ଇଷ୍ଟବେଙ୍ଗଲକୁ ହରାଇଲା ଓଡ଼ିଶା ଏଫ୍ସି
କୋଲକାତା, ୧୯।୧୧: ସ୍ଥାନୀୟ ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ମ୍ୟାଚରେ ଓଡ଼ିଶା ଏଫ୍ସି ୪-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫ୍ସି ପକ୍ଷରୁ ପେଦ୍ରୋ ମାର୍ଟିନ ୪୭ ଓ ୪୮ତମ ମିନିଟରେ…
ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଆରମ୍ଭ
ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଟାଉନ୍ କ୍ଲବ ପଡ଼ିଆରେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ (କାଭି) ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପୁରୁଷ ଦୃଷ୍ଟିବାଧିତ କ୍ରିକେଟ୍ ଟୁର୍ନାମେଣ୍ଟ୍ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି, ଭୁବନେଶ୍ୱରର ୩…
କଳିଙ୍ଗରେ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ
ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍ରେ ଶନିବାରଠାରୁ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ସିରିଜ ରାଉଣ୍ଡ-୨ ଆରମ୍ଭ ହେବ। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ୫ଟି ରାଜ୍ୟର ପ୍ରତିଯୋଗୀ…
୬୦ ରକମ ସିଗାରେଟ୍ ସାଙ୍ଗକୁ ୪୦ ପ୍ରକାର ମଦ ଭୋଗ
ଉଜେନ୍ନ: ଭୈରବ ଅଷ୍ଟମୀ ଅବସରରେ ମଧ୍ୟପ୍ରଦେଶ ଉଜେନ୍ନର ଭୈରବନାଥ ଠାକୁରଙ୍କ ନିକଟରେ ୧,୩୫୧ ପ୍ରକାରର ଭୋଗ ଲଗାଯାଇଛି। ଠାକୁରଙ୍କ ଭୋଗରେ ସିଗାରେଟ ଓ ମଦକୁ ମଧ୍ୟ ସାମିଲ କରିଛନ୍ତି ଭକ୍ତ। ପୂର୍ବର ରୀତିନୀତି ଅନୁସାରେ ଉଜେନ୍ନରେ ଥିବା କାଳ ଭୈରବନାଥଙ୍କ ମନ୍ଦିରରେ…
ଡେଙ୍ଗା ହେବାଲାଗି ସର୍ଜରି
ଓ୍ବାଶିଂଟନ୍: ନିଜ ଉଚ୍ଚତା ବଢ଼ାଇବା ପାଇଁ ଆମେରିକା ନେଭାଡାର ୬୮ ବର୍ଷୀୟ କନ୍ ଲେଗ୍ ଲେନ୍ଥନିଂ ସର୍ଜରି କରିଛନ୍ତି। ଏହା ଏକ ଜଟିଳ ଓ କଷ୍ଟଦାୟକ ସର୍ଜରି। ଏ ନେଇ ତାଙ୍କୁ ୧୩୦,୦୦୦ ପାଉଣ୍ଡ ତଥା ୧.୨ କୋଟି ଟଙ୍କା ଖର୍ଚ୍ଚ…
ଜାପାନର ଘରେ ଘରେ ପାଳିତ ପଶୁ
ଟୋକିଓ: ଘରେ ପାଳିତ ପଶୁ ରଖିବା ଏବେ ଅନେକ ଲୋକଙ୍କ ସଉକ ପାଲଟିଛି। ବର୍ତ୍ତମାନର ଅଧୁନିକ ଯୁଗରେ ଏହା ଏକ ଟ୍ରେଣ୍ଡ ପାଲଟିଛି। ପ୍ରତ୍ୟେକ ଦେଶର ଲୋକେ ଘରେ ପାଳିତ ପଶୁ ରଖିବାର ଚାହିଦା ବଢ଼ିଥିବାବେଳେ ଜାପାନରେ ଏହାର ପ୍ରଭାବ ଅଧିକ…
ଏମ୍ଏଏଚ୍ଇର ୩ ଦିନିଆ ଜାତୀୟ ସମ୍ମିଳନୀ
ନୂଆଦିଲ୍ଲୀ,୧୯।୧୧: ମଣିପାଲ ଏକାଡେମୀ ଅଫ୍ ହାୟର ଏଡୁକେଶନ (ଏମ୍ଏଏଚ୍ଇ) ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ଗବେଷଣା କେନ୍ଦ୍ର ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏମିନସ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଏକାଡେମିକ ଆଭିମୁଖ୍ୟ ଉଦ୍ଦେଶ୍ୟର ବିଭିନ୍ନ ଦିଗକୁ ନେଇ ଏକ ୩…
ପାନାସୋନିକର ‘ମଡ୍ୟୁଲର କିଚେନ ରେଞ୍ଜ’
ନୂଆଦିଲ୍ଲୀ,୧୯।୧୧: ପାନାସୋନିକ ଲାଇଫ୍ ସଲ୍ୟୁସନ ଇଣ୍ଡିଆ ପକ୍ଷରୁ ଏକ ମଡ୍ୟୁଲର କିଚେନ ରେଞ୍ଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଜାପାନୀ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ଉପତ୍ାଦନର ମିଶ୍ରଣରେ ଏହି ସୁଲଭ ବିଳାସପୂର୍ଣ୍ଣ ଉତ୍ପାଦ ପାଇପାରିବେ। ଏପରିକି ଏହି ନୂତନ ପରିସର…
ବୃଦ୍ଧି ପାଉଛି ମାୟୋପିଆ ସଂଖ୍ୟା
ନୂଆଦିଲ୍ଲୀ,୧୯।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ଏନ୍ଟୋଡ୍ ଫାର୍ମାସ୍ୟୁଟିକାଲ ସହ ଷ୍ଟ୍ରାବିଜିମସ ମିଳିତ ଭାବେ ଏନ୍ଟୋଡ୍ ଚକ୍ଷୁ ସ୍ବାସ୍ଥ୍ୟ ଫାଉଣ୍ଡେଶନ ଜରିଆରେ ଏକ ମାୟୋପିଆ ସଚେତନତା ସପ୍ତାହ ପରିଚାଳନା କରୁଛି। ଏ ସମ୍ପର୍କରେ ଏନ୍ଟୋଡ୍ ଫାର୍ମାସ୍ୟୁଟିକାଲର ସିଇଓ ନିଖିଲ କେ. ମାସୁରକର…
ସମଗ୍ର ଦିଲ୍ଲୀ ଏନ୍ସିଆର୍ରେ ୫ଜି ସେବା
ମୁମ୍ବାଇ,୧୯।୧୧: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ସମଗ୍ର ଦିଲ୍ଲୀ ଏନ୍ସିଆର୍ରେ ୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦିଲ୍ଲୀ ପରେ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଜଣାପଡ଼ିଛି।…
ଖସିଲା ଶେୟାର ବଜାରର କାରବାର
ନୂଆଦିଲ୍ଲୀ,୧୯।୧୧: କ୍ରମାଗତ ୨ଦିନ ଲାଗି ଷ୍ଟକ୍ ବଜାରର କାରବାର ହ୍ରାସ ପାଇଥିବା ଜଣାପଡ଼ିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର କାରବାର ଆଶ ଓ ଆଶଙ୍କା ମଧ୍ୟରେ ଶେଷ ହୋଇଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ମଧ୍ୟ…
‘ଲାଭବାନ୍ ହେଉଛନ୍ତି ଭାରତୀୟ କମ୍ପାନୀ’
ନୂଆଦିଲ୍ଲୀ,୧୯।୧୧: କୋଭିଡ୍ ସଂକ୍ରମଣ ପରଠାରୁ କ୍ରମାଗତ ଭାବେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଚାଲିଛି। ଫଳରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ଭାରତ ବଜାର ଉପରେ ପଡ଼ିଛି। ଏପରିକି ଟଙ୍କାର…
Archives


