କ୍ୟାମେରାମ୍ୟାନ ମାନସ ହତ୍ୟା କାରଣ କେବଳ ମେମୋରି ଚିପ୍, ନା ଆଉ କିଛି
ଭୁବନେଶ୍ୱର,୧।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା କାରଣ କେବଳ ମେମୋରି ଚିପ୍ ନା ଆଉ କିଛି। ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୪ ଦିନ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ତନାଘନା କରିବା ସହ ଏପରି କିଛି ସନ୍ଦେହ କରିଛି।…
ରେଳଧାରଣା ଭାଙ୍ଗିଥିବା ଦେଖି ଲାଲ ଶାଢ଼ୀ ହଲାଇଲେ ବୃଦ୍ଧା, ଟଳିଲା ବଡ ଦୁର୍ଘଟଣା
କେବଳ ଅଧ୍ୟୟନ ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ। ଅନେକ ସମୟରେ ପାଠ ନ ପଢ଼ି ମଧ୍ୟ କିଛି ଲୋକ ଏଭଳି କାର୍ଯ୍ୟ କରିଥାନ୍ତି, ଯାହା ପ୍ରଶଂସାର କାରଣ ପାଲଟେ। ଉତ୍ତରପ୍ରଦେଶର ଏଟା ଜିଲାରେ ଜଣେ ବୃଦ୍ଧା ମହିଳା ଏଭଳି…
ପଦ୍ମଶ୍ରୀ ମିଳିବା ପରେ ଖୁବ୍ ଖୁସି ଅଛନ୍ତି ସୋନୁ
ମୁମ୍ବାଇ: ବଲିଉଡର ଜଣାଶୁଣା ସିଙ୍ଗର ସୋନୁ ନିଗମଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପାଇବା ପରେ ସୋନୁ ଖୁବ୍ ଖୁସ ିଅଛନ୍ତି । ଏହି ଅବସରରେ ସେ ଇଣ୍ଡଷ୍ଟ୍ରିର ଫ୍ରେଣ୍ଡସଙ୍କ ପାଇଁ ଏକ…
ଦୟାଲ ଆଶ୍ରମରେ କାନ୍ଦିଲେ ଶର୍ମିଷ୍ଠା
ଭୁବନେଶ୍ୱର,୧।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ଶୁକ୍ରବାର ରିମାଣ୍ଡର ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ଭୁବନେଶ୍ୱରସ୍ଥିତ ଦୟାଲ ଆଶ୍ରମକୁ ଆଣି ତଦନ୍ତ ଆରମ୍ଭ କରିଛି। ହେଲେ…
କୂଅରୁ ମିଳିଲା ଯୁବତୀଙ୍କ ମୃତଦେହ, ଯୁବକ ଅଟକ
ସୋରଡା,୧।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡଗଡ ଥାନା ସୋରଡା ଆସିକା ଜାତୀୟ ରାଜପଥ ଖରିଗୁମା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବତୀଙ୍କ ମୃତଦେହ ଜବତ କରାଯାଇଛି। ସେ ହେଲେ ଖାରିଗୁଡା ଗ୍ରାମର ରଙ୍କନିଧି ଗଉଡଙ୍କ ଝିଅ ଅଭାବିନୀ ଗଉଡ(୨୦)। ମିଳିଥିବା…
କ୍ୟାମେରାମ୍ୟାନ ହତ୍ୟା ମାମଲା: ସ୍କ୍ରିନ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ
ଚାନ୍ଦବାଲି,୧।୪(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ସ୍କ୍ରିନ ରିକ୍ରିଏଶନ କରାଯାଇଛି। ଚାନ୍ଦବାଲି ପଳାସପୁର ଗ୍ରାମରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ସ୍କ୍ରିନ ରିକ୍ରିଏଶନ କରିଛି। ଶୁକ୍ରବାର କଟକରୁ ଚାନ୍ଦବାଲି ପଳାସପୁର ବଧିମୁହ ଛକ ନିକଟରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ…
‘ଦଶବି’ର ନୂଆ ଗୀତ ରିଲିଜ୍
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଦଶବି’ର ପ୍ରମୋଶନରେ ବ୍ୟସ୍ତ। ଏହି ଫିଲ୍ମରେ ଜଣେ ବ୍ୟକ୍ତିଙ୍କ କାହାଣୀ ବିଷୟରେ ଦେଖାଯାଇଛି, ଯିଏ ଦୁର୍ନୀତିରେ ଲିପ୍ତ ରହି ଜେଲକୁ ଯିବା ପରେ ଜେଲରୁ ଦଶମ ପରୀକ୍ଷା ଦିଏ। ଫିଲ୍ମକୁ…
ମୂଷା ଲାଗି ୨ ଡାକ୍ତର ନିଲମ୍ବିତ
ହାଇଦ୍ରାବାଦ,୧।୪: ମୂଷା ପାଇଁ ଦୁଇ ଡାକ୍ତର ନିଲମ୍ବିତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାର ଏକ ପ୍ରତିଷ୍ଠିତ ହସ୍ପିଟାଲରୁ। ମିଳିଥିବା ସୂଚନା ମୁତାବକ, ହସ୍ପିଟାଲର ଆଇସିୟୁରେ ଭିତରେ ମୂଷା ପଶି ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଗୋଡ ଏବଂ ହାତକୁ…
ଟ୍ରେଲର ପରେ ଏବେ ଦର୍ଶକଙ୍କ ଦିଲ୍ ଜିତିବାକୁ ଆସିଲା ‘ହିରୋପନ୍ଥି ୨’ର ନୂଆ ଗୀତ
ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ତାଙ୍କର ଅଗାମୀ ମୁଭି ‘ହିରୋପନ୍ଥି-୨’ରେ ଦେଖାଯିବେ । ଆକ୍ସନରେ ଭରପୁର ହି ମୁଭି ୨୯ ଏପ୍ରିଲରେ ରିଲିଜ୍ ହେବାର ଯୋଜନା ରହିଛି ।ଏହି ସମୟରେ ମୁଭିର ଏକ ଗୀତ ’ଜଲୱାନୁମା’ ରିଲିଜ୍ ହୋଇଯାଇଛି ।…
ଓଡ଼ିଶାକୁ ଫେରିଲେ ପଦ୍ମଶ୍ରୀ ପ୍ରମୋଦ ଭଗତ
ଭୁବନେଶ୍ବର,୧।୪(ବ୍ୟୁରୋ): ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ପାରାଲମ୍ପିଆନ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ କ୍ରୀଡ଼ାବିତ୍ଙ୍କୁ ପଦ୍ମଶ୍ରୀ ସମ୍ମାନ ଓ ଏହାଦ୍ବାରା କୀଡ଼ାବିତଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ନେଇ ପ୍ରତିକ୍ରିୟା…
ଚିହ୍ନନ୍ତୁ କିଏ? ପ୍ରଥମେ ଶିଶୁ କଳାକାରରୁ ଷ୍ଟାର; ଆଜି ନବାବଙ୍କ ଘରର ଜ୍ୱାଇଁ
ବମ୍ବେ: ବଲିଉଡ୍ରେ ଅନେକ ଷ୍ଟାର ଏମିତି ଅଛନ୍ତି ଯେଉଁମାନେ ପିଲାଟିଦିନରୁ ଅଭିନୟ ସହ ଜଡ଼ିତ। ସେଭଳି ଜଣେ ହେଲେ କୁନାଲ ଖେମୁ। ତାଙ୍କ ବାପା ମଧ୍ୟ ଜଣେ ଅଭିନେତା ଥିବାରୁ କୁନାଲ ଅଭିନୟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆମିର ଖାନ୍ଙ୍କ…
‘ମା’ ଦେଇଛି ଜନ୍ମ, ସ୍କୁଲ ଦେଇଛି ଜୀବନ’
ଭୁବନେଶ୍ୱର,୧।୪(ବ୍ୟୁରୋ): ବାଣୀବିହାର ଅଡିଟୋରିୟମଠାରେ ଶୁକ୍ରବାର ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ସ୍ଥିତ ବାଣୀବିହାର ଯୁନିଭରସିଟି ହାଇସ୍କୁଲର ସ୍ମୃତିଚାରଣ କରିଥିଲେ। ସେ ଏହି ସ୍କୁଲର ଛାତ୍ର ଥିଲେ…
Archives


