Home

୬ ମ୍ୟାଚ୍‌ରେ ୬ ଶତକ…ଏବେ ବିଶ୍ୱକପ୍‌ ଦୂର ନୁହେଁ !

ନୂଆଦିଲ୍ଲୀ,୨୪।୧: ଚଳିତ ବର୍ଷ ଶେଷ ଆଡ଼କୁ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହାକୁ ନେଇ ଭାରତୀୟ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୩ ପ୍ରଥମ ମାସରେ ଦଳ ଯେଉଁଭଳି ପ୍ରଦର୍ଶନ କରିଛି, ସେଥିରୁ ଦଳ ସଠିକ୍‌ ପ୍ରସ୍ତୁତି ଦିଗରେ କାମ କରୁଥିବା…

୫ ମହଲା କୋଠା ଭୁଶୁଡିଲା, ୫ ମୃତଦେହ ଉଦ୍ଧାର, ୩୦-୪୦ ଲୋକ ମାଟିତଳେ ଦବି ରହିଥିବା ଆଶଙ୍କା…

ଲକ୍ଷ୍ନୌ,୨୪।୧ : ଲକ୍ଷ୍ନୌର ହଜରତଗଞ୍ଜରେ ୧୫ ବର୍ଷ ପୁରୁଣା ଏକ ୫ ମହଲା କୋଠା ଭୁଶୁଡି ପଡ଼ିଛି। ଏଥିରେ ୫ ଜଣ ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମାଟି ତଳେ ୪୦-୫୦ ଲୋକ ଦବି ହୋଇ ରହିଥିବା ଆଶଙ୍କା…

ଇତିହାସ ରଚିଲା ଆର୍‌ଆର୍‌ଆର୍‌! ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’, ଖୁସିରେ ଝୁମିଲା ପୁରା ଟିମ୍‌…

ବମ୍ବେ: ଇତିହାସ ରଚିଛି ଏସ୍‌.ଏସ୍‌. ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’। ୯୫ତମ ଓସ୍କାର ପୁରସ୍କାର ୨୦୨୩ ପାଇଁ ନାମାଙ୍କନ ଶେଷ ହୋଇଥିବା ବେଳେ ଫିଲ୍ମର ଗୀତ ‘ନାଟୁ ନାଟୁ’ ଏଥିରେ ସ୍ଥାନ ପାଇଛି। ଏହା ‘ବେଷ୍ଟ ଅରିଜିନାଲ ସଙ୍ଗ’ କାଟାଗୋରୀ ଲାଗି ମନୋନୀତ…

ଭାରତର କ୍ଲିନ ସୁଇପ୍‌, ୩ରୁ ୩ ଜିତିଲା, କୋନଓ୍ବେଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ପୁଣି ହାରିଲା ନ୍ୟୁଜିଲାଣ୍ଡ…

ଇନ୍ଦୋର,୨୪।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜରେ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ମ୍ୟାଚକୁ ଜିତିଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାନ୍ଥାମ ଟସ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…

ହୁକ୍କା ଫେରିଲା: ବାର୍‌-ରେଷ୍ଟୁରାଣ୍ଟରେ ବ୍ୟବହାର ଉପରୁ ହଟିଲା ପ୍ରତିବନ୍ଧକ, ସରକାର ନିୟମ ଜାରି କରି ନାହାନ୍ତି ବୋଲି କହିଲେ ହାଇକୋର୍ଟ…

କୋଲକାତା,୨୪।୧ : ହାଇକୋର୍ଟ କୋଲକାତା ଏବଂ ସଲ୍ଟ ଲେକ ବାର ଏବଂ ରେଷ୍ଟୁରାଣ୍ଟରେ ହୁକ୍କା ବ୍ୟବହାର ଉପରେ ଲାଗୁହୋଇଥିବା ପ୍ରତିବନ୍ଧକ ମଙ୍ଗଳବାର ହଟାଇଛନ୍ତି। ନ୍ୟଶସନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ ଇଣ୍ଡିଆ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦାବି କରିଥିଲେ ଯେ, ଦୁଇ…

ପିଆଇବି ଫ୍ୟାକ୍ଟ ଚେକ୍‌ ପ୍ରସ୍ତାବ: ଲାଗୁ ପୂର୍ବରୁ ହିତାଧିକାରୀଙ୍କ ସହ ଆଲୋଚନା କରିବେ ସରକାର…

ନୂଆଦିଲ୍ଲୀ,୨୪।୧ : ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ନଜର ରଖିବା ପାଇଁ ପ୍ରେସ ଇନଫରମେଶନ ବ୍ୟୁରୋ (ପିଆଇବି)କୁ ସଶକ୍ତ କରିବାକୁ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଙ୍ଗଳବାର କହିଛନ୍ତି ଯେ ଏହି ପ୍ରସ୍ତାବ…

ରାଜାମୌଲୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ରାମ ଗୋପାଳ ବର୍ମା!

ବମ୍ବେ: ନିଜର ଫିଲ୍ମକୁ ନେଇ ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇଛନ୍ତି ଏସ୍‌.ଏସ୍‌. ରାଜାମୌଲୀ। ବାହୁବଳୀ ଏବଂ ଆର୍‌ଆର୍‌ଆର୍‌ ଭଳି ଫିଲ୍ମ ତାଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିଛି। ଏହାକୁ ଦେଖି ଇର୍ଷା କରିବା ସହ ଧମକ ଦେଇଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା।…

୧୧ ଜାତୀୟ ଶିଶୁ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୧ : ଜାତୀୟ ଶିଶୁ ପୂରସ୍କାରରେ ସମ୍ମାନିତ ୧୧ ଛୋଟପିଲାଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ପିଲାମାନଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପିଲାମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି, ଯେଉଁମାନେ…

ବଜେଟ ପୂର୍ବରୁ ୩୦ରେ ସର୍ବଦଳୀୟ ବୈଠକ…

ନୂଆଦିଲ୍ଲୀ,୨୪।୧ : ସଂସଦର ବଜେଟ ଅଧିବେଶନ ପୂର୍ବରୁ ଭାରତ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ୩୦ ଜାନୁଆରୀରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ବୈଠକ ପାଇଁ ସମସ୍ତ ଦଳକୁ ଡକାଯାଇଛି। ସରକାର ଚାହୁଁଛନ୍ତି ଯେ ବଜେଟ…

ମେଘାଳୟ ପାଇଁ ଟିଏମ୍‌ସିର ୧୦ ପ୍ରତିଶ୍ରୁତି…

ଶିଲଂ,୨୪।୧ : ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଟିଏମ୍‌ସି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ରାଜଧାନୀ ଶିଲଂରେ ଦଳୀୟ ଘୋଷଣା ପତ୍ର ପ୍ରକାଶ କରିଛନ୍ତି। ଏଥିରେ ୧୦ଟି ପ୍ରତିଶୃତି ଦିଆଯାଇଛି…

ଟୁଇଟର୍‌କୁ ପୁଣି ଫେରିଲେ କଙ୍ଗନା: ଆଗାମୀ ଫିଲ୍ମ ରିଲିଜ ଡେଟ୍‌ ନେଇ କଲେ ଘୋଷଣା

ବମ୍ବେ: ଟୁଇଟର୍‌କୁ ଫେରିଲେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ସର୍ବଦା ନିଜର ବୟାନକୁ ନେଇ ବିବାଦକୁ ଆସୁଥିବା କଙ୍ଗନାଙ୍କ ଆକାଉଣ୍ଟ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ଫେରିବା ପରେ ସେ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ ‘ଏମରଜେନ୍ସି’କୁ ନେଇ ବଡ଼ ଘୋଷଣା କରିଛନ୍ତି।…

ବିବିସି ଡକ୍ୟୁମଣ୍ଟାରି ନେଇ ସରକାରଙ୍କୁ କଂଗ୍ରେସର ସମର୍ଥନ: ଏକେ ଆଣ୍ଟୋନୀଙ୍କ ପୁଅ କହିଲେ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ…

ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଛନ୍ତି। ମଙ୍ଗଳବାର ଅନିଲ ଆଣ୍ଟୋନୀ କହିଛନ୍ତି ଯେ ବ୍ରିଟିଶ ପ୍ରସାରଣକାରୀ ବିବିସିର ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?