Home Left

ପହିଲା ଯାଏ ଅସହ୍ୟ ତାତି

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ୩୦ ମାର୍ଚ୍ଚରୁ ଏପ୍ରିଲ ୧ ଯାଏ ଗ୍ରୀଷ୍ମ ପ୍ରବାହ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ପବନ ବୋହିବା ସମ୍ଭାବନା ରହିଛି। ଫଳରେ…

ରହିବନି ବ୍ୟାକ୍‌ପେନ୍‌

ଏକ ନିର୍ଦ୍ଦିଷ୍ଟ ପୋଜିସନରେ ବହୁ ସମୟ ଧରି କାମ କରିବା ଫଳରେ ମାଂସପେଶୀ ଟାଇଟ୍‌ ହୋଏ ବ୍ୟାକ୍‌ପେନ୍‌ ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଏକ୍ସରସାଇଜ୍‌ କରିବା ନିହାତି ଆବଶ୍ୟକ। ଏକ୍ସରସାଇଜ୍‌ ପାଇଁ ଯଦି ସମୟ ନାହିଁ ତେବେ ପଶ୍ଚିମ…

ଭଲ ନୁହେଁ ବେଶି ଲାଜ

କଥାରେ ଅଛି ଲାଜ ନାରୀର ଭୂଷଣ। ଲାଜ କେତେବେଳେ ପ୍ରେମ ତ କେତେବେଳେ ଶ୍ରଦ୍ଧା ଆଉ ସମ୍ମାନ। ଲାଜ ପୁଣି ବେଳେବେଳେ ପାଲଟେ ଅନୁଶାସନ। ନାରୀ ପାଇଁ ଏହା ଏକ ସୁନ୍ଦର ବିଭବ, କିନ୍ତୁ ବେଳେବେଳେ ଅତ୍ୟଧିକ ଲାଜ ନିଜ ପାଇଁ…

‘ବାଦୋନି ଆମ ପାଇଁ ବେବି ଏବି’

ମୁମ୍ବାଇ,୨୯।୩ : ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ ପଦାର୍ପଣ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ପାଇଁ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଆୟୁଷ ବାଦୋନିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ଅଧିନାୟକ ଲୋକେଶ ରାହୁଲ। ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ୨୯…

ରାଗିଛନ୍ତି ଆଲିଆ

ବଲିଉଡର ଆଗଧାଡିର ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ ଅଫିସରେ ଫିଲ୍ଟଟି ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ଆର୍‌ଆର୍‌ଆର୍‌’ରେ ଚରିତ୍ର କମ୍‌ ଥିବାରୁ ଆଲିଆ ଖୁସି…

ଦାଢ଼ି ନ ଥିଲେ ଅଫିସ ମନା

କାବୁଲ,୨୯।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିପରି ଡ୍ରେସ୍‌ କୋଡ୍‌ ନିୟମ ପାଳନ କରୁ ନ ଥିଲେ ଚାକିରିରୁ ବିଦା ହେବେ। ତାଲିବାନ ପ୍ରଶାସନର ସାଧାରଣ ନୈତିକତା ମନ୍ତ୍ରଣାଳୟ…

ବଦଳିପାରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ। ପରୀକ୍ଷାସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଯୁକ୍ତ ୨ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ କମ ଦିନର…

ବୀରଭୂମ ହିଂସାକୁ ନେଇ ରାଜନୀତି ସରଗରମ, ବ୍ରେକଫାଷ୍ଟରେ ପଶ୍ଚିମବଙ୍ଗ ଭାଜପା ଏମପିଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୯ ।୩: ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା ବେଳକୁ ବେଳ ରାଜନୀତି ପାଣିପାଗକୁ କରୁଛି ସରଗରମ । ରାଜ୍ୟର ଶାସକ ତ୍ରୁଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଚାଲିଛି ଟଣା ଓଟରା । ସୋମବାର ଏହି ଘଟଣାକୁ ନେଇ…

ଦୋକାନରୁ ମିଳିଲା ମଣିଷ ମସ୍ତିଷ୍କ, ଆଖି, କାନ

ନାଶିକ,୨୯।୩ : ମହାରାଷ୍ଟ୍ରର ନାଶିକ ସହରର ମୁମ୍ବାଇ ନାକା ଅଞ୍ଚଳରେ ଏକ ବନ୍ଦ ଦୋକାନର ବେସମେଣ୍ଟରୁ ମିଳିଛି ମଣିଷ ଶରୀରର ବିଭିନ୍ନ ଅଙ୍ଗ। ଗତ କିଛି ଦିନ ହେଲା ବନ୍ଦ ଥିବା ଦୋକାନରୁ ପଚା ଗନ୍ଧ ହେଉଥିଲା। ଏଥି ଯୋଗୁ ରବିବାର…

ଭାଜପା ସମର୍ଥକଙ୍କୁ ଧମକ ଦେଲେ ଟିଏମ୍‌ସି ବିଧାୟକ: ଭିଡିଓ ଭାଇରାଲ

କୋଲକତା,୨୯।୩: ପଶ୍ଚିମବଙ୍ଗରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଳି ତୁଟିବାର ନାଁ ଧରୁନି। ବିଧାନସଭାରେ ବି ଭାଜପା ଏବଂ ତୃଣମୂଳ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଭାଜପା ଆଇଟି ସେଲ୍‌ ଦାୟିତ୍ୱରେ ଥିବା ଅମିତ ମାଲଭିଆ ମଙ୍ଗଳବାର ଟୁଇଟର୍‌ରେ…

ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ କହିଛନ୍ତି ପଠାନ ଫିଲ୍ମକୁ ସେ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି…

ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ରୋକ ଲାଗିଛି। ରାଜ୍ୟରେ ରବିବାର କରୋନା ଆଉ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୨୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri