ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ
ମୋର୍ବି,୨ା୧୧: ଗୁଜରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉକ୍ତ ଅଘଟଣରୁ ଶିକ୍ଷାଲାଭ କରି ତାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ଏକ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି। ନିର୍ବାଚନମୁହଁା…
ମୋର ସବୁକିଛି ଚାଲିଗଲା
ଅହମ୍ମଦାବାଦ,୨ା୧୧: ରବିବାର ଛୁଟି ଥିବାରୁ ସ୍ବାମୀଙ୍କ ସହ ୯ ବର୍ଷୀୟା ଝିଅ ଓ ୭ ବର୍ଷର ପୁଅ ସହ ଝୁଲାପୋଲକୁ ବୁଲି ଯାଇଥିଲୁ। ସେମାନେ ବ୍ରିଜ୍ ଉପରକୁ ଯାଇଥିଲେ। ଗର୍ଭବତୀ ଥିବାରୁ ମୁଁ ପୋଲକୁ ନ ଚଢ଼ି ମାଛୁ ନଦୀ କୂଳରେ…
ଆଜି ବାଂଲାଦେଶକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଆଡିଲେଡ,୨।୧୧: ଟି-୨୦ ବିଶ୍ୱକପ ସୁପର ୧୨ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ଭାରତୀୟ କ୍ରିକେଟ ଦଳ ଆଜି ବାଂଲାଦେଶକୁ ଭେଟିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଆଡିଲେଡରେ ଖେଳାଯିବ। ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚରେ ବିଜୟ…
ଏନଆରଆଇ-ପ୍ରବାସୀ ଶ୍ରମିକଙ୍କୁ ମତଦାନ ଅଧିକାର ପାଇଁ ହେବ ଆଇନ: କେନ୍ଦ୍ରର ପ୍ରତିଶ୍ରୁତି ପରେ ଶୁଣାଣି ବନ୍ଦ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧।୧୧ : ଭାରତ ବାହାରେ ରହୁଥିବା ଏନଆରଆଇମାନଙ୍କୁ ଭୋଟ ଅଧିକାର ପ୍ରଦାନ ପ୍ରସଙ୍ଗରେ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି। କୋର୍ଟ କହିଛନ୍ତି ଯେ ୨୦୧୩ରେ ଦାଖଲ ହୋଇଥିବା ଏହି ପିଟିଶନରେ ଦିଆଯାଇଥିବା ଦାବି ସହିତ ସରକାର ଏବଂ…
ଡିଭାଇଡର୍ରେ ପିଟି ହେଲା ବାଇକ୍: ଚାଳକଙ୍କ ଜୀବନ ଗଲା
ହିଞ୍ଜିଳିକାଟୁ ,୧।୧୧: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ବ୍ରହ୍ମପୁର-ହିଞ୍ଜିଳିକାଟୂ ଜାତୀୟ ରାଜପଥ ନଂ ୫୭ ଅନ୍ତର୍ଗତ ମକରଝୋଳ ଗ୍ରାମ ରାସ୍ତା ନିକଟ ଡିଭାଇଡରେ ପିଟି ହେବା ଫଳରେ ମଙ୍ଗଳବାର ସଂଧ୍ୟାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗଜପତି ଜିଲା…
ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼
କଟକ ଅଫିସ,୧ା୧୧: ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ କଲେ ଯୁବକ। ଏଥିରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏଭଳି ଘଟଣା କଟକ ଜିଲା ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀଠାରେ…
ନୀତୀଶଙ୍କ ଦଳରେ ଫାଟ, ଭାଜପା ଯୋଗାଯୋଗରେ ଜେଡ଼ିୟୁର ବହୁ ବିଧାୟକ: ସୁଶୀଲ ମୋଦି…
ଗୋପାଳଗଞ୍ଜ,୧।୧୧: ଗୋପାଳଗଞ୍ଜ ବିଧାନସଭା ଉପ-ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ ଥିଲା। ଗ୍ରାଣ୍ଡ ଆଲାଇନ୍ସ ଏବଂ ଏନଡିଏର ବହୁ ବଡ ନେତା ଏକ ରାଲି କରି ଭୋଟ ପାଇଁ ଅନୁରୋଧ କରିଥିଲେ। ଗୋପାଳଗଞ୍ଜରୁ ଭାଜପା ପ୍ରାର୍ଥୀ କୁସୁମ ଦେବୀଙ୍କ ପାଇଁ…
ବୁଡ଼ିଗଲା ରାମସେତୁ, ବକ୍ସ ଅଫିସରେ ବିଫଳ…
ମୁମ୍ବାଇ : ଚଳିତ ବର୍ଷ ଅକ୍ଷୟ କୁମାରଙ୍କଚ ସଫଳତା ମିଳିପାରି ନାହିଁ। ଚଳିତ ବର୍ଷ ଆସିଥିବା ତାଙ୍କର କୌଣସି ଚଳଚ୍ଚିତ୍ର ଆଶାଜନକ ଫଳାଫଳ ଦେଇ ନାହିଁ। ଦୀପାବଳି ଅବସରରେ ତାଙ୍କର ନିକଟରେ ରିଲିଜ ହୋଇଥିବା ରାମ ସେତୁ ବୁଡ଼ି ଯାଇଛି। ବକ୍ସ…
୧୪ ବର୍ଷ ଜେଲଦଣ୍ଡ ଭୋଗି ଘରକୁ ଫେରିଥିଲେ, ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ କଲେ ହତ୍ୟା
ବେତନଟୀ,୧।୧୧(ସ୍ବ.ପ୍ର.): ସମ୍ପର୍କୀୟକୁ ହତ୍ୟା କରି ଭୋଗିଥିଲେ ୧୪ ବର୍ଷ ଜେଲଦଣ୍ଡ । ଚାରି ମାସ ତଳେ ଘରକୁ ଫେରି ପୁଣି ସ୍ତ୍ରୀଙ୍କୁ ନିର୍ମମ ଭାବେ କରିଛନ୍ତି ହତ୍ୟା। ଏଭଳି ଚାଞ୍ଚଲ୍ୟକାର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ…
ଭାଜପା-ଟିଆରଏସ୍ ପରସ୍ପରକୁ କରୁଛନ୍ତି ସହଯୋଗ, ମୋଦିଙ୍କ ନିର୍ଦ୍ଦେଶ ହେଉଛି କାର୍ଯ୍ୟ: ରାହୁଲ…
ହାଇଦ୍ରାବାଦ,୧।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରୀ ବର୍ତ୍ତମାନ ତେଲେଙ୍ଗାନାରେ ପହଞ୍ଚିଛି। ମଙ୍ଗଳବାର ହାଇଦ୍ରାବାଦରେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଭାଜପାକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଆମର ଯାତ୍ରା ଘୃଣା ଏବଂ…
ମୋଦିଙ୍କ ଗସ୍ତ ପୂର୍ବରୁ ହସ୍ପିଟାଲର ବହୁ ମରାମତି, ଧଳା କପଡ଼ାରେ ଲୁଚାଯାଇଥିଲା କମ୍ପାନୀର ନାମ: ବିରୋଧୀଙ୍କ ଅଭିଯୋଗ…
ମୋରବି,୧।୧୧ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟର ମୋରବି ଗସ୍ତ କରିଥିଲେ। ଏହି ସମୟରେ ସେ ଝୁଲାପୋଲ ଦୁର୍ଘଟଣା ଘଟିଥିବା ମାଚ୍ଛୁ ନଦୀ କୂଳକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମଗ୍ର ଅଞ୍ଚଳରେ ବ୍ୟାପକ ମରାମତି କରାଯାଇଥିଲା। ଦୁର୍ଘଟଣାସ୍ଥଳରେ ପୋଲର…
ପିଜି ବଳକା ସିଟ୍ ନାମଲେଖା: ଆରମ୍ଭ ହେଲା ଆବେଦନ
ଭୁବନେଶ୍ୱର, ୧।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲିପଡ଼ିଥିବା ପିଜି ସିଟ୍ରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନେ ହିଁ ଆବେଦନ କରିପାରିବେ। ତେବେ ଯେଉଁ ଛାତ୍ରୀଛାତ୍ରମାନେ…
Archives


