ପଥର ତଳେ ଘର ନିର୍ମାଣ କରୁଥିଲେ ଲୋକେ, କାରଣ ଜାଣିଲେ…
ମାନବିକତାର ବିକାଶ ପରଠାରୁ ଲୋକମାନେ ନିଜ ଜାଗା ଜମି ଛାଡ଼ି ଅନ୍ୟ ଦେଶ ଖୋଜିବାକୁ ବାହାରିଲେ। ଗୋଟିଏ ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଇବା ପରେ ସେମାନେ ଖାଦ୍ୟ ଏବଂ ସମ୍ବଳ ଅଭାବର ସମ୍ମୁଖୀନ ହେବାରେ ଲାଗିଲେ। ଯେଉଁଥିପାଇଁ ସେମାନଙ୍କୁ ନୂତନ ସ୍ଥାନ…
ପାକିସ୍ତାନରେ ବଢୁଛି ଆତଙ୍କବାଦ : ଚିନ୍ତାରେ ସରକାର, ନିର୍ବାଚିତ ପ୍ରତିନିଧୀଙ୍କଠାରୁ ଚାନ୍ଦା ସଂଗ୍ରହ…
ଇସଲାମାବାଦ,୨୬।୧୧ : ପାକିସ୍ତାନରେ ଆତଙ୍କବାଦ ବଢ଼ିବାରେ ଲାଗିଛି। ଆତଙ୍କବାଦୀମାନେ ନିର୍ବାଚିତ ପ୍ରତିନିଧୀଙ୍କଠାରୁ ମଧ୍ୟ ଦାନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଶୁକ୍ରବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ, ପାକିସ୍ତାନର…
ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର ପ୍ରକଳ୍ପରେ ତୁର୍କୀ ଯୋଗଦେବ…
ବେଜିଂ/ଇସଲାମାବାଦ,୨୬।୧୧ : ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର ପ୍ରକଳ୍ପ (ସିପିଇସି)କୁ ନେଇ ପାକିସ୍ତାନ ବର୍ତ୍ତମାନ ଏକ ନୂଆ ପଦକ୍ଷେପ ନେଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବର୍ତ୍ତମାନ ତୁର୍କୀକୁ ଏହି ପ୍ରକଳ୍ପରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ସରିଫ ଏହି ପଦକ୍ଷେପ ନେଇଛନ୍ତି ଯେଉଁ…
ଚିତ୍ରକରଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ୪୯ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ…
ଆଲଜେରିସ,୨୬।୧୧ : ଆଲଜେରିଆର ରାଜଧାନୀର ଏକ କୋର୍ଟ ଚିତ୍ରକର ଜାମିଲ ବେନ ଇସମାଇଲଙ୍କୁ ପିଟି ପିଟି ହତ୍ୟା କରିବା ନେଇ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଆଇନଜୀବୀଙ୍କ କହିବାନୁସାରେ, ମୃତ ବ୍ୟକ୍ତି ଜଣକ ଜଙ୍ଗଲରେ ନିଆଁ ଲଗାଇବାର…
ପୁଣି ଆତଙ୍କ: ଲଗାତାର ୩ ଦିନ ଧରି ଚାଇନାରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ…
ବେଜିଂ,୨୬।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। କରୋନା ଆକ୍ରାନ୍ତଙ୍କ ଦୈନିକ…
ଦୈନିକ ସଂକ୍ରମଣ ୪ ଶହ ତଳେ…
ନୂଆଦିଲ୍ଲୀ, ୨୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୪…
ରାସ୍ତାରେ ବୁଲେଟ୍ ଚଢ଼ି ସମସ୍ତଙ୍କ ହୃଦୟ ଜିତିଲେ ମହିଳା, ଭିଡିଓ ଦେଖିଲେ…
ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଭିଡିଓ ଭିନ୍ନ ଏବଂ ଅନନ୍ୟ ଶୈଳୀରେ ହୋଇଥିବାରୁ ଲୋକମାନେ ଏହାକୁ ବାରମ୍ବାର ଦେଖିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି…
ଭାରତ-ଅଷ୍ଟ୍ରେଲିଆ ହକି ସିରିଜ ଆଜିଠାରୁ
ଆଡିଲେଡ,୨୬।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ୨୦୨୩ ହକି ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ବିଶ୍ୱର ନମ୍ବରଓ୍ବାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଭାରତ ପାଇଁ…
ଦକ୍ଷିଣ ଏସିଆ କରାଟେରେ ଭାଗନେବେ ଭାଲେଣ୍ଟିନା, ବ୍ରତତୀ, ମଧୁପ୍ରିୟା
ଭୁବନେଶ୍ୱର, ୨୬।୧୧(ସ୍ପୋଟର୍ସ ବ୍ୟୁରୋ): ଶ୍ରୀଲଙ୍କାର କଲମ୍ବୋଠାରେ ଦକ୍ଷିଣ ଏସିଆ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶାର ଭାଲେନା ଭାଲେଣ୍ଟିନା, ବ୍ରତତି ବିଶ୍ୱପ୍ରଭା ପତି ଓ ମଧୁପ୍ରିୟା କଲମ୍ବୋ ଯାତ୍ରା କରିଛନ୍ତି। ଜାତୀୟ ପ୍ରତିଯୋଗିତାର ଫଳାଫଳ ଭିତ୍ତିରେ…
ଆଜି କର୍କଟ ରୋଗୀଙ୍କ ପାଇଁ ‘ଫଣ୍ଡରେଜିଂ ଇଭେଣ୍ଟ’
ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସଦ୍ଗୁରୁ ହସ୍ପିଟାଲ କଟକ ଏବଂ ଭୁବନେଶ୍ୱର ଭିଭାନ୍ତା ହୋଟେଲର ମିଳିତ ସହଯୋଗରେ କର୍କଟ ରୋଗୀଙ୍କ ଲାଗି ଆଜି ଏକ ‘ଫଣ୍ଡରେଜିଂ ଇଭେଣ୍ଟ’ର ଆୟୋଜନ କରାଯାଇଛି। ଏପରିକି ଭୁବନେଶ୍ୱରର ପାତ୍ରପଡ଼ା ନିକଟସ୍ଥ ଭିଭାନ୍ତା ହୋଟେଲ ପରିସରରେ…
‘ନେଟ୍ ଜିରୋ କାର୍ବନ ଅପରେଶନକୁ ଗୁରୁତ୍ୱ’
ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଜଳବାୟୁ ଚାର୍ଟର ଆକ୍ସନ ପାଇଁ ବେଦାନ୍ତ ଆଲୁମିନିୟମ ନିକଟରେ ସହମତି ପ୍ରଦାନ କରିଛି। ଏପରିକି ନେଟ୍ ଜିରୋ କାର୍ବନ ଅପରେଶନକୁ ଗୁରୁତ୍ୱ ଦେବା ସହ ଏହାର ମୂଲ୍ୟ ଶୃଙ୍ଖଳ ମଧ୍ୟରେ କମ୍ପାନୀ କାର୍ଯ୍ୟ କରିବ…
ଆଇଡିବିଆଇ ସହ ହୋଣ୍ଡାର ରାଜିନାମା
ନୂଆଦିଲ୍ଲୀ,୨୬।୧୧: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ଓ ଆଇଡିବିଆଇ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଏଚ୍ସିଆଇଏଲ୍ ଗ୍ରାହକଙ୍କୁ ବିବିଧ ଆର୍ଥିକ ଯୋଜନା ପ୍ରଦାନ କରିବାକୁ ଆଇଡିବିଆଇ…

