Home

ବ୍ରିଜେଶ ଦମାନି ଜାତୀୟ ବିଲିୟାଡର୍‌ସ ଚାମ୍ପିୟନ

ନୂଆଦିଲ୍ଲୀ, ୨୮ା୧୨(ପି.ଟି.): ଇନ୍ଦୋରରେ ପିଏସ୍‌ପିବି (ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ)ର ଧ୍ରୁବ ସିଟ୍‌ଓ୍ବାଲଙ୍କୁ ୫-୩ରେ ହରାଇ ଏସିଆନ ଗେମ୍ସ ରୌପ୍ୟ ବିଜେତା ବ୍ରିଜେଶ ଦମାନି ପ୍ରଥମ ଥର ଜାତୀୟ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ ଜିତିଛନ୍ତି। ଇଣ୍ଡିଆନ ଅଏଲ୍ସର ବ୍ରିଜେଶ କ୍ୱାର୍ଟରଫାଇନାଲ ଓ ସେମିଫାଇନାଲରେ…

ଆଖିଦେଖି ମନ ପଢ଼ିବାରେ ମହିଳା ଆଗରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୨ : ଆଖିରୁ ଜଣେ ବ୍ୟକ୍ତିଙ୍କ ମନ ପଢ଼ିବାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ଏକ ଗବେଷଣାରେ ଏହା ପ୍ରକାଶ ପାଇଛି । ଏହା ଏକ ସର୍ବ ବୃହତ ଅଧ୍ୟୟନ ।…

ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଅଧିନାୟକ

ନୂଆଦିଲ୍ଲୀ, ୨୮ା୧୨ (ପି.ଟି.): ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ରୋହିତ ଶର୍ମା କିନ୍ତୁ ଅନ୍ତର୍ଜାତୀୟ ଦିନିକିଆ ଦଳର ଅଧିନାୟକ ରହିବେ। ବିରାଟ…

କରଜରୁ ବଞ୍ଚିବା ପାଇଁ ମୃତ୍ୟୁର ନାଟକ

ଜାକର୍ତ୍ତା: ଜଣେ ମହିଳା ତାଙ୍କ ପୁଅ ଜରିଆରେ ନିଜକୁ ମୃତ ଘୋଷଣା କରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ ମହିଳାଙ୍କ ନାକରେ ତୁଳା ଲାଗିଥିବା ଦେଖିବାକୁ ମିଳିଛି। ଇଣ୍ଡୋନେସିଆର ବାସିନ୍ଦା ଲିଜା ଦେୱି ପ୍ରମିତା ନାମ୍ନୀ ଏହି…

ୟୁରୋପରେ ସ୍ବାମୀଙ୍କ ସହ ହଂସିକା

ବ୍ରସେଲ୍ସ: ତେଲୁଗୁ ଅଭିନେତ୍ରୀ ହଂସିକା ମୋଟୱାନି ସ୍ବାମୀ ସୋହେଲ କାଥୁରିଆଙ୍କ ସହ ୟୁରୋପରେ ହନିମୁନ କଟାଉଛନ୍ତି। ସେମାନେ ଭିଏନାରେ ଖ୍ରୀଷ୍ଟମାସ ପାଳନ କରୁଥିବା ନେଇ ଏକ ଫଟୋ ଶେୟାର କରିଥିଲେ। ପରଦିନ ସେ ହଙ୍ଗେରି ରାଜଧାନୀ ବୁଡାପେଷ୍ଟରେ ସ୍ବାମୀଙ୍କ ସହ ବୁଲୁଥିବାର…

ମେକ୍ସିକୋ ପ୍ରବାସୀଙ୍କୁ ଆମେରିକାରେ ଶରଣ ମନା: ସୁପ୍ରିମ୍‌କୋର୍ଟ…

ଓ୍ବାଶିଂଟନ,୨୮।୧୨ : ଦୁଇ ବର୍ଷ ପୂର୍ବେ ସୁପ୍ରିମକୋର୍ଟ ମେକ୍ସିକୋ ସୀମାରୁ ପ୍ରବାସୀଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ ଆମେରିକା ସରକାରଙ୍କ ଆଦେଶକୁ ଅନୁମୋଦନ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର କରୋନା ଅବଧି ଦର୍ଶାଇ ମେକ୍ସିକୋ…

‘କେବଳ ଛୋଲେ ଭଟୁରେ ତିଆରି କରିବା ଜାଣିଥିଲେ’

ନୂଆଦିଲ୍ଲୀ: ସେଫ୍‌ ବିକାଶ ଖାନ୍ନା ତାଙ୍କ ରିଆଲିଟି ଶୋ’ ମାଷ୍ଟର ସେଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ନିକଟରେ ତାଙ୍କୁ କୌନ୍‌ ବନେଗା କରୋଡପତି ଶୋ’ର ହଟ୍‌ ସିଟ୍‌ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ…

ଅର୍ଥନୀତି ଅଭିବୃଦ୍ଧିରେ ଆଇଟି କମ୍ପାନୀର ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୨୮ା୧୨: ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଆଇଟି ସେକ୍ଟର କମ୍ପାନୀଗୁଡ଼ିକର ଯୋଗଦାନ ବେଶ୍‌ ଉଲ୍ଲେଖନୀୟ ରହିଛି। ବିଶେଷକରି ଏ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ହୁଅନ୍ତୁ କିମ୍ବା ଅଧିକାରୀ ସମସ୍ତେ ମୋଟା ଅଙ୍କର ଦରମା ମଧ୍ୟ ପାଇଥାନ୍ତି। ଏପରିକି ଗତ ୧୦ବର୍ଷରେ ଆଇଟି…

ଘଣ୍ଟାଏରେ ୨ ଥର ଥରିଲା ନେପାଳ…

କାଠମାଣ୍ଡୁ,୨୮।୧୨ : ବୁଧବାର ବିଳମ୍ବିତ ରାତିରେ ନେପାଳରେ ଏକ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଘଟିଛି। ନ୍ୟାଶନାଲ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନେପାଳ ଅନୁଯାୟୀ, ବାଗଲୁଙ୍ଗ ଜିଲାରେ କମ୍ପନର ତୀବ୍ରତା ୪.୭ ଏବଂ ୫.୩ ଥିଲା। ଖବର…

ଶାଓମି ଇଣ୍ଡିଆ ସହ ରିଲାଏନ୍ସ ଜିଓର ସହଭାଗିତା

ନୂଆଦିଲ୍ଲୀ,୨୮ା୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଶାଓମି ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିତ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି। ବିଶେଷକରି ଶାଓମି ଉପଭୋକ୍ତାମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜିଓ ଉକ୍ତ…

ଫିଟ୍‌ ର଼୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୮ା୧୨: ସିଡ୍‌ବିର ମେଣ୍ଟରଶିପ୍‌ ଓ ଅନ୍‌ଲାଇନ ପିଏସ୍‌ବି ଲୋନ୍‌ସ ଲିମିଟେଡ୍‌ (ଓପିଏଲ୍‌) ସହଭାଗିତାରେ ଟ୍ରାନ୍ସ ୟୁନିୟନ ସିବିଲ୍‌ ପକ୍ଷରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଫିଟ୍‌ (ଏଫ୍‌ଆଇଟି) ର଼୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଜିଏସ୍‌ଟି, ବ୍ୟାଙ୍କ…

ନେକ୍ସସ୍‌ ମଲ୍‌ସର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୮ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ବ୍ରାଣ୍ଡ ‘ନେକ୍ସସ୍‌ ମଲ୍‌ସ’ ପକ୍ଷରୁ ନିକଟରେ ଏକ ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଭିଯାନ ପରିପ୍ରେକ୍ଷୀରେ ଉନ୍ମୋଚିତ ହୋଇଥିବା ନେକ୍ସସ୍‌ ମଲ୍‌ସର ଡିଜିଟାଲ ଆଡ୍‌ ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ନେକ୍ସସ୍‌ ମଲ୍‌ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri