ଫାସଟ୍ୟାଗ୍ସ ଦ୍ୱାରା ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧ : ଫାସଟ୍ୟାଗ୍ସ ମାଧ୍ୟମରେ, ଗତ କିଛି ବର୍ଷ ମଧ୍ୟରେ ଟୋଲ ସଂଗ୍ରହରେ ବୃଦ୍ଧି ଘଟିଛି । ୨୦୨୧ ବର୍ଷ ତୁଳନାରେ, ୨୦୨୨ରେ ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧ ମସିହାରେ ସଂଗ୍ରହ ପରିମାଣ ୩୪,୭୭୮ କୋଟି ଥିଲା, ଯାହା ୨୦୨୨ ମସିହାରେ ୫୦,୮୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

ଗତ ବର୍ଷ ଡିସେମ୍ବରରେ, ନ୍ୟାଶନାଲ ଟୋଲ ପ୍ଲାଜାରେ ହାରାହାରି ଦୈନିକ ଆୟ ୧୩୪.୪୪ କୋଟି ଏବଂ ୨୪ ଡିସେମ୍ବରରେ ଏହା୧୪୪.୧୯ କୋଟି ଥିଲା, ଯାହାକି ଗୋଟିଏ ଦିନରେ ସର୍ବାଧିକ ସଂଗ୍ରହ ଥିଲା। ସେହିଭଳି,ଫାସଟ୍ୟାଗ୍ସ ଟ୍ରାଞ୍ଜାକଶନରେ ୨୦୨୧ରୁ ୨୦୨୨ ମସିହାରେ ୪୮ ପ୍ରତିଶତ ବୃଦ୍ଧି ଘଟିଥିଲା। ୨୦୨୧ ରେ ଏହି କାରବାର ୨୧୯ କୋଟି ଥିଲାବେଳେ ୨୦୨୨ରେ ଏହା ୩୨୪ କୋଟି ହୋଇଥିଲା। ଏପର୍ଯ୍ୟନ୍ତ ୬.୪ କୋଟି ଫାସଟ୍ୟାଗ୍ସ ଜାରି କରାଯାଇଛି। ୨୦୨୧ ମସିହାରେ, ମୋଟ ୯୨୨ ଟୋଲ ପ୍ଲାଜା ଏଥିରେ ସାମିଲ ହୋଇଥିବାବେଳେ ଉପରେ ଆଧାରିତ ହୋଇଥିବାବେଳେ ୨୦୨୨ ରେ ଏହା ୧,୧୮୧କୁ ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଲେ ନୀତୀଶ!

ପାଟନା,୮ ।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଧାରଣତଃ କମ୍ ରାଗିବାର ଦେଖାଯାଇଥାଏ । ହେଲେ ଗତ କିଛି ମାସ ହେବ ମଞ୍ଚ ଉପରେ ନୀତୀଶଙ୍କ...

ଦିଲ୍ଲୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ଅଭାବ ପଡିଲାଣି ବେଡ୍‌

ନୂଆଦିଲ୍ଲୀ,୧୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେବି ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ...

ଭାରତରେ ଧନୀକଙ୍କ ସଂଖ୍ୟା ସର୍ବାଧିକ, ତେବେ ବି ବେରୋଜଗାରୀଙ୍କ ସଂଖ୍ୟା ବଢୁଛି, କହିଲେ ରାହୁଲ…

ମେହବୁବନଗର,୨୯।୧୦ : ଭାରତ ଯୋଡୋ ଯାତ୍ରାରେ ତେଲେଙ୍ଗାନାରେ ମେହବୁବନଗରଠାରେ ଏକ ରାଲିରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶରେ ଥିବା ଧନୀକଙ୍କ ସଂଖ୍ୟା...

ଏହି ରାଜ୍ୟରେ ମେ’୩୧ ଯାଏ ମାତ୍ର ୪ଘଣ୍ଟା ଚାଲିବ ବ୍ୟାଙ୍କ ସେବା

ପାଟନା,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ରୋକିବା...

ସେକ୍ସ ର଼୍ୟାକେଟରୁ ଉଦ୍ଧାର ହେଲେ ଟିଭି ଅଭିନେତ୍ରୀ

ପାଣଜୀ,୧୯।୩: ଗୋଆ କ୍ରାଇମ୍‌ ବ୍ରାଞ୍ଚ ରାଜଧାନୀ ପଣଜୀ ନିକଟସ୍ଥ ସଙ୍ଗୋଲଦା ଗ୍ରାମରୁ ଏକ ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ...

ଫାଶୀ ପୂର୍ବର ୨୪ ଘଣ୍ଟା…

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଦୋଷୀମାନଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ ତିହାର ଜେଲ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏବେ...

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଲାଗି ରହିଛି ବିବାଦ, ଦିଲ୍ଲୀ-କୋଲକାତା ପରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରେ ହେବ ସ୍କ୍ରିନିଂ

ନୂଆଦିଲ୍ଲୀ,୨୮ ।୧: ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ବିବାଦ ଜାରି ରହିଛି । ଦିଲ୍ଲୀ ଓ କୋଲକାତାରେ ସ୍କ୍ରିନିଂର ଜିଦ ପରେ ଶନିବାର ମୁମ୍ବାଇର ଟାଟା...

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

Advertisement
Archives

Model This Week