୟମନ୍ତ୍ରୀ ହେଲେ ସିଦ୍ଧୁ ନେଇପାରନ୍ତି ବଡ ପଦକ୍ଷେପ
ଚଣ୍ଡିଗଡ଼,୫ ।୨: ପଞ୍ଜାବର ଶାସକ କଂଗ୍ରେସ ଦଳ ମଧ୍ୟରେ ଲାଗି ରହିଥିବା ଅନ୍ତଃ କଳହ ତୁଟିବାର ନାଁ ନେଉନି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଦଳରେ ତୁତୁ ମେମେ ଲାଗି ରହିଛି । ଏବେ ନବଜୋତ ସିଂ…
କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ତୁରନ୍ତ କର
ନୂଆଦିଲ୍ଲୀ,୫।୨ କୋଭିଡ୍ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ନୋଡାଲ ଅଫିସର ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ଶୀଘ୍ର କରାଇବାରେ ନୋଡାଲ ଅଫିସରମାନେ…
ହେଲିକପ୍ଟର ଦାନ କଲେ
ଅହମଦାବାଦ,୫।୨: ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ହରିକୃଷ୍ଣ ହୀରା କମ୍ପାନୀର ମାଲିକ ସାବଜି ଢୋଲକିଆ ୫୦ କୋଟି ଟଙ୍କାର ଏକ ନୂଆ ହେଲିକପ୍ଟର ସାମାଜିକ କାର୍ଯ୍ୟ ପାଇଁ ସୁରଟବାସୀଙ୍କୁ ଦାନ କରିଛନ୍ତି। ଢୋଲକିଆଙ୍କୁ ମେଡିକାଲ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ…
Archives


