Home Left

ଓଡ଼ିଶାର ୬,୯୯୯ ଗାଁରେ ନାହିଁ ଇଣ୍ଟରନେଟ ସୁବିଧା

ନୂଆଦିଲ୍ଲୀ,୨୯।୩: ପ୍ରଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ସୋମବାର ବିଜେଡି ଏମ୍‌ପି ଅମର ପଟ୍ଟନାୟକ ପାର୍ଲାମେଣ୍ଟରେ ଏହାର ପ୍ରଶଂସା କରିଛନ୍ତି। ତେବେ ଓଡ଼ିଶାର ୨୫ ପ୍ରତିଶତ ଗ୍ରାମକୁ ଇଣ୍ଟରନେଟ ସଂଯୋଗ ନ ଥିବା ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ଅର୍ଥ…

ପୁଟିନଙ୍କ ନାଁ ନେଇ ଚାକିରି ହରାଇଲେ ରେଡିଓ ହୋଷ୍ଟ

ନୁର ସୁଲତାନ,୨୯ ।୩: ରୁଷିଆ-ୟକ୍ରେନ୍ ଯୁଦ୍ଧମଧ୍ୟରେ କାଜାକସ୍ତାନର ଜଣେ ରେଡିଓ ହୋଷ୍ଟଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଟିପ୍ପଣି ମହଙ୍ଗା ପଡିଛି । ରେଡିଓ ହୋଷ୍ଟ ଫେସବୁକ ଚ୍ୟାଟ ସମୟରେ କହିଥିଲେ ଯଦି ଆପଣ ଅଧିକ କଥା କହୁଛନ୍ତି ତେବେ…

ଏସ୍‌ଟି ତାଲିକାରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଯାଉ

ନୂଆଦିଲ୍ଲୀ,୨୯।୩: ଅନୁସୂଚିତ ଜନଜାତି (ଏସ୍‌ଟି) ତାଲିକାରେ ଓଡ଼ିଶାର ବିଭିନ୍ନ ଜାତିକୁ ସାମିଲ କରିବା ନିମନ୍ତେ ରାଜ୍ୟର ଏମ୍‌ପିମାନେ ସୋମବାର ଦାବି କରିଛନ୍ତି। ଲୋକ ସଭାରେ ସମ୍ବିଧାନ (ଅନୁସୂଚିତ ଜନଜାତି) ନର୍ଦ୍ଦେଶନାମା (ସଂଶୋଧନ) ବିଲ୍‌, ୨୦୨୨ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ଏମ୍‌ପି…

ଉତ୍ତରାଖଣ୍ଡ କଂଗ୍ରେସ ଉପାଧ୍ୟକ୍ଷ ଅକିଲ ଅହମ୍ମଦ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ

ଡେରାଡୁନ,୨୯ ।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ନେତାଙ୍କ ମଧ୍ୟରେ ଗୋଡଟଣା ଆରମ୍ଭ ହୋଇଯାଇଛି । ଯାହା ଖୋଲାଖୋଲି ଭାବେ ଦେଖିବାକୁ ମିଳିଛି । ଏବେ ଉତ୍ତରାଖଣ୍ଡ କଂଗ୍ରେସର ଉପାଧ୍ୟକ୍ଷ ଥିବା ଅକିଲ ଅହମ୍ମଦଙ୍କୁ ଗଣମାଧ୍ୟମରେ…

ସାନ ଭାଇଙ୍କୁ ଆଉଟ୍‌ କଲେ ବଡ଼ ଭାଇ: ଦେଖନ୍ତୁ ଆଉଟ୍‌ ପରେ କେମିତି ଥିଲା ପ୍ରତିକ୍ରିୟା

ମୁମ୍ବାଇ,୨୯।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ଚତୁର୍ଥ ମ୍ୟାଚରେ ଲକ୍ଷ୍ନୌର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ତାଙ୍କ ଭାଇ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍‌ କରିଛନ୍ତି। ବିଶେଷ କଥା ହେଉଛି ଭାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍‌ କରି…

ଭାରତ ଯାତ୍ରା ସମୟରେ ଥିବା କୋଭିଡ ନିୟମକୁ କୋହଳ କଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୩: ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ(ସିଡିସି) ସୋମବାର ଭାରତ ପାଇଁ ତା’ର କୋଭିଡ ୧୯ ଯାତ୍ରା ଆଡଭାଇଜରୀ ସ୍ତର ୩(ହାଇ ରିସ୍କ)ସ୍ତର ୧(ଲୋ ରିସ୍କ)କୁ ବଦଳାଇ ଦେଇଛି । ସିଡିସି ତା’ର ପରାମର୍ଶରେ କହିଛି ଯେ…

ବିଜେଡି ହାତରୁ ଖସିଲା ୩ ଏନ୍‌ଏସି

ଛତ୍ରପୁର,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୩ ଏନ୍‌ଏସି ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ବିଜେଡିର ପରାଜୟ ହୋଇଛି। ଏହି ୩ ଏନ୍‌ଏସି ଅଧ୍ୟକ୍ଷ ଆସନ ବିଜେଡି ହାତରୁ ଖସିଯାଇଛି। ଗତ ପୌର ନିର୍ବାଚନରେ ବିଜେଡି ଏହି ୩…

‘ଧର୍ମଘଟରେ ସାମିଲ ଅଧିକାର ସରକାରୀ କର୍ମଚାରୀଙ୍କର ନାହିଁ’

ଥିରୁଭାନନ୍ଥପୁରମ୍‌,୨୯।୩: ଟ୍ରେଡ୍‌ ୟୁନିୟନଗୁଡ଼ିକ ଦ୍ୱାରା ଡାକରା ଦିଆଯାଇଥିବା ୪୮ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ଡାକରାରେ ସରକାରୀ କର୍ମଚାରୀ ଯୋଗ ଦେଇପାରିବେ ନାହିଁ ବୋଲି କେରଳ ହାଇକୋର୍ଟ ସୋମବାର କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ…

ଚିତ୍ରା ରାମକ୍ରିଷ୍ଣାଙ୍କ ହାଜତ ମିଆଦ ବଢ଼ିଲା

ନୂଆଦିଲ୍ଲୀ,୨୯।୩: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) କୋ-ଲୋକେଶନ ମାମଲାରେ ସମ୍ପୃକ୍ତ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରିଷ୍ଣାଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।…

ପାର୍ଲାମେଣ୍ଟରେ ତେଲ ଦର ତାତି

ନୂଆଦିଲ୍ଲୀ,୨୯।୩: ବିରୋଧୀ ଦଳଗୁଡ଼ିକ ସୋମବାର ପାର୍ଲାମେଣ୍ଟରେ ତେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ହଟ୍ଟଗୋଳ କରିବା ସହ ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବି କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖନ୍ତୁ ବୋଲି…

ଦ୍ୱିତୀୟଥର ବିବାହ କରିବେ ଆଇଏଏସ୍‌ ଟପ୍ପର ଟିନା ଡାବି

ନୂଆଦିଲ୍ଲୀ,୨୯।୩: ୨୦୧୫ର ସିଭିଲ ସର୍ଭିସରେ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଟିନା ଡାବି ଦ୍ୱିତୀୟଥର ବିବାହ କରିବାକୁ ଯାଉଛନ୍ତି। ନିକଟରେ ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି ବିଷୟରେ ଟିନା…

କେନ୍ଦ୍ରାପଡ଼ା ପ୍ରଶାସନର ନୂଆ ପ୍ରୟାସ ‘ପଲ୍ଲୀରେ ପ୍ରଶାସନ’

କେନ୍ଦ୍ରାପଡ଼ା ଅଫିସ, ୨୯ା୩:କରୋନା କଟକଣା ଯୋଗୁ ଦୀର୍ଘଦିନ ହେବ ପ୍ରଶାସନିକ ଜନଶୁଣାଣି ବନ୍ଦ ରହିଛି। ଲୋକମାନେ ନିଜ ଅଭାବ ଅଭିଯୋଗକୁ କାହା ଆଗରେ କହିବାକୁ ସୁଯୋଗ ପାଇନାହାନ୍ତି। ପ୍ରଶାସନିକ ଅଧିକାରୀମାନେ ଅଧିକାଂଶ ସମୟ ଜିଲା ମୁଖ୍ୟାଳୟରେ ବ୍ୟସ୍ତ ରହୁଛନ୍ତି। ସେମାନେ ଲୋକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri