ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଆସାମ ହାଇକୋର୍ଟ କଠୋର, ପ୍ରଶ୍ନ କଲେ କେଉଁ ଆଇନ ଏଭଳି କରିବାକୁ ଅନୁମତି ଦେଉଛି…
ଗୁଆହାଟୀ,୧୯।୧୧ : ଆସାମର ଗୁଆହାଟୀ ହାଇକୋର୍ଟ ଅଭିଯୁକ୍ତଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ରାଜ୍ୟ ସରକାର ଙ୍କ ଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। କେଉଁ ଆଇନ ଅନୁଯାୟୀ ଏଭଳି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି? ଗୁଆହାଟୀ…
ଦୋକାନ ଭିତରକୁ ପଶିଗଲା କାର୍, ୩ ଛାତ୍ରୀ ଆହତ
ପୁରୁଷୋତ୍ତମପୁର,୧୯ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକଠାରେ କାର୍ ନଂ ଓଡି ୦୭ଏନ ୨୯୩୬ ଦ୍ରୁତ ଗତିରେ ଆସି ରାସ୍ତା ପାଶର୍ବରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିଲା। ଏହି ସମୟରେ ବସ୍ରୁ ଓହ୍ଲାଇ…
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସିଖବର, ଆଇପିଏଲ୍ ୨୦୨୩ରେ ଖେଳିବେ ଏହି ଘାତକ ବୋଲର୍!
ନୂଆଦିଲ୍ଲୀ,୧୯।୧୧: ଇଂଲଣ୍ଡର ତାରକା ଫାଷ୍ଟ ବୋଲର୍ ଜୋଫ୍ରା ଆର୍ଚରଙ୍କୁ ଆଇପିଏଲ୍ ୨୦୨୨ ମେଗା ନିଲାମରେ ୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) କିଣିଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ଗତ ସିଜନ୍ରେ ସେ ଖେଳିପାରି ନ ଥିଲେ। ଏବେ କିନ୍ତୁ ମୁମ୍ବାଇ…
ପଦ୍ମପୁର ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଜିଲାପାଳ
ବରଗଡ଼ ଅଫିସ,୧୯ା୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ରେ ଭୋଟ ଗ୍ରହଣ ହେବ। କଂଗ୍ରେସ, ବିଜେଡି, ଭାଜପା ପ୍ରାର୍ଥୀଙ୍କ ସମେତ ୧୧ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ସେହିପରି ନିର୍ବାଚନକୁ ନିରପେକ୍ଷ…
ୟୁକ୍ରେନ୍ ପରି ତାଇଓ୍ବାନ ଉପରେ ଆକ୍ରମଣ ହେବା ଆଶଙ୍କା, ୧୭ ଚାଇନା ଯୁଦ୍ଧ ବିମାନ-୩ ଯୁଦ୍ଧ ପୋତ ସୀମାରେ…
ତାଇପେଇ,୧୯।୧୧ : ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପରେ ଅନ୍ୟ ଏକ ଯୁଦ୍ଧର ବିପଦ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତାଇୱାନ ଆଡ଼କୁ ନିଜର ଯୁଦ୍ଧ ବିମାନ ଏବଂ ଯୁଦ୍ଧ ଜାହାଜ ପଠାଇ ଚାଇନା କ୍ରମାଗତ ଭାବେ ଯୁଦ୍ଧ ଆଶଙ୍କା ସୃଷ୍ଟି…
ଜାତୀୟ ଚୟନ କମିଟି ବହିଷ୍କୃତ ହେବା ପରେ ଖୁସି ମନାଉଛନ୍ତି କୋହଲିଙ୍କ ପ୍ରଶଂସକ
ନୂଆଦିଲ୍ଲୀ,୧୯।୧୧: ଟି୨୦ ବିଶ୍ୱକପ୍ ସେମିଫାଇନାଲରେ ପରାଜିତ ହୋଇ ଫେରିବା ପରଠାରୁ ସମାଲୋଚିତ ହେଉଛି ଟିମ୍ ଇଣ୍ଡିଆ। ଏଭଳି ସ୍ଥିତିରେ ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଏନେଇ ଘୋଷଣା…
ଭଙ୍ଗାଯିବ ବ୍ରିଟିଶ ଅମଳର ରେଳ ବ୍ରିଜ୍, ଶନିବାର ରାତି ୧୧ଟା ଠାରୁ ୨୭ ଘଣ୍ଟିଆ ମେଗା ବ୍ଲକ୍…
ମୁମ୍ବାଇ,୧୯।୧୧ : ରେଳବାଇ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି) ଏବଂ ମସଜିଦ ବନ୍ଦର ଷ୍ଟେଶନ ଲାଇନ ମଧ୍ୟରେ ବ୍ରିଟିଶ ଯୁଗର କାର୍ନାକ ବ୍ରିଜକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଶନିବାର ରାତିରୁ ୨୭ ଘଣ୍ଟାର ଏକ ମେଗା ବ୍ଲକ…
ସେନା ମୁଖ୍ୟ ନିଯୁକ୍ତି ନେଇ ପାକିସ୍ତାନ ସରକାରରେ ମତଭେଦ
ଇସଲାମାବାଦ,୧୯ା୧୧: ପାକିସ୍ତାନ ସରକାରରେ ନୂତନ ସେନା ମୁଖ୍ୟ ନିଯୁକ୍ତିକୁ ନେଇ ମତଭେଦ ତୀବ୍ର ହୋଇଛି। ଶାସକ ମିଳିତ ମଞ୍ଚର ବରିଷ୍ଠ ଅଧିକାରୀମାନେ ଏହି ପ୍ରସଙ୍ଗରେ ବିରୋଧୀ ବିବୃତ୍ତି ଦେଇଛନ୍ତି। ନଭେମ୍ବର ୨୯ରେ ଅବସର ନେବାକୁ ଥିବା ଆର୍ମି ଚିଫ୍ ଜେନେରାଲ କମର…
କିଏ ହେବ ଭାରତୀୟ ଟିମ୍ର ନୂତନ ମୁଖ୍ୟ ଚୟନକର୍ତ୍ତା? ସବୁଠୁ ଆଗରେ ଏହି ଭେଟେରାନ୍
ନୂଆଦିଲ୍ଲୀ,୧୯।୧୧: ବିସିସିଆଇ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଭାରତୀୟ କ୍ରିକେଟ ଦଳ ଟି୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରି ନ ପାରିବାରୁ ବୋର୍ଡ ଏହି ପଦକ୍ଷେପ ନେଇଛି। ଏଭଳି…
ରବିବାର ନେପାଳରେ ନିର୍ବାଚନ, ବିରୋଧ କରୁଥିବା କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ଗିରଫ…
କାଠମାଣ୍ଡୁ,୧୯।୧୧ : ନେପାଳରେ ରବିବାର ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଶନିବାର ନେପାଳ କମ୍ୟୁନିଷ୍ଟ ପାର୍ଟି (କାନ୍ତିକାରୀ ମାଓବାଦୀ)ର ୬ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ହେବାକୁ ଥିବା ସାଧାରଣ ନିର୍ବାଚନ ବିରୋଧରେ ଏହି ଦଳର…
ଏଲନ କେମିତି ହୋଇଥିଲେ ଟୁଇଟର ମାଲିକ ଜାଣନ୍ତି…
ଇଲେକ୍ଟ୍ରିକ କାର୍ ନିର୍ମାତା ଟେସ୍ଲାର ସିଇଓ ଏଲନ୍ ମସ୍କ ବର୍ତ୍ତମାନ ଟୁଇଟରର ମାଲିକ ହୋଇଛନ୍ତି। ଏଲନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଗଣା। ଯାହାଙ୍କ ସମ୍ପତ୍ତି ମୂଲ୍ୟ ୩ ଶହ ବିଲିୟନ ଡଲାର ଅଟେ। ଚଳିତ ବର୍ଷ ମାର୍ଚ୍ଚରେ ସେ…
ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଇରାନ ସୀମାରେ ଛାଡୁଛି ତୁର୍କୀ…
ଆଙ୍କରା,୧୯।୧୧ : ତୁର୍କୀ ନିୟମିତ ଭାବେ ହଜାର ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଇରାନ ସୀମାରେ ଛାଡୁଛି। ସେମାନଙ୍କୁ ଇରାନ ବାଟେ ଆଫଗାନିସ୍ତାନ ଫେରିବାକୁ ବାଧ୍ୟ କରାଯାଉଛି। ହ୍ୟୁମାନ ରାଇଟ୍ସ ୱାଚ ରିପୋର୍ଟରେ ଏହା ଦାବି କରାଯାଇଛି। ଆଫଗାନିସ୍ତାନର ଟୋଲୋ ନ୍ୟୁଜ ମାନବିକ…
Archives


