ପୁଣି ଘନେଇଲା ଆତଙ୍କ, ଦୈନିକ ମୃତ୍ୟୁସଂଖ୍ୟା ୧,୩୭୩…
ନୂଆଦିଲ୍ଲୀ, ୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି।…
ଭାରତ ଯୋଡ଼ୋ ଯାତ୍ରାରେ ଖାର୍ଗେ
ହାଇଦ୍ରାବାଦ,୨ା୧୧: କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ପ୍ରଥମ ଥର ପାଇଁ ଦଳର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି। ଅପରାହ୍ନରେ ସେ ହାଇଦ୍ରାବାଦରେ ପହଞ୍ଚତ୍ ନେକ୍ଲେସ୍ ରୋଡ୍ସ୍ଥିତ ଇଣ୍ଡିରା ଗାନ୍ଧୀଙ୍କ…
ପୁଲ୍ଓ୍ବାମା ବିସ୍ଫୋରଣରେ ଖୁସିି ମନାଇଥିବା ଇଞ୍ଜିନିୟରିଂ ଛାତ୍ରଙ୍କୁ ୫ ବର୍ଷ ଜେଲ
ବେଙ୍ଗାଲୁରୁ,୨ା୧୧: ୨୦୧୯ ପୁଲ୍ଓ୍ବାମା ଆତ୍ମଘାତୀ ବିସ୍ଫୋରଣ ଘଟଣାକୁ ନେଇ ଫେସ୍ବୁକ୍ ଜରିଆରେ ଖୁସି ମନାଇଥିବା ବେଙ୍ଗାଲୁରୁର ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୧୯ ଫେବୃୟାରୀ ୧୪ରେ…
ଭାରତରେ ୫୪ ହଜାର ଆକାଉଣ୍ଟ ବ୍ୟାନ୍ କଲା ଟୁଇଟର
ନୂଆଦିଲ୍ଲୀ,୨ା୧୧: ଭାରତରେ ଗତ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୫ ମଧ୍ୟରେ ଶିଶୁ ଯୌନ ଶୋଷଣ, ଅସହମତ ନଗ୍ନତା ଏବଂ ଆନୁଷଙ୍ଗିକ ବିଷୟବସ୍ତୁ ପ୍ରସାରଣ କରିଥିବା ୫୨,୧୪୧ ଆକାଉଣ୍ଟ ଉପରେ ଟୁଇଟର୍ ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ ଦେଶରେ ଆତଙ୍କବାଦର ପ୍ରସାର କରାଉଥିବା…
୩ ଜଣିଆ ଖଣ୍ଡପୀଠରେ ହେବ ଫ୍ରିବିଜ୍ ଶୁଣାଣି
ନୂଆଦିଲ୍ଲୀ,୨ା୧୧(ପି.ଟି.): ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଦେଉଥିବା ମାଗଣା ସହାୟତା ପ୍ରତିଶ୍ରୁତି ବିରୋଧରେ ହୋଇଥିବା ପିଟିଶନର ଶୁଣାଣି ଲାଗି ଏହାକୁ ୩ ଜଣିଆ ଖଣ୍ଡପୀଠରେ ତାଲିକାଭୁକ୍ତ କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏଭଳି ପିଟିଶନ୍ଗୁଡ଼ିକର…
ଲିଙ୍ଗାୟତ ମହନ୍ତଙ୍କୁ ହନିଟ୍ରାପ୍ରେ ଫସାଇଥିଲେ ଇଞ୍ଜିନିୟରିଂ ଛାତ୍ରୀ
ବେଙ୍ଗାଲୁରୁ,୨ା୧୧: କର୍ନାଟକର ଲିଙ୍ଗାୟତ ସନ୍ଥ ବାସବଲିଙ୍ଗା ସ୍ବାମୀ ଆତ୍ମହତ୍ୟାକୁ ନେଇ ତଦନ୍ତ ଚଳାଇଥିବା ପୋଲିସ ଜଣେ ୨୧ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଓ ଉକ୍ତ ମଠର ଜଣେ ବିଦ୍ରୋହୀ ସନ୍ଥଙ୍କୁ ଗିରଫ କରିଛି। ସେମାନେ ବାସବଲିଙ୍ଗା ସ୍ବାମୀଙ୍କୁ ବ୍ଲାକ୍ମେଲ୍ କରୁଥିଲେ। ଛାତ୍ରୀ…
ଆମେରିକୀୟ ର଼୍ୟାପର୍ଙ୍କୁ ଗୁଳି କରି ହତ୍ୟା
ଓ୍ବାଶିଂଟନ୍, ୨ା୧୧: ଆମେରିକୀୟ ର଼୍ୟାପର୍ ଟେକ୍ଅଫ୍ଙ୍କୁ ମଙ୍ଗଳବାର ଗୁଳି କରି ହତ୍ୟା କରାଯାଇଛି। ଟେକ୍ସାସ୍ ହୋଷ୍ଟନ୍ରେ ଥିବା ବୋଲିଙ୍ଗ ଆଲିରେ ଡାଇସ୍ ଗେମ୍କୁ କେନ୍ଦ୍ର କରି ଟେକ୍ଅଫ୍ ଓ କେତେଜଣ ଯୁବକଙ୍କ ସହ କଥା କଟାକଟି ହୋଇଥିଲା। ପାଟିତୁଣ୍ଡ କାରଣରୁ ସେଠାରେ…
ବିକାଶ ଦୁବେଙ୍କ ୧୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୨ା୧୧(ଆଇଏଏନ୍ଏସ୍): ଉତ୍ତରପ୍ରଦେଶର ଗ୍ୟାଙ୍ଗ୍ଷ୍ଟର ବିକାଶ ଦୁବେଙ୍କ ୧୦ କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଜବତ କରିଛି। ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ନାମରେ ଏହି ସମ୍ପତ୍ତି କିଣିଥିଲେ।…
ଟୁଇଟରରେ ‘ଗୋ ବ୍ୟାକ୍ ମୋଦି’ ଟ୍ରେଣ୍ଡ୍
ମୋର୍ବି,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟରେ ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସୋସିଆଲ ନେଟ୍ଓ୍ବର୍କିଂ ସାଇଟ୍ ଟୁଇଟରରେ ୟୁଜର୍ସ ନାନା ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି। ବିରୋଧୀ ୟୁଜର୍ସଙ୍କ ‘ହ୍ୟାଶ୍ଟ୍ୟାଗ୍ ଗୋ ବ୍ୟାକ୍ ମୋଦି’ ଟ୍ରେଣ୍ଡ୍ କରୁଥିବାବେଳେ ଏହାର ମୁକାବିଲା…
ସୁପ୍ରିମକୋର୍ଟରେ ପିଆଇଏଲ୍: ୧୪ରେ ଶୁଣାଣି
ନୂଆଦିଲ୍ଲୀ,୨ା୧୧: ଗୁଜରାଟର ମୋର୍ବିରେ ରବିବାର ବ୍ରିଟିଶ ଅମଳର ଝୁଲାପୋଲ ଭୁଶୁଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ ହୋଇଛି। ମାଛୁ ନଦୀ ଉପରେ ନିର୍ମିତ ପ୍ରାୟ ୧୫୦ ବର୍ଷ ପୁରୁଣା ବ୍ରିଜ୍ରେ…
ଘଣ୍ଟା କମ୍ପାନୀକୁ ବ୍ରିଜ୍ ଦାୟିତ୍ୱ
ମୋର୍ବି,୨ା୧୧: ବ୍ରିଟିଶ ଅମଳର ଶତାବ୍ଦୀ ପୁରୁଣା ବ୍ରିଜ୍ର ମରାମତି, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଓରେଭା କମ୍ପାନୀକୁ କାହିଁକି ଦିଆଯାଇଥିଲା ବୋଲି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଓରେଭା ଗ୍ରୁପ୍ ହେଉଛି ଅଜନ୍ତା କାନ୍ଥଘଣ୍ଟା, ସିଏଫ୍ଲ୍ ବଲ୍ବ ଏବଂ ଇ-ବାଇକ୍ ନିର୍ମାଣକାରୀ…
ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ
ମୋର୍ବି,୨ା୧୧: ଗୁଜରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉକ୍ତ ଅଘଟଣରୁ ଶିକ୍ଷାଲାଭ କରି ତାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ଏକ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି। ନିର୍ବାଚନମୁହଁା…
Archives


