Home

ପାକିସ୍ତାନୀ ଡ୍ରୋନ୍‌ ଉପରେ ଭାରତୀୟ ଯବାନଙ୍କ ୧୦ ରାଉଣ୍ଡ ଗୁଳି ମାଡ଼…

ପଠାଣକୋଟ,୧୫।୧୧ : ପୁଣିଥରେ ପଠାଣକୋଟର ବାମିୟାଲ ସେକ୍ଟରରେ ଭାରତୀୟ ସୀମା ଭିତରକୁ ପାକିସ୍ତାନୀ ଡ୍ରୋନର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ବିଏସଏଫ ଯବାନଙ୍କ ଗୁଲି ଫାୟରିଂଯୋଗୁ ୁ ପାକିସ୍ତାନୀ ଡ୍ରୋନ ଫେରି ଯାଇଥିଲା। ଏହି ଘଟଣା ପରେ ପୋଲିସ ଏବଂ ବିଏସଏଫ…

ସନ୍ନ୍ୟାସ ନିଷ୍ପତ୍ତି ପରିବର୍ତ୍ତନ କରି ଦିନିକିଆ ବିଶ୍ୱକପ୍‌ରେ ଖେଳିବେ ଷ୍ଟୋକ୍ସ? କୋଚ୍‌ ଦେଲେ ବଡ ବୟାନ

ନୂଆଦିଲ୍ଲୀ,୧୫।୧୧: ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବେନ୍‌ ଷ୍ଟୋକ୍ସ। ଏବେ ସେ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଖେଳିବା ନେଇ ଆଶା ପ୍ରକଟ କରିଛନ୍ତି କୋଚ୍‌ ମାଥ୍ୟୁ…

ମହେଶ ବାବୁଙ୍କ ବାପାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୧୫।୧୧: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ବର୍ତ୍ତମାନ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି। ନିକଟରେ ମା’ଙ୍କୁ ହରାଇଥିବା ମହେଶ ବାବୁଙ୍କ କଷ୍ଟ କମ୍‌ ହୋଇ ନ ଥିବା ବେଳେ ଏବେ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ମଙ୍ଗଳବାର ବାପା…

ଉଦ୍ଧବଙ୍କ ଆବେଦନ ଖାରଜ, ଇସିଙ୍କୁ ନିଷ୍ପତ୍ତି ନେବାକୁ କହିଲେ କୋର୍ଟ…

ନୂଆଦିଲ୍ଲୀ,୧୫।୧୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମଙ୍ଗଳବାର ଏକ ବଡ଼ ଝଟକା ମିଳିଛି। ଶିବସେନା ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିବା ନିର୍ବାଚନ ଆୟୋଗ(ଇସି)ଙ୍କର ମଧ୍ୟବର୍ତ୍ତୀକାଳୀନ ଆଦେଶ ବିରୋଧରେ ଉଦ୍ଧବ…

ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ଗୁପ୍ତିଲ-ବୋଲ୍ଟ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଓ୍ବେଲିଂଟନ,୧୫।୧୧: ନଭେମ୍ବର ୧୮ରୁ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ସୀମିତ ଓଭର ସିରିଜ ଖେଳିବ । ଏହାକୁ ନେଇ ମଙ୍ଗଳବାର ୧୩ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ। ସିରିଜ ପାଇଁ ଅଭିଜ୍ଞ ମାର୍ଟିନ ଗୁପ୍ତିଲ ଏବଂ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ…

କେକେଆର୍‌କୁ ଝଟ୍‌କା: ଆଇପିଏଲ୍‌ ୨୦୨୩ରେ ଖେଳିବାକୁ ମନା କରିଦେଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ମେଲବୋର୍ନ,୧୫।୧୧: ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ୍‌ କମିନ୍ସ। ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା ମଙ୍ଗଳବାର ସମସ୍ତଙ୍କୁ ଜଣାଇଛନ୍ତି। କମିନ୍ସ ଟୁଇଟ୍‌ କରି କହିଛନ୍ତି, ମୁଁ ଆସନ୍ତା…

୧୦ଟା ରୁ ୫ଟା ନୁହେଁ, ଏହାଠାରୁ ଅଧିକ ସମୟ କାମ କରନ୍ତୁ: ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଧାମିଙ୍କ ଚେତାବନୀ…

ଡେରାଡୁନ,୧୫।୧୧ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଔପଚାରିକତାଠାରୁ ଦୂରେଇ କାର୍ଯ୍ୟ କରିବାକୁ ଚେତାବନୀ ଦେଇଛନ୍ତି। ଧାମି ଖୋଲାଖୋଲି ଭାବେ କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ସମସ୍ତଙ୍କୁ ପୂର୍ବାହ୍ନ ୧୦ରୁ ଅପରାହ୍ନ…

ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରେ ବନ୍ଦ କରି ନିଆଁ ଲଗାଇଲେ ମହିଳା…

ଗାଜିଆବାଦ,୧୫।୧୧ : ଗାଜିଆବାଦର ଖୋଡା ଅଞ୍ଚଳରେ ଦୁଇଜଣ ମହିଳା ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରର ଗୋଟିଏ କୋଠରୀରେ ତାଲା ପକାଇ କୋଠରୀରେ ନିଆଁ ଲଗାଇ ଦେଇଥିଲେ। ପୋଖରୀରୁ ବେଆଇନ ଅତିକ୍ରମଣ ହଟାଇବାକୁ ମ୍ୟୁନିସିପାଲିଟି ଟିମ ଏଠାକୁ…

ଝିଅ ଜନ୍ମ ପରେ ବଦଳିଯାଇଛି ଆଲିଆଙ୍କ ଜୀବନ

ବମ୍ବେ: ନିକଟରେ ମା’ ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ। ନଭେମ୍ବର ୬ ତାରିଖରେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଏବେ ସୋସିଆଲ ମିଡିଆରେ ଆଲିଆ ନିଜର ନୂଆ ପରିଚୟକୁ ନେଇ ଖୁଲାସା କରିଛନ୍ତି। ଏକ ଫଟୋ ଶେୟାର କରି…

ବାଲିରେ ଓଡ଼ିଶାର ବାଲିଯାତ୍ରା ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ…

ବାଲି,୧୫।୧୧ : ଇଣ୍ଡୋନେସିଆର ବାଲିରେ ଜି -୨୦ଶିଖର ସମ୍ମିଳନୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବାଲି ସହ ଭାରତର ଶହଶହ ବର୍ଷର ସମ୍ପର୍କ ଅଛି। ଇଣ୍ଡୋନେସିଆ ଏହି ପରମ୍ପରାକୁ ଜୀବନ୍ତ ରଖିଛି। ବାଲିରେ ଏକ…

ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ମୁମ୍ବାଇ ଇଣ୍ଡିଆନ୍ସର କିରନ୍‌ ପୋଲାର୍ଡ: ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଭେଟେରାନ କ୍ରିକେଟର କିରନ୍‌ ପୋଲାର୍ଡ। ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ। ହେଲେ ଚଳିତ ବର୍ଷ ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ପୋଲାର୍ଡଙ୍କୁ ରିଲିଜ କରି ଦେଇଥିଲା।…

ଏମ୍‌ପି-ବିଧାୟକଙ୍କ ସହିତ ଶିନ୍ଦେଙ୍କ ତୀର୍ଥଯାତ୍ରା…

ମୁମ୍ବାଇ,୧୫।୧୧ : ମହାରାଷ୍ଟ୍ରରୁରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏକନାଥ ଶିନ୍ଦେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି। ଶିନ୍ଦେ ତାଙ୍କର ସମସ୍ତ ଏମ୍‌ପି ଏବଂ ବିଧାୟକଙ୍କ ସହ ଆସାମ ଗସ୍ତରେ ଯିବେ। ସେଠାରେ ସେ ତାଙ୍କର ସମସ୍ତ ପ୍ରତିନିଧୀଙ୍କ ସହିତ କାମାକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri