Home Left

ପୋଲିସକୁ ଦୋଷ ଦେଲା ଗୋଇନ୍ଦା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ୧୧ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ୪୦ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ସୋମବାର ରାଜଧାନୀ ଭିତରେ ପଶି ସ୍ଥିତି ଅଣାୟତ୍ତ କରିବା ଘଟଣା ରାଜ୍ୟ ଗୃହ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ହଜାର ହଜାର ସଂଖ୍ୟାରେ…

ସୋଲୋମନ୍‌ ଆଇଲାଣ୍ଡ୍‌ସ ଯିବେ ପିଏଲ୍‌ଏ ସୈନ୍ୟ

ବେଜିଂ/ହୋନିଆରା,୨୦ା୪: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୋଲୋମନ୍‌ ଆଇଲାଣ୍ଡ୍‌ସ ସହ ଚାଇନା ଏକ ସୁରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛି। ଉଭୟ ରାଷ୍ଟ୍ରର ବହିର୍ବ୍ୟାପାର ମନ୍ତ୍ରୀ ନିକଟରେ ସୁରକ୍ଷା ସହଭାଗିତା ଚୁକ୍ତିନାମାରେ ସ୍ବାକ୍ଷର କରିଥିବା ନେଇ ଚାଇନା ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ ସୂଚନା…

ଡୋନ୍‌ବାସ୍‌ ମିଶନରେ ରୁଷିଆ

କିଭ୍‌, ୨୦ା୪: ପୂର୍ବ ୟୁକ୍ରେନ୍‌ ଉପରେ ରୁଷିଆ ଧ୍ୟାନ କେନ୍ଦ୍ରୀଭୂତ କରିଥିବାବେଳେ ମଙ୍ଗଳବାର ‘ବ୍ୟାଟେଲ ଅଫ୍‌ ଡୋନ୍‌ବାସ୍‌’ (ଡୋନ୍‌ବାସ୍‌ ଯୁଦ୍ଧ) ଅଭିଯାନ ଆରମ୍ଭ କରିଛି। ଡୋନ୍‌ବାସ୍‌ ଅଞ୍ଚଳର ଲୁହାନ୍‌ସ୍କ ଓ ଡୋନେସ୍କକୁ ଅକ୍ତିଆର ସହ ଯୁଦ୍ଧକ୍ଷେତ୍ରରେ ବିଜୟ ସୁନିଶ୍ଚିତ କରିବା ପାଇଁ…

ଦଳିତ ନାବାଳକଙ୍କୁ ପାଦ ଚଟାଇଲେ

ଲକ୍ଷ୍ନୌ,୨୦।୪: ଉତ୍ତର ପ୍ରଦେଶ ରାଏବରେଲିରେ ଏକ ଅମାନବୀୟ କାଣ୍ଡ ଘଟିଯାଇଛି । କେତେଜଣ ଯୁବକ ଜଣେ ଦଳିତ ନାବାଳକଙ୍କୁ ନିର୍ଯାତନା ଦେଉଥିବାର ଭିଡିଓ ସାମ୍ନାକୁ ଆସିଛି। ନାବାଳକ ଜଣଙ୍କ ଜଣେ ଯୁବକଙ୍କ ପାଦ ଚାଟୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି। ଏଥିରେ…

ଇୟୁର ଚିନ୍ତା ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୦ା୪: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଉପରେ ସାରା ବିଶ୍ୱର ନଜର କେନ୍ଦ୍ରୀଭୂତ ହୋଇଥିବାବେଳେ ୟୁରୋପରେ ଚାଇନା ନିଜ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଚାଇନା ସେନାର ବିମାନଗୁଡ଼ିକରେ ଭୂପୃଷ୍ଠରୁ ଆକାଶକୁ ଭେଦ କରିପାରୁଥିବା ଏଫ୍‌କେ-୩ କ୍ଷେପଣାସ୍ତ୍ର ସର୍ବିଆକୁ ପରିବହନ କରାଯିବା ୟୁରୋପରେ…

ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ସମେତ ୬ ଗିରଫ

ସମ୍ବଲପୁର,୨୦ା୪(ବ୍ୟୁରୋ): ପାରାଦୀପରୁ ସମ୍ବଲପୁର ଦେଇ ରାଞ୍ଚତ୍କୁ ପାଇପ୍‌ ଲାଇନ୍‌ ଯୋଗେ ଯାଉଥିବା ଆଇଓସିଏଲ୍‌ କମ୍ପାନୀର ତେଲ ଚୋରି ଘଟଣାର ସମ୍ବଲପୁର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ବଲପୁର ଗୋଶାଳାସ୍ଥିତ ପେଟ୍ରୋଲ ପମ୍ପ ମାଲିକ ସୁବାସ ଅଗ୍ରୱାଲ ଓ ଅନ୍ୟ ୫ଜଣଙ୍କୁ ପୋଲିସ…

ପୋଷ୍ଟମର୍ଟମ ରିପୋର୍ଟରେ ପ୍ରତିବାଦର ସୁରାକ ମିଳିଲା

ନିଶ୍ଚିନ୍ତକୋଇଲି(ସ୍ବ.ପ୍ର.)/ ମାହାଙ୍ଗା(ଡି.ଏନ୍‌.ଏ),୨୦ା୪: କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତିକୁ କେନ୍ଦ୍ର କରି ବଡ଼ ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରିବା ଘଟଣାର ୮ଦିନ ପରେ ମଙ୍ଗଳବାର ବ୍ୟବଚ୍ଛେଦ(ପୋଷ୍ଟମର୍ଟମ) ରିପୋର୍ଟ ଆସିଛି। ହତ୍ୟାକାଣ୍ଡ ସମୟରେ ମୃତକମାନେ ପ୍ରତିବାଦ କରିଥିଲେ। ସେମାନଙ୍କ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଯବାନ ଆହତ

ମାଲକାନଗିରି,୨୦ା୪ (ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସାର୍କୋଗୁଡ଼ା ସିଲଗରର ମୋକୁର ଅଞ୍ଚଳରେ ମଙ୍ଗଳବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ଖବରରୁ ଜଣାପଡିଛି, କୋବ୍ରା, ଏସ୍‌ଟିଏଫ୍‌, ସିଆର୍‌ପିଏଫ୍‌ ଏବଂ ଜିଲା…

ନିଜ ପେନ୍‌ସନ ଟଙ୍କାରେ ନିର୍ମାଣ କଲେ ନଦୀଘାଟ ପାହାଚ

ଦେବେନ୍ଦ୍ର ଆନ୍ଦିଆ ଭଣ୍ଡାରିପୋଖରୀ ,୨୦।୪: ନିଜର ପେନ୍‌ସନ ଟଙ୍କା ଖର୍ଚ୍ଚ କରି ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ନଦୀଘାଟ ମରାମତି ସହ ପାହାଚ ନିର୍ମାଣ କରି ଜଣେ ବ୍ୟକ୍ତି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏଭଳି ମହାନ ବ୍ୟକ୍ତି ଜଣକ…

ପଡ଼ିଆର ନବୀକରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ। ୨୦୧୮ ମସିହାରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଏହି ମେଗା ପ୍ରତିଯୋଗିତାକୁ ଆୟୋଜନ କରି ପ୍ରଶଂସା ସାଉଁଟିଥିଲେ ଓଡ଼ିଶା ସରକାର। ଇତିହାସରେ ପ୍ରଥମଥର ପାଇଁ…

ୟୁକ୍ରେନ୍‌ ଯୁଦ୍ଧ ଆମେରିକା ମହତ୍ତ୍ୱାକାଂକ୍ଷାର ଫଳ: ଲାଭ୍ରୋଭ୍‌

ମସ୍କୋ, ୨୦ା୪: ବିଶ୍ୱକୁ ଶାସନ କରିବା ଏବଂ ନିଜ ଅଧୀନରେ ରଖିବାକୁ ଆମେରିକା ଓ ପାଶ୍ଚାତ୍ୟ ଦେଶର ମହତ୍ତ୍ୱାକାଂକ୍ଷା ହିଁ ୟୁକ୍ରେନ୍‌ ଯୁଦ୍ଧର ମୂଳ କାରଣ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ ଏକ ସାକ୍ଷାତକାରରେ କହିଛନ୍ତି। ସାମ୍ପ୍ରତିକ ଘଟଣାବଳୀ…

ଇ-ଯାନ ବଢ଼ାଇବ ବିଦ୍ୟୁତ୍‌ ଚାହିଦା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବା ପରେ ଗ୍ରାହକ ଏବେ ଇଲେକ୍ଟ୍ରିକ ଯାନ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏହାକୁ ଅନେକେ ପରିବେଶ ସୁରକ୍ଷା ନିମନ୍ତେ ଏକ ପଦକ୍ଷେପ ବୋଲି ମନେ କରୁଛନ୍ତି। ତାହାକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri