ପ୍ରିୟଙ୍କାଙ୍କ ଭାରତ ବାହୁଡ଼ାକୁ ନେଇ ଚର୍ଚ୍ଚା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଜୋନାସଙ୍କ ଭାରତ ଫେରିବାକୁ ନେଇ ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ବର୍ଷ ପରେ ପ୍ରିୟଙ୍କା ଭାରତ ଫେରିଛନ୍ତି। ଏ ନେଇ ସେ ଉତ୍ସାହିତ ଥିବା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ।…
ହଜାରେରୁ ଅଧିକ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଦାବି କଲା ୟୁକ୍ରେନ୍…
ମସ୍କୋ/କ୍ୱିଭ୍,୨।୧୧ : ୟୁକ୍ରେନ ଦାବି କରିଛି ଯେ ଖେରସନରେ ହଜାରେରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛି। ଏଥି ସହିତ ରୁଷିଆ ଦାବି କରିଛି ଯେ ଗତ ସପ୍ତାହରେ ୟୁକ୍ରେନର ୨୫୦୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନର ଜାତୀୟ ପୋଲିସ…
ମାଙ୍କଡ଼ ପାଇଁ ଚିନ୍ତାରେ ମଦ ଦୋକାନୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଇ ବରେଲିରେ ଗୋଟିଲ ମାଙ୍କଡ଼ ସ୍ଥାନୀୟ ମଦ ଦୋକନୀଙ୍କ ଚିନ୍ତା ପାଲଟିଯାଇଛି, ଯାହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ବନ ବଭାଗରେ ଅଭିଯୋଗ ହୋଇଥିଲେ ହେଁ ମଦୁଆ ମାଙ୍କଡ଼କୁ ଧରିବାରେ ବିଭାଗ ଅସଫଳ…
ଆୟକର ରିଟର୍ନରେ ଆସିବ ଗୋଟିଏ ଫର୍ମ
ନୂଆଦିଲ୍ଲୀ,୨ା୧୧: ଆୟକର ରିଟର୍ନ ଫାଇଲ କରିବା ପ୍ରକ୍ରିୟାକୁ ଆହୁରି ଅଧିକ ସରଳ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧୀନ ଆୟକର ବିଭାଗ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଦିଆଯାଇଛି। ବିଶେଷକରି ଆୟକର ରିଟର୍ନ ଫାଇଲ କରିବାକୁ ଭିନ୍ନ ଭିନ୍ନ…
ଶ୍ରୀଦୁର୍ଗା ପକ୍ଷରୁ ମେଗା ଲକି ଡ୍ର ବିଜେତାଙ୍କ ନାମ ଘୋଷଣା
ନୂଆଦିଲ୍ଲୀ,୨ା୧୧: ରାଜ୍ୟର ପ୍ରମୁଖ ତଥା ବ୍ରହ୍ମପୁରର ସର୍ବବୃହତ୍ ଶାଢ଼ି ଏବଂ ଗାର୍ମେଣ୍ଟସ୍ ପ୍ରତିଷ୍ଠାନ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ମେଗା ଲକି ଡ୍ର’ର ବିଜେତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରହ୍ମପୁରସ୍ଥିତ ସ୍ଥାନୀୟ ଶୁଭମ୍ ସେଲିବ୍ରେସନ୍ସଠାରେ ଷ୍ଟୋର ପକ୍ଷରୁ ଆୟୋଜିତ ଏକ…
ତାଇଓ୍ବାନ ଉପରେ ସାଇବର ଆକ୍ରମଣ କରିବାକୁ ଚାଇନାର ଷଡ଼ଯନ୍ତ୍ର…
ବେଜିଂ,୨।୧୧ : ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇୱାନକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ସେକହିଛନ୍ତି ଯେ ଚାଇନା ସେନା ତାଇୱାନ ଉପରେ ଯେ କୌଣସି ସମୟରେ ସାଇବର ଆକ୍ରମଣ କରିପାରେ ବୋଲି ସେ କହିଛନ୍ତି। ସାଇବର ଆଣ୍ଡ ଟେକ୍ନୋଲୋଜି ଇନୋଭେଶନ…
ଉଜ୍ଜୀବନ ଏସଏଫ୍ବିର ନୂଆ ଶାଖା
କଟକ,୨ା୧୧: ଉଜ୍ଜୀବନ ସ୍କୁଲ ଫାଇନାନ୍ସ ବ୍ୟାଙ୍କ(ଉଜ୍ଜୀବନ ଏସଏଫବି)ର ନୂତନ ଶାଖା ମଙ୍ଗଳବାର ସ୍ଥାନୀୟ ବକ୍ସିବଜାରଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି କଟକରେ ବ୍ୟାଙ୍କର ଏହାକୁ ମିଶାଇ ୩ୟ ଶାଖା ଖୋଲିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଓଡ଼ିଶାରେ ବ୍ୟାଙ୍କର ଏହା ୨୦ତମ…
ଆଜିଓରେ ନୂତନ ବ୍ରାଣ୍ଡ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୨ା୧୧: ରିଲାଏନ୍ସ ରିଟେଲ୍ର ଇ-କମର୍ସ ପ୍ଲାଟଫର୍ମ ‘ଆଜିଓ ବିଜ୍ନେସ’ ପକ୍ଷରୁ ଏକ ନୂତନ ବ୍ରାଣ୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଆଥଲେସିଓର ବ୍ରାଣ୍ଡ୍ ଆକ୍ସଲରେଟ କମ୍ପାନୀର ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଏପରିକି ଉକ୍ତ ବ୍ରାଣ୍ଡ୍…
ଅକ୍ଟୋବରରେ ୧.୫୧ ଲକ୍ଷ କୋଟିର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨ା୧୧: ଚଳିତ ବର୍ଷ ଅକ୍ଟୋବରରେ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଥିବା ଜଣାପଡ଼ିଛି। ଏପରିକି ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।…
ବିଜେଡି ନାଁରେ ଟଙ୍କା ବଣ୍ଟା ଅଭିଯୋଗ ଆଣିଲେ ବିରୋଧୀ
ଭୁବନେଶ୍ବର,୨ା୧୧(ବ୍ୟୁରୋ): ରାଜନୀତି ପାଣି ଗୋଳିଆ କରିବାର ୨୨ ବର୍ଷର ଅଭିଜ୍ଞତା ବିଜେଡି ପାଖରେ ଅଛି। ଅତୀତରେ ହୋଇଥିବା ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି ଶାସକ ଦଳ ବୁଥ୍ ରିଗିଂ, ଭୋଟ ବାକ୍ସ ବୋହିନେବା, ଜୋର ଜବରଦସ୍ତ ବାଲଟ ପେପର…
ସରିଲା ପ୍ରଚାର: ଦ୍ୱନ୍ଦ୍ୱରେ ପ୍ରାର୍ଥୀ
ଧାମନଗର,୨ା୧୧(ଡି.ଏନ.ଏ.): ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି। ମଇଦାନରେ ୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ହେଁ ମୁଖ୍ୟତଃ ଧାମନଗର ମଙ୍ଗ ଧରିବା ପାଇଁ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଚାଲିଛି। କିନ୍ତୁ ବିଜେଡି ଟିକେଟରୁ ବଞ୍ଚିତ…
ଦକ୍ଷିଣ କୋରିଆ ନିକଟରେ କ୍ଷେପଣାସ୍ତ୍ର ପକାଇଲେ କିମ୍…
ପ୍ୟୋଙ୍ଗୟାଙ୍ଗ/ସିଓଲ,୨।୧୧: ଉତ୍ତର କୋରିଆ ପୁଣି ଦକ୍ଷିଣ କୋରିଆ ଆଡକୁ ବୁଧବାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ପଡୋଶୀ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇନ ସୁକ ୟୋଲ ଜାତୀୟ ସୁରକ୍ଷା ପରିଷଦର…
Archives


