Home

ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଦେଇଛନ୍ତି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ୮୬୩ ରେଟିଂ ପଏଣ୍ଟ ପାଇଛନ୍ତି।…

ଦାଦନ ଖଟିବାକୁ ଯାଇ ଘରକୁ ଫେରିଲା ମୃତଦେହ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି,୨ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ସାମ୍ନାକୁ ଆସିଛି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ। ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟୁଥିଲେ କିନ୍ତୁ ଶ୍ରମିକଙ୍କ ମୃତଦେହ ଏବେ ତାଙ୍କ ଗାଁକୁ ଫେରିଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ…

ମୋରବି ଘଟଣା ଦୋଷୀଙ୍କ ବିରୋଧରେ ହେଉ ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନ : ମମତା…

କୋଲକାତା,୨।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣା ଦେଶ ତଥା ବିଶ୍ୱକୁ ଥରାଇ ଦେଇଛି। ଯେତେବେଳେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି ସେତେବେଳେ ଦେଶର ବଡ ନେତାମାନେ ଏହାକୁ ରାଜନୈତିକ ରୂପ ନଦେବାକୁ…

‘ବିରାଟ’ ରେକର୍ଡ ହାସଲ କଲେ କୋହଲି

ଆଡିଲେଡ,୨।୧୧: ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ଫର୍ମରେ ଅଛନ୍ତି। ଚଳିତ ବିଶ୍ୱକପରେ ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କୋହଲି ଟି-୨୦ ବିଶ୍ୱ ଇତିହାସରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏ ପର୍ଯ୍ୟନ୍ତ ବିରାଟ ମୋଟ ୧୦୩୨…

ସିଭିଲ ସର୍ଭିସ୍‌ରେ ଦିବ୍ୟାଙ୍ଗ: କେନ୍ଦ୍ର ସରକାରଙ୍କଠାରୁ ୮ ସପ୍ତାହ ମଧ୍ୟରେ ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୧୧ : ବିଭିନ୍ନ ବର୍ଗର ସିଭିଲ ସର୍ଭିସ୍‌ରେ ଦିବ୍ୟାଙ୍ଗଙ୍କୁ ସୁଯୋଗ ଦେବା ପ୍ରସଙ୍ଗରେ ଏହାର ଯାଞ୍ଚ୍‌ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଏକ ମାମଲାର ଶୁଣାଣି ବେଳେ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଦିବ୍ୟାଙ୍ଗମାନଙ୍କୁ ସିଭିଲ…

ନିଜାମବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୨ା୧୧(ଡି.ଏନ୍‌.ଏ.): ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟର ଓଲଟିବା ଫଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲା କୋକସରା ଥାନା ମୂଷାପାଲି ପଞ୍ଚାୟତ ବଗଡ଼ିଆ ପଡ଼ାର ଜୟଲାଲ ରାଉତଙ୍କ ବଡ଼ ପୁଅ…

ବାଂଲାଦେଶ ପାଇଁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ…

ଇସ୍ରାଏଲରେ ନେତାନ୍ୟାହୁ ସରକାର !…

ଜେରୁଜେଲମ୍‌,୨।୧୧ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ଷମତାକୁ ଫେରିବାକୁ ଯାଉଛନ୍ତି। ବୁଧବାର ସେ କହିଛନ୍ତି ଯେ ତାଙ୍କର ଦକ୍ଷିଣପନ୍ଥୀ ଶିବିର ଏକ ନିର୍ବାଚନୀ ବିଜୟ ଲକ୍ଷ୍ୟରେ ଅଛି। ଇତି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ଭୋଟ ଗଣନା କରାଯାଇଛି।…

ଚନ୍ଦ୍ରଚୂଡ଼ଙ୍କ ଶପଥ ଗ୍ରହଣକୁ ରୋକିବା ପିଟିଶନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୧୧ : ଦେଶର ନୂତନ ପ୍ରଧାନ ବିଚାରପତି ହେବାକୁ ଯାଉଥିବା ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଶପଥ ଗ୍ରହଣ ବିରୋଧରେ ଦାଖଲ ହୋଇଥିବା ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ ନ କରାଇବାକୁ…

ନିର୍ମାଣ କାର୍ଯ୍ୟ ବନ୍ଦ, ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଦେବେ କେଜ୍ରିଓ୍ବାଲ ସରକାର…

ନୂଆଦିଲ୍ଲୀ,୨।୧୧ : ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି। ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି ବୋଲି…

ମରିୟମଙ୍କ ଅଭିଯୋଗ, ସେନା ମୁଖ୍ୟ ନିଯୁକ୍ତିରେ ବାଧା ସୃଷ୍ଟି କରୁଛନ୍ତି ଇମ୍ରାନ୍‌…

ଇସଲାମାବାଦ,୨।୧୧ : ଶାସକ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ର ଉପାଧ୍ୟକ୍ଷା ମରିୟମ ନୱାଜ ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଦୀର୍ଘ ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ନୂତନ…

ଜିନପିଙ୍ଗ୍‌-ଶେହବାଜ ଭେଟ, ସିପିଇସି ବିସ୍ତାର ପାଇଁ ସହମତି…

ବେଜିଂ,୨।୧୧ : ବୁଧବାର ବେଜିଂରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଶେହବାଜ ସରିଫଙ୍କର ଏହା ପ୍ରଥମ ଚାଇନା ଗସ୍ତ। ତେବେ ସେ ସେପ୍ଟେମ୍ବରରେ ଉଜବେକିସ୍ତାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri