ଚାଇନା ପ୍ରଦର୍ଶନକାରୀଙ୍କ ସମର୍ଥନରେ ଆମେରିକାର ମନ୍ତବ୍ୟ, ଶାନ୍ତିପୂର୍ଣ୍ଣ ବିରୋଧ ସମସ୍ତଙ୍କର ଅଧିକାର…
ଓ୍ବାଶିଂଟନ,୨୯।୧୧ : ଚାଇନାରେ ଲକଡାଉନ ବିରୋଧରେ ଚାଲିଥିବାଜନ ଆନ୍ଦୋଳନକୁ ଆମେରିକାର ସମର୍ଥନ ମିଳିଛି। ଆମେରିକା ଏହି ବିରୋଧକୁ ସମର୍ଥନ କରି କହିଛି ଯେ ଚାଇନାର ଶୂନ କୋଭିଡ ନୀତି ଆଉ କାମ କରିବ ନାହିଁ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର କହିଛନ୍ତି…
ଜନଆନ୍ଦୋଳନ ଆଗରେ ମୁଣ୍ଡ ନୋଇଲେ ଜିନପିଙ୍ଗ, ବଦଳିବ ଶୂନ କୋଭିଡ ନୀତି…
ବେଜିଂ,୨୯।୧୧ : ଚାଇନାର ଅନେକ ସହରରେ ଶୂନ କୋଭିଡ ନୀତିକୁ ନେଇ ବିରୋଧ ପରେ ବର୍ତ୍ତମାନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟି ସରକାର ଜନ ଆନ୍ଦୋଳନ ଆଗରେ ମୁଣ୍ଡ ନୋଇଛନ୍ତି। ଏବେ ସରକାର କୋଭିଡ ନିୟନ୍ତ୍ରଣ ନୀତିରେ ବଡ଼ ପରିବର୍ତ୍ତନ…
ବୋହୂ ରିଭାବାଙ୍କୁ ଭୋଟ ନ ଦେବାକୁ ଜନସାଧାରଣଙ୍କୁ ନିବେଦନ କଲେ ଜାଡେଜାଙ୍କ ପିତା
ଅହମ୍ମଦାବାଦ,୨୯।୧୧: ଗୁଜରାଟ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ପ୍ରଚାରର ଶେଷ ଦିନ। ଏଥର ଉତ୍ତର ଜାମନଗର ଆସନରୁ ଭାଜପା କ୍ରିକେଟର୍ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବାଙ୍କୁ ଟିକେଟ ଦେଇଛି। ମଙ୍ଗଳବାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧ ବୋହୂ…
୨୪ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା, କେନ୍ଦ୍ରକୁ ଚିଠି ଲେଖିଲେ ଷ୍ଟାଲିନ…
ଚେନ୍ନାଇ,୨୯।୧୧ : ଶ୍ରୀଲଙ୍କା ନୌସେନା ୨୪ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି ଏବଂ ସେମାନେ ବ୍ୟବହାର କରୁଥିବା ପାଞ୍ଚଟି ଡଙ୍ଗାକୁ ଜବତ କରିଛି। ମଙ୍ଗଳବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଉତ୍ତର ଜାଫନା ଉପଦ୍ୱୀପରେ କରେନଗର ଉପକୂଳରେ…
ଡିସେମ୍ବର ୧ରୁ ମହଙ୍ଗା ହେବ ‘ହିରୋ’ର ଗାଡ଼ି
ନୂଆଦିଲ୍ଲୀ,୨୯।୧୧: ଭାରତର ବୃହତ୍ତମ ଦୁଇ ଚକିଆ ଉତ୍ପାଦନକାରୀ ହିରୋ ମୋଟୋକର୍ପ ଏହାର ସମସ୍ତ ଦୁଇ ଚକିଆ ଯାନର ମୂଲ୍ୟ ଡିସେମ୍ବର ୧ରୁ ବୃଦ୍ଧି କରିବାକୁ ଘୋଷଣା କରିଛି। ହିରୋ ଏହାର ଦୁଇ ଚକିଆ ଯାନର ମୂଲ୍ୟକୁ ୧,୫୦୦ ଟଙ୍କା ବୃଦ୍ଧି କରିବାକୁ…
ଆଇଏସଆଇର ପୂର୍ବତନ ମୁଖ୍ୟ ନେଲେ ସ୍ବେଚ୍ଛାକୃତ ଅବସର, ସେନାମୁଖ୍ୟ ନିଯୁକ୍ତି ନେଇ ଅସନ୍ତୁଷ୍ଟ…
ଇସଲାମାବାଦ,୨୯।୧୧ : ଆଇଏସଆଇର ପୂର୍ବତନ ମୁଖ୍ୟ ତଥା ପାକିସ୍ତାନର ଜଣେ ବରିଷ୍ଠ ଲ୍ୟୁଟନାଟ ଜେନେରାଲ ଫୈଜ ହମିଦ ମଙ୍ଗଳବାର ତାଙ୍କ ଅବସର ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଶୀଘ୍ର ଅବସର ନେବେ। ହମିଦଙ୍କ ଏହି…
ପେଟରୁ ବାହାରିଲା ୧.୨ କିଲୋଗ୍ରାମର ୧୮୭ କଏନ୍…
ବେଙ୍ଗାଲୁରୁ,୨୯।୧୧ : କର୍ନାଟକରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ୧.୨ କିଲୋଗ୍ରାମର ୧୮୭ କଏନ ବାହାରିଛି। ତାଙ୍କର ପେଟରେ ଯନ୍ତ୍ରଣା ହେଉଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଅଲ୍ଟାସାଉଣ୍ଡ ପରେ ତାଙ୍କ ପେଟରେ ବହୁଗୁଡ଼ିଏ କଏନ…
କରୋନା ଟିକା ମୃତ୍ୟୁ ପାଇଁ ସରକାର ଦାୟୀ ନୁହନ୍ତି : ସୁପ୍ରିମ୍କୋର୍ଟରେ ସରକାରଙ୍କ ସତ୍ୟପାଠ…
ନୂଆଦିଲ୍ଲୀ,୨୯।୧୧ : କରୋନା ଟିକା ମୃତ୍ୟୁର ଦାୟିତ୍ୱ ସରକାର ନେବାକୁ ମନା କରିଛନ୍ତି। ଏନେଇ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଟିକାନେଇ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପ୍ରତି ସରକାରଙ୍କ ସମବେଦନା ରହିଛି। କିନ୍ତୁ ଟିକା ନେବାପରେ…
ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ କାର୍ ସହ କ୍ରେନ୍ ସାହାଯ୍ୟରେ ଟାଣିନେଲା ପୋଲିସ
ହାଇଦ୍ରାବାଦ,୨୯।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍ ଶର୍ମିଲାଙ୍କୁ ପୋଲିସ କାର ସହ କ୍ରେନ୍ ସାହାଯ୍ୟରେ ଉଠାଇ ନେଇଛି ପୋଲିସ। ଶର୍ମିଲାଙ୍କ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି ପକ୍ଷରୁ ଚନ୍ଦ୍ରଶେଖର ରାଓ ସରକାରଙ୍କ ବିରୋଧରେ ଏକ ପଦଯାତ୍ରା ଆରମ୍ଭ…
ହାଇକୋର୍ଟ ବିଚାରପତି ନିଯୁକ୍ତିର ୨୦ ଫାଇଲ ଫେରାଇଲେ ସରକାର, ପୁନର୍ବିଚାର ପାଇଁ କହିଲେ…
ନୂଆଦିଲ୍ଲୀ,୨୯।୧୧ : କଲେଜିୟମ ପ୍ରସଙ୍ଗରେ ସରକାର ଏବଂ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ବିବାଦ ଜାରି ରହିଛି। ସେପଟେ ସୁପ୍ରିମକୋର୍ଟ କଲେଜିୟମରୁ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ସହ ଜଡିତ ୨୦ ଟି ଫାଇଲ ସରକାର ଫେରସ୍ତ କରିଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ଏହା…
ପ୍ରେମିକାଙ୍କ ସହ ବ୍ରେକ୍ଅପ୍କୁ ନେଇ ଚର୍ଚ୍ଚାରେ ଅରବାଜ୍ !
ବମ୍ବେ: ପ୍ରେମିକାଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ ଅଭିନେତା, ଫିଲ୍ମନିର୍ମାତା ତଥା ପ୍ରଯୋଜକ ଅରବାଜ ଖାଁ। ପ୍ରଥମ ପତ୍ନୀ ମଲାଇକା ଅରୋରାଙ୍କଠାରୁ ଅଲଗା ହେବା ପରେ ତାଙ୍କ ଜୀବନରେ ଜର୍ଜିଆ ଆଣ୍ଡ୍ରିଆନିଙ୍କ ଏଣ୍ଟ୍ରି ହୋଇଥିଲା। ଉଭୟ ଏକାଠି ସମୟ ବିତାଇବା ସହ ବିିଭିନ୍ନ…
ଉଗ୍ରବାଦ, ଆତଙ୍କବାଦ ଇସଲାମ ଧର୍ମ ବିରୋଧୀ: ଅଜିତ ଡୋଭାଲ
ନୂଆଦିଲ୍ଲୀ,୨୯।୧୧: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୀମା ପାର ଆତଙ୍କବାଦ ଏବଂ ଆଇଏସଆଇଏସ ଦ୍ୱାରା ପ୍ରେରିତ ଆତଙ୍କବାଦକୁ ମାନବିକତା ବିରୋଧରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ବୋଲି କହିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଶାନ୍ତି ଏବଂ ସାମାଜିକ…

