ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ପୁଣି ବଢ଼ିଲା
ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି। ଆଉ ମାସେ ଅର୍ଥାତ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଗାଡ଼ି ନମ୍ବର ପ୍ଲେଟର ଶେଷ ଅଙ୍କ ୧,୨,୩,୪ ଥିଲେ ଶେଷ…
ଆତଙ୍କବାଦ ମାନବିକତା ପାଇଁ ସବୁଠାରୁ ବଡ ବିପଦ, ଏସିଆ-ଆଫ୍ରିକାରେ ବୃଦ୍ଧି ପାଉଛି…
ଜେନେଭା,୨୯।୧୦ : ଆତଙ୍କବାଦକୁ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପରିଣତ କରିଥିବା ଦେଶମାନଙ୍କୁ ଚେତାବନୀ ଦେବା ପାଇଁ ଜାତିସଂଘର ଆତଙ୍କବାଦ ବିରୋଧୀ ପ୍ରତିବନ୍ଧକ ବ୍ୟବସ୍ଥା ପ୍ରଭାବଶାଳୀ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ସ୍ପଷ୍ଟ ଭାବେ କହିଛନ୍ତି। ପାକିସ୍ତାନର ନାମ ନନେଇ…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ଚାଲିଗଲା ଯୁବକଙ୍କ ଜୀବନ
ଖଲ୍ଲିକୋଟ,୨୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅରବିନ୍ଦ ନଗରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଅରବିନ୍ଦ ନଗରରେ ରହୁଥିବା ଜଣେ ଯୁବକ ଆଜି ସକାଳେ ବାଣ ଭିଡ଼ିବା ସମୟରେ ଅସାବଧାନତା ଯୋଗୁ ବାଣ ବିସ୍ଫୋରଣ ଘଟି ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ…
ଟିଭି ପରେ ଏବେ ସୋସିଆଲ ମିଡ଼ିଆ ଉପରେ ଲଗାମ ଲଗାଇବାକୁ ଯାଉଛନ୍ତି ସରକାର: ସିବଲଙ୍କ ଅଭିଯୋଗ…
ନୂଆଦିଲ୍ଲୀ,୨୯।୧୦ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ଆଇଟି ନିୟମରେ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସରକାର ପ୍ରଥମେ ଟିଭି ନେଟୱାର୍କକୁ ନିଜ ନିୟନ୍ତ୍ରଣକୁ କରିବା ପରେ…
ଆଦିବାସୀଙ୍କ ସହିତ ନାଚିଲେ ରାହୁଲ…
ଭଦ୍ରାଚଳମ,୨୯।୧୦ : କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶନିବାର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେଲେଙ୍ଗାନାର ଭଦ୍ରାଚଳମରେ ଆଦିବାସୀ ସମ୍ପ୍ରଦାୟଙ୍କ ସେ ନାଚିଛନ୍ତି। ଏଥିସହ ସେ ଏକ ଭିଡିଓ ଶେୟାର କରି ଟୁଇଟ କରିଛନ୍ତି ଯେଉଁଥିରେ ସେ ଆଦିବାସୀ…
ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…
ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ ଲଢ଼େଇ ଜାରି ରହିଛି। ନ୍ୟୁଜିଲାଣ୍ଡର ଦୁଇଟି ମ୍ୟାଚରୁ ତିନୋଟି ପଏଣ୍ଟ ରହିଛି ଏବଂ ଦଳ…
ଖବରଦାତାଙ୍କ ଦୀପାବଳି ଉପହାର ମିଠା ଡବାରେ ନଗଦ ଟଙ୍କା, ଭାଜପାକୁ ଘେରିଲା କଂଗ୍ରେସ…
ବେଙ୍ଗାଲୁରୁ,୨୯।୧୦ : କର୍ନାଟକରେ ଶାସକ ଭାଜପା ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ଦ୍ୱାରା ଦୀପାବଳିରେ କିଛି ଖବରଦାତାଙ୍କୁ ମିଠା ଡବାରେ ଏକ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ଶନିବାର ଏହାକୁ…
ବର୍ତ୍ତମାନ ପର୍ଯ୍ୟନ୍ତ ବାୟୋ ବଦଳାଇନାହାନ୍ତି ଟୁଇଟରର ପୂର୍ବତନ ସିଇଓ
ଓ୍ବାଶିଂଟନ,୨୯ା୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜେ କିପରି ବିଗ୍ ବସ୍ ହୋଇଛନ୍ତି ତାହାର ଏକ ଉଦାହରଣ ଦେଇଛନ୍ତି। ଦୁଇ ହାତରେ ସିଙ୍କ୍ ଧରି ଟୁଇଟର ମୁଖ୍ୟାଳୟରେ ପହଞ୍ଚିଥିବା ଏଲନ ସୂଚାଇ ଦେଇଛନ୍ତି ଯେ, ସେ କେତେ କ୍ୟାରିୟର…
ଗୋଟିଏ ବର୍ଷରେ ୪୭୮ ବିମାନର ଜରୁରୀ ଅବତରଣ, ଏୟାର ଇଣ୍ଡିଆ ସର୍ବାଧିକ ୧୮୪ ବିମାନରେ ତ୍ରୁଟି…
ନୂଆଦିଲ୍ଲୀ,୨୯।୧୦: ଏବେ ବିମାନ ଯାତ୍ରା ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଲଗାତାର ବିମାନଗୁଡ଼ିକର ଜରୁରୀକାଳୀନ ଅବତରଣ ବିମାନ ଯାତ୍ରାର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିବାରେ ଲାଗିଛି। ଉଡ଼ାଣ ସମୟରେ ତ୍ରୁଟି ଏକ ଚନ୍ତାର ବିଷୟ ପାଲଟିଛି।…
ବାଘ-ଭାଲୁ ମୁହାଁମୁହିଁ, ଭିଡିଓ ଦେଖିଲେ…
ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଜଙ୍ଗଲରେ ପଶୁମାନଙ୍କର ଅନନ୍ୟ ଶୈଳୀ ତଥା ମଜା, ମସ୍ତି, ରାଗ ଦେଖିବାକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ଇନ୍ଷ୍ଟାଗ୍ରାମ୍ ଓ୍ବାଇଲ୍ଡ ଲାଇଫ୍ ଷ୍ଟୋରୀରେ ଶେୟାର ହୋଇଥିବା ଏକ ଭିଡିଓରେ…
ସକ୍ରିୟ ମାମଲା ୧୯ ହଜାର ତଳେ, ଦୈନିକ ସଂକ୍ରମଣ ୧୬ ଶହରୁ କମ୍…
ନୂଆଦିଲ୍ଲୀ, ୨୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୯ ହଜାର ତଳେ ରହିଛି। ଗତ ୨୪…
ନଭେମ୍ବର ୧, ୨ରେ ଘୋଷଣା ହୋଇପାରେ ଗୁଜରାଟ ନିର୍ବାଚନ ତାରିଖ
ଅହମ୍ମଦାବାଦ,୨୯।୧୦: ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖକୁ ନେଇ ବିରୋଧୀ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ହିମାଚଳ ପ୍ରଦେଶର ତାରିଖ ଘୋଷଣା ହେବା ପରେ ବିଭିନ୍ନ ଆରୋପ ପ୍ରତ୍ୟାରୋପ ହୋଇଆସୁଥିଲା। ଇତିମଧ୍ୟରେ ଗୁଜୁରାଟ ବିଧାନସଭା ନିର୍ବାଚନ…
Archives


