Home

ମୁଁ ବିବାହିତ ପୁରୁଷଙ୍କୁ କେବେ କରିବି ନାହିଁ ପ୍ରେମ

ପାକିସ୍ତାନର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ନିକଟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏହି ଛାଡପତ୍ରର ପଛରେ ପାକିସ୍ତାନ ଅଭିନେତ୍ରୀ ଆୟେଶା ଉମର ଥିବା କୁହାଯାଉଥିଲା। କାରଣ ଶୋଏବ ଏବଂ…

ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଅନେକ ବିଶ୍ୱ ରେକର୍ଡ ବିଷୟରେ ଜାଣିଥିବେ। କଠିନ ପରିଶ୍ରମ, ଦୀର୍ଘ ବର୍ଷର ଅଭ୍ୟାସ କରି ଲୋକେ ସୁନାମ ଅର୍ଜନ କରନ୍ତି। ଠିକ୍‌ ସେମିତି ଜଣେ ବ୍ୟକ୍ତି କଠିନ ପରିଶ୍ରମ କରି ତାଙ୍କ ଦାଢ଼ିରେ ଶହ ଶହ ଘଣ୍ଟି ବାନ୍ଧି…

ଗାଁକୁ ନାହିଁ ରାସ୍ତା, ବିଜୁଳି ସାତସପନ

ନୂଆପଡ଼ା ଅଫିସ,୨୨।୧୨: କେନ୍ଦ୍ର ତଥା ରାଜ୍ୟ ସରକାର ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଓ ପାନୀୟଜଳ ଭଳି ମୌଳିକ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ସବୁ ଯୋଜନା ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ…

ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସରକାର କରୁଛନ୍ତି ବାହାନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୧୨: ହରିୟାଣାରେ ଭାରତ ଯୋଡୋ ଯାତ୍ରା ଚାଲିଥିବାବେଳେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ହରିୟାଣାର ନୁହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ଚିଠି ଉପରେ ମଧ୍ୟ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯାତ୍ରାକୁ ବନ୍ଦ…

କରୋନାକୁ ନେଇ ସରକାର ତତ୍ପର: ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୨।୧୨: ଚାଇନା-ଆମେରିକା ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂତନ ମାମଲା ବୃଦ୍ଧି ସହିତ ଭାରତରେ ମଧ୍ୟ ମହାମାରୀ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚ ସ୍ତରୀୟ…

ରାୟଗଡ଼ା ଜିଲାରେ ୧୦ ଟଙ୍କିଆ ମୁଦ୍ରା ଅଚଳ

ରାୟଗଡ଼ା,୨୨ା୧୨(ସ୍ବ.ପ୍ର.): ଦେଶରେ ସବୁଠି ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ ଥିବାବେଳେ କେତେକ ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାରେ ଏହା ଅଚଳ ହୋଇଛି। ରାୟଗଡ଼ା ଜିଲାରେ ବଜାରରେ କୌଣସି ସ୍ଥାନରେ ୧୦ ଟଙ୍କିଆ ମୁଦ୍ରା ଅଚଳ ଥିବାବେଳେ କେବଳ…

କରୋନାକୁ ନେଇ ସରକାର ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚାଇନାରେ ଆତଙ୍କ ଖେଳାଇଥିବା ଓମିକ୍ରନର ସବ୍‌ଭାରିଆଣ୍ଟ ବିଏଫ.୭ ଚିହ୍ନଟ ହେବା ପରେ ଆକ୍ସନ ମୋଡ୍‌ରେ ଆସିଛନ୍ତି ସରକାର। ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି କୋଭିଡ ସ୍ଥିତିର ସମୀକ୍ଷା କରିବେ। ଏହାପୂର୍ବରୁ ଲୋକ ସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ…

କରୋନାକୁ ନେଇ ଚିନ୍ତା: ଏପ୍ରିଲ୍‌ଠାରୁ ୭ ମାସ ମଧ୍ୟରେ ହୋଇନି କୋଭିଡ ନ୍ୟାଶନାଲ ଟାସ୍କଫୋର୍ସ ବୈଠକ…

ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ତେବେ ଏତେ ଚିନ୍ତା କରୁଥିବା ସରକାରଙ୍କ କୋଭିଡ ନ୍ୟାଶନାଲ ଟାସ୍କଫୋର୍ସର ବୈଠକ ଏପ୍ରିଲଠାରୁ ଅନୁଷ୍ଠିତ ହୋଇନାହିଁ। ସରକାରଙ୍କ…

ଭାରତ-ଆମେରିକା ସୈନ୍ୟ ପ୍ରମୁଖଙ୍କ ମଧ୍ୟରେ ଫୋନରେ ଆଲୋଚନା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୧୨ : ସୀମାରେ ଭାରତ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ସମୟରେ ଆମେରିକାର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମାର୍କ ଏ ମାଇଲି ଏବଂ ତାଙ୍କ ଭାରତୀୟ ପ୍ରତିପକ୍ଷ ଭାରତୀୟ ପ୍ରତିରକ୍ଷା ବାହିନୀର ମୁଖ୍ୟ ଜେନେରାଲ…

୧୨ ବର୍ଷ ପରେ ଟେଷ୍ଟରେ ପ୍ରଥମ ଉଇକେଟ୍‌ ନେଲେ ଏହି କ୍ରିକେଟର୍‌

ମୀରପୁର,୨୨।୧୨: ମୀରପୁରରେ ଖେଳାଯାଉଥିବା ଭାରତ-ବାଂଲାଦେଶ ଟେଷ୍ଟରେ ଜୟଦେବ ଉନାଦକତ୍‌ ଟିମ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଛନ୍ତି। ସେ ଜାକିର ହାସନଙ୍କୁ ଆଉଟ୍‌ କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ତାଙ୍କର ପ୍ରଥମ ଉଇକେଟ ଥିଲା। ଏଠାରେ ବିଶେଷ କଥା ହେଉଛି ତାଙ୍କର ପ୍ରଥମ…

ମୋରବି ଝୁଲାପୋଲ ମାମଲା: ଯାଞ୍ଚ ଅଗ୍ରଗତି ରିପୋର୍ଟ ଲୋଡିଲେ ହାଇକୋର୍ଟ…

ଅହମଦାବାଦ,୨୨।୧୨ : ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ କ’ଣ କରିଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଉ…

ଇଡ୍‌କଲ ଡିଏମ୍‌ ଗୟା ସାଁନ୍ତରା ଗିରଫ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଇଡ୍‌କଲ ଡେପୁଟି ମ୍ୟାନେଜର(ଡିଏମ୍‌) ଗୟା ସାଁନ୍ତରାଙ୍କୁ ଗୁରୁବାର ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଗୟାଘରୁ ବିପୁଳ ପରିମାଣର ଟଙ୍କା ଏବଂ ସୁନା ଜବତ ହୋଇଥିଲା। ତାଙ୍କ ଘରୁ ୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri