Posted inଜାତୀୟ

ଭାଜପା ନେତାଙ୍କୁ ହତ୍ୟା

ଇମ୍ଫାଲ,୨୫ା୧: ମଣିପୁରର ଥୌବାଲ ଜିଲାରେ ମଙ୍ଗଳବାର ଭାଜପର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି ତଦନ୍ତ ଚଳାଇଛି। ଲୈଶରାମ ରାମେଶ୍ୱର ସିଂ ଭାଜପା ରାଜ୍ୟ ଶାଖା ଏକ୍ସ-ସର୍ଭିସମେନ୍‌ ସେଲ୍‌ର ଆବାହକ ଥିଲେ। ମଙ୍ଗଳବାର ସକାଳେ କ୍ଷତ୍ରୀସ୍ଥିତ ବାସଭବନ ଗେଟ୍‌ ନିକଟରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ପୋଲିସ କହିଛି। ଆକ୍ରମଣକାରୀମାନେ ଏକ ନମ୍ବର ବିହୀନ କାରରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଝିଅଙ୍କ ପରେ ପ୍ରଯୋଜକ କରୀମ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୮।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ଖେଳାଇଛି। କରୋନା କବଳରୁ ସାଧାରଣଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏଥିରୁ ବର୍ତ୍ତି...

୫୫୦୦ କୋଟିର ଆକାଶ ମିସାଇଲ ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୬-୯:ପାକିସ୍ତାନ ଓ ଚାଇନା ସୀମାରେ ମୁତୟନ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା...

ପଞ୍ଜାବରେ ମେ’ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ଚଣ୍ଡିଗଡ଼,୧୦।୪: ଦେଶରେ ତଥା ପଞ୍ଜାବରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ରାଜ୍ୟରେ ଲକ୍‌ଡାଉନର ଅବଧି ଓ କର୍ଫ୍ୟୁକୁ ମେ’...

ଭାଜପା ନେତାଙ୍କୁ ଗୁଳିକରି ହତ୍ୟା : ସପ୍ତାହକରେ ୩ ଭାଜପା ନେତାଙ୍କୁ କରାଗଲାଣି ହତ୍ୟା

ଉତ୍ତରପ୍ରଦେଶ,୧୩।୧୦: ଉତ୍ତରପ୍ରଦେଶର ସହାରନପୁର ଜିଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ ୩ ଭାଜପା ନେତାଙ୍କୁ...

ପ୍ରଧାନମନ୍ତ୍ରୀଙ୍କ ୟୁଏଇ-କୁଏତ ଗସ୍ତ ବାତିଲ…

ନୂଆଦିଲ୍ଲୀ, ୨୯।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଏବଂ କୁଏତ ଗସ୍ତକୁ ବାତିଲ କରାଯାଇଛି।...

ରେଡିମେଡ୍‌ ପୋଷାକ ଟ୍ରାଏଲ୍‌ କରିପାରିବେନି ଗ୍ରାହକ: ପୋଷାକକୁ କରାଯିବ କ୍ୱାରାଣ୍ଟାଇନ

ଇନ୍ଦୋର,୨୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଆର୍ଥିକ ସ୍ଥିତିରେ ସୁଧାର ଅଣାଯିବା ଲାଗି ଧୀରେଧୀରେ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲିବା...

ହସ୍ତାନ୍ତର କରାଗଲା ବିମାନ ବନ୍ଦରରୁ ଫେରିଯାଇଥିବା ୩ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୭।୪: ବିଦେଶରେ ମୃତ୍ୟୁ ହୋଇଥିବା ୩ ଭାରତୀୟଙ୍କ ମୃତଦେହ ୪ ଦିନ ହେବ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଫେରିଯିବା ପରେ ପୁଣିଥିରେ ସୋମବାର ସକାଳେ ସେମାନଙ୍କ...

‘ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ’: ରାଜାମୌଲି ଶ୍ରେଷ୍ଠ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୩।୧୨: ସୁପରହିଟ ଫିଲ୍ମ ଆରଆରଆର ପାଇଁ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କୁ ପୁରସ୍କାର ମିଳିଛି। ଆମେରିକାରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ(ଏନ୍‌ଓ୍ବାଇଏଫ୍‌ସିସି)ରେ ରାଜାମୌଳିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ...

Advertisement
Archives

Model This Week