Home Left

ସ୍ମାର୍ଟ ଓ୍ବାଚ୍‌ ଫ୍ୟାଶନ୍‌ ସହ ଫିଟ୍‌ନେସ୍‌

ଦିନଥିଲା ହାତରେ ଘଣ୍ଟା ପିନ୍ଧାଯାଉଥିଲା ସମୟ ଦେଖିବା ପାଇଁ। ଧୀରେ ଧୀରେ ଡ୍ରେସ୍‌ ସହ ମ୍ୟାଚ୍‌ କରି କେବେ ଚେନ୍‌ ତ କେବେ ଲେଦର ପୁଣି କେବେ ଭଳିକି ଭଳି କଲରଫୁଲ୍‌ ପ୍ଲାଷ୍ଟିକ୍‌ ବ୍ୟାଣ୍ଡ୍‌ ଥିବା ଘଣ୍ଟା ପାଲଟିଲା ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ।…

ଗତ ୨୪ ଘଣ୍ଟାରେ ମାତ୍ର ୧୦ ସଂକ୍ରମିତ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭ଜଣ ଥିବା ବେଳେ ଲୋକାଲ କେସ୍‌ ୩ ରହିଛି। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପିଲା ଥିବା ନେଇ ରବିବାର ରାଜ୍ୟ ସୂଚନା…

କ୍ଲିନ୍‌ ବୋଲ୍ଡ ହେବା ପରେ ରାଗରେ ନିଆଁବାଣ ହୋଇଗଲେ ଈଶାନ, କରିଦେଲେ ଏପରି କାମ ଯେ…

ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ଭାବେ ଖରାପ ପ୍ରଦର୍ଶନ ଜାରି ରଖିଛି। ଶନିବାର ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ୧୮ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଠାରୁ ପରାଜିତ ହୋଇଛି। ଟୁର୍ନାମେଣ୍ଟରେ କ୍ରମାଗତ ୬ଷ୍ଠ ପରାଜୟ ପରେ ଦଳ…

ନୃତ୍ୟ ଦେଇଛି ପରିଚୟ

ପିଲାଟି ଦିନରୁ ତାଙ୍କର ନୃତ୍ୟ କ୍ଷେତ୍ରରେ ବେଶ୍‌ ରୁଚି। ଯେଉଁଥିପାଇଁ ସେ ନିଜ ଜିଲା ସମେତ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛି ବ୍ରହ୍ମପୁର…

ଦୂରାନ୍ତୁ ଫଙ୍ଗାଲ୍‌ ଇନ୍‌ଫେକ୍ସନ…

  ଖରାଦିନେ ଝାଳ ଲାଗି ଶରୀରର ବିଭିନ୍ନ ସ୍ଥାନରେ ବିଶେଷକରି ଜଙ୍ଘ ଏବଂ କାଖ ଆଦି ସ୍ଥାନରେ କୁଣ୍ଡାଇ ହେବା ସମସ୍ୟା ଅନେକଙ୍କଠାରେ ଦେଖାଦେଇଥାଏ। ଏହାକୁ ଅନେକେ ଅଣଦେଖା କରନ୍ତି ଅବା ପାଉଡର ପକାଇ କମାଇବାକୁ ଚେଷ୍ଟା କରନ୍ତି। ହେଲେ କେବେକେବେ…

ଦିଲ୍ଲୀ ହିଂସା ପରେ ଆଲର୍ଟରେ ୟୁପିର କିଛି ସହର

ଲକ୍ଷ୍ନୌ,୧୭ ।୪: ଉତ୍ତର-ପଶ୍ଚିମ ଦିଲ୍ଲୀର କିଛି ସ୍ଥାନରେ ଶନିବାର ସନ୍ଧ୍ୟାରେ ହୋଇଥିବା ସାଂପ୍ରଦାୟିକ ହିଂସାପରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲାରେ ପୋଲିସ ହାଇ ଆଲର୍ଟରେ ରହିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, କମିଶନଙ୍କ ନିର୍ଦ୍ଦେଶ ପରେ ନୋଏଡା, ସେଣ୍ଟ୍ରାଲ…

ସୁଦର୍ଶନ ସାହୁ ପାଇବେ କଳିଙ୍ଗ ରତ୍ନ ସମ୍ମାନ

କଟକ ଅଫିସ, ୧୭।୪: ପ୍ରସିଦ୍ଧ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଚଳିତବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୨୩ ତାରିଖରେ କଟକ ସାରଳା…

ସରିଲା ରିମାଣ୍ଡ, ଆଜି କୋର୍ଟରେ ହାଜର

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୧୭।୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତି ବିବାଦରୁ ବଡ଼ଭାଇଙ୍କ ପରିବାରର ସମସ୍ତ ୫ ଜଣଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ ତଥା ସାନ ଭାଇ ଶିବ ପ୍ରସାଦ ସାହୁଙ୍କ ୩ଦିନିଆ ରିମାଣ୍ଡ ଅବଧି ଶନିବାର ଶେଷ…

ଆଫଗାନିସ୍ତାନ ଉପରେ ପାକିସ୍ତାନ ବାୟୁସେନାର ବୋମାମାଡ: ମହିଳା, ଶିଶୁ ସମେତ ୩୦ ମୃତ

ଇସଲାମାବାଦ,୧୭ ।୪: ପାକିସ୍ତାନ ବାୟୁସେନା ଶନିବାର ରାତିରେ ତା’ର ପଡୋଶୀ ଦେଶ ଆଫଗାନିସ୍ତାନ ଉପରେ ବୋମାମାଡ କରିଥିବା ସୂଚନା ମିଳିଛି । ଏହି ବୋମାମାଡରେ ଶିଶୁ ଓ ମହିଳାଙ୍କ ସମେତ ମୋଟ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପାକିସ୍ତାନ ସେନା…

ଭାରତ ପାଇଁ ଗୌରବ ଆଣିଲେ ଅଭିନେତା ଆର୍‌. ମାଧବନଙ୍କ ପୁଅ

ନୂଆଦିଲ୍ଲୀ,୧୭।୪: ଅଭିନେତା ଆର୍‌. ମାଧବନଙ୍କ ପୁଅ ବେଦାନ୍ତ ମାଧବନ ଅନ୍ତର୍ଜାତୀୟସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ସେ ଡେନିଶ୍‌ ଓପନ ସନ୍ତରଣ ପ୍ରତିଯୋଗିତାର ପୁରୁଷ ୧୫୦୦ ମିଟର ଫ୍ରିଷ୍ଟାଇଲ୍‌ ଇଭେଣ୍ଟରେ ଭାଗନେଇ ରୋପ୍ୟ ପଦକ ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ…

୨୦ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୭।୪: ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ହେଉଛି। ଏପରି କି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର,୧୭।୪ (ବ୍ୟୁରୋ): ସେଲ୍ଫ ଫାଇନାନ୍ସିଂ କୋର୍ସର ସିଟ୍‌ ସଂଖ୍ୟା ହ୍ରାସ ଓ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ନାମଲେଖାକୁ ବିରୋଧ ସହ ବିଭିନ୍ନ ଦାବି ନେଇ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଘେରାଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri