ଭବିଷ୍ୟବାଣୀ କଲେ ଗାଭାସ୍କର: ବିରାଟ କୋହଲି ନିଜ ଜନ୍ମଦିନରେ…
ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ନଭେମ୍ବର ୫ରେ ୩୫ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଦିନ କିଙ୍ଗ କୋହଲି ତାଙ୍କ ଜନ୍ମଦିନରେ କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବେ। କୋହଲିଙ୍କ ଜନ୍ମଦିନ ପୂର୍ବରୁ ପୂର୍ବତନ ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ…
ଜାଣନ୍ତି କେମିତି ତିଆରି ହୁଏ ପାଣିଟାଙ୍କି, ଭାଇରାଲ ହେଉଛି କାରଖାନାର ଭିଡିଓ
ଜଳକୁ ସଂରକ୍ଷଣ କରିବା ପାଇଁ ଘରର ଛାତ ଉପରେ ପ୍ଲାଷ୍ଟିକ୍ ପାଣିଟାଙ୍କି ରଖାଯାଉଥିବା ଦେଖିଥିବେ। ମାତ୍ର କେବେ କେବେ ଚିନ୍ତା କରିଛନ୍ତି କି ଏହି ଟାଙ୍କି କିପରି ତିଆରି ହୁଏ? ଓ୍ବାଟର ଟ୍ୟାଙ୍କ କାରଖାନାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର…
ଶୀତଦିନେ ଶାଲ୍ ଫ୍ୟାସନ୍
ଶୀତଦିନେ ଶାଲ୍ର ଚାହିଦା ଅଧିକ ଥାଏ। ଥଣ୍ଡା ପ୍ରୋକପରୁ ରକ୍ଷା ପାଇଁ ଶାଲ୍ ବ୍ୟବହାର କରୁଥିଲେ ମଧ୍ୟ ଯୁବପିଢିଙ୍କ ମଧ୍ୟରେ ଏହାକୁ ନିଜକୁ ଷ୍ଟାଇଲିସ୍ ଦେଖାଯିବାକୁ କ୍ରେଜ୍ ବଢିଚାଲିଛି। କୌଣସି ଟ୍ରିପ୍ ହେଉ କି ହ୍ୟାଙ୍ଗ୍ ଆଉଟ୍ ଏପରି କି ଶୀତଦିନେ…
ପୁଅଙ୍କୁ ଇଡି ସମନ ହେବା ପରେ କ୍ଷୋଭ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୬।୧୦: ବୈଦେଶିକ ମୁଦ୍ରା ଉଲ୍ଲଂଘନ (ଫେମା) ଯାଞ୍ଚରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ସମନ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ଅଶୋକ ଗେହଲଟ କହିଛନ୍ତି ଯେ, ରାଜସ୍ଥାନରେ ବିକାଶ…
ଚଳନ୍ତା ବସରେ ଓ୍ବାକ୍ସିଂ କଲେ ଯୁବତୀ
କଲମ୍ବିଆ,୨୬।୧୦: ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକଙ୍କୁ ନିଜ ପାଇଁ ଟିକିଏ ଫୁରସତ ନାହିଁ। ଆଖପାଖରେ ଆପଣ ଏପରି ଲୋକଙ୍କୁ ଦେଖୁଥିବେ ଯେଉଁମାନେ ଗୋଟିଏ ସମୟରେ ଏକରୁ ଅଧିକ କାର୍ଯ୍ୟ କରିବାରେ କ୍ଷମତା ରଖିଥା’ନ୍ତି। ଏହାରି ଭିତରେ ଏପରି ଏକ ଭିଡିଓ ସୋସିଆଲ…
ମନପସନ୍ଦର ସ୍ତ୍ରୀ ନ ମିଳିବାରୁ ମନ୍ଦିରରୁ ଗାଏବ କରିଦେଲେ ଶିବଲିଙ୍ଗ
କୌଶାମ୍ବି,୨୬।୧୦: ମହାଦେବ ଶିବ ଶଙ୍କରଙ୍କୁ ପୂଜିଲେ ମନୋକାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ହେଲେ ମନୋବାଞ୍ଚା ପୂରଣ ନ ହେଲେ ଜଣେ ଭକ୍ତ ଏପରି କରି ବସିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉତ୍ତରପ୍ରଦେଶର କୌଶାମ୍ବିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ…
ଭାରତର ଟେନସନ୍ ବଢାଇଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୨୬।୧୦: ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ୨୦୨୩ରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଟିମ ଇଣ୍ଡିଆ ପାଞ୍ଚଟି ମ୍ୟାଚ ଖେଳି ସେଥିରେ ଜିତିଛି। ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପାଣ୍ଡ୍ୟାଙ୍କ ଆଘାତ ଟିମ ଇଣ୍ଡିଆର ଟେନସନକୁ ବଢାଇପାରେ। ଆହତ…
ଆମେରିକାରେ ବଡ଼ ଗୁଳିକାଣ୍ଡ: ୨୨ ମୃତ୍ୟୁ, ୫୦ରୁ ଅଧିକ ଲୋକ ଆହତ
ଓ୍ବାଶିଂଟନ୍,୨୬।୧୦: ଆମେରିକାର ମେନ ରାଜ୍ୟର ଲୁଇଷ୍ଟନ ସହରରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀ ଘଟଣା ପରେ ଫେରାର ଅଛନ୍ତି। ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ସୁରକ୍ଷା…
ସ୍କୁଲ ବସ୍ ଉପରେ ପଡ଼ିଲା ୧୦କ୍ୱିଣ୍ଟାଲ ଓଜନର ଏକ କଖାରୁ, ଆଉ ତା’ ପରେ…
ବାଡ଼ି ବଗିଚାରେ ଲଗାଯାଉଥିବା କଖାରୁର ଓଜନ ୧୦ରୁ ୧୫ କିଲୋଗ୍ରାମ ହେବା ସାଧାରଣ କଥା। ମାତ୍ର ୧୦ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏପରି ଏକ ବିରାଟ କଖାରୁର ଭିଡିଓ ଭାଇରାଲ ହେଉଛି। ଏହି…
ଜୀବିତ ଅବସ୍ଥାରେ ମୃତ୍ୟୁ ପାଇଁ ପ୍ରସ୍ତୁତ: ଗାଜାରେ ପିଲାମାନଙ୍କୁ ପିନ୍ଧାଯାଉଛି ସ୍ବତନ୍ତ୍ର ବ୍ରେସଲେଟ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ
ଜେରୁଜେଲମ,୨୬।୧୦: ଯୁଦ୍ଧର ଭୟାବହତା ଏତେ ନିଷ୍ଠୁର ଯେ ମାନବ ଜୀବନର କୌଣସି ମୂଲ୍ୟ ନ ଥାଏ,ଯେଉଁମାନେ ମରନ୍ତି ସେମାନେ କେବଳ ସଂଖ୍ୟାରେ ପରିଣତ ହୁଅନ୍ତି। ଗାଜା ଷ୍ଟ୍ରିପରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ଏପର୍ଯ୍ୟନ୍ତ ଇସ୍ରାଏଲର ଗୁଳିରେ ୬ ହଜାରରୁ ଅଧିକ…
ଅଲ୍ ନ୍ୟୁ ଟିଭିଏସ୍ ଜୁପିଟର ୧୨୫ ଉନ୍ମୋଚିତ: ରହିଛି ଭଏସ୍ ଆସିଷ୍ଟ୍, କଲ୍ ଓ ମେସେଜ୍ ଆଲର୍ଟ ଭଳି ସୁବିଧା…
ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଅଲ ନ୍ୟୁ ଟିଭିଏସ୍ ଜୁପିଟର ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍ ମୋଟର କମ୍ପାନିର ବରିଷ୍ଠ ଉପସଭାପତି…
ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣକୁ ଗୁରୁତ୍ୱ
ଭୁବନେଶ୍ୱର,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ ଦିଆଯାଇଛି। ବିଶେଷକରି ଏହି ସହଯୋଗ ବୁଝାମଣାପତ୍ର (ଏମ୍ଓସି) ୨୦୨୩ ଜୁଲାଇରେ ସ୍ବାକ୍ଷର କରାଯାଇଥିଲା।…
Archives


