Home Left

ଏସ୍‌ବିଆଇ କାର୍ଡର ଫେଷ୍ଟିଭ୍‌ ଅଫର

ଭୁବନେଶ୍ୱର, ୨୩।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏସ୍‌ବିଆଇ କାର୍ଡ ପକ୍ଷରୁ ଫେଷ୍ଟିଭ ଅଫର-୨୦୨୩ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦେଶର ଲକ୍ଷ ଲକ୍ଷ ଏସ୍‌ବିଆଇ କାର୍ଡଧାରୀ ୨୨୦୦ ମର୍ଚ୍ଚାଣ୍ଟ ଫଣ୍ଡେଡ୍‌ ଓ କ୍ୟାଶବ୍ୟାକ ଅଫରର…

ହିନ୍ଦୁ ଓ ମୁସଲମାନ ଏକାଠି ପାଳନ୍ତି

ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ମାଣିକଗୋଡ଼ା ଗ୍ରାମ। ଏଠାରେ ନିଆରା ଢଙ୍ଗରେ ପାଳିତ ହୁଏ ଦଶହରା। ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଏଠି ପାଳନ କରି ଆସୁଛନ୍ତି ଦଶହରା ପର୍ବ। ସମନ୍ବୟର ବାର୍ତ୍ତା: ବିଜୟାଦଶମୀ ଉତ୍ସବରେ ବ୍ରାହ୍ମଣ ପୂଜା କରୁଥିବା…

ଆକୃଷ୍ଟ କରୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୩।୧୦ (ଅଭୟ ଦାଶ): ଚଳିତ ବର୍ଷ ପାର୍ବଣ ସମୟରେ ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ମେଳା (ଏକ୍ସପୋ)ର ଆୟୋଜନ ଭୁବନେଶ୍ୱରର ପ୍ରଦଶର୍ନୀ ପଡିଆଠାରେ କରାଯାଇଛି। ବିଶେଷକରି ଶାରଦୀୟ ପୂଜା ବୁଲା ସାଙ୍ଗକୁ ସାରା ଦେଶର ଭଳିକି ଭଳି ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀର ବ୍ୟାପକ…

ଆମେରିକୀୟ ୟୁଟ୍ୟୁବରଙ୍କ ଉଦାରତା

ନୂଆଦିଲ୍ଲୀ: ଆମେରିକୀୟ ୟୁଟ୍ୟୁବର ଡରେନ ଜଶନ ୱାଟକିନ୍‌ସ ଜୁନିୟର ନିକଟରେ ଏପରି କାମ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଟ୍ୟୁବର ଡରେନ ଭାରତ ଭ୍ରମଣରେ ଆସିଥିଲେ। ସେଠାରେ ଏକ ରାସ୍ତାରେ…

ଶୁଅନ୍ତି କଫିନରେ

ନୂଆଦିଲ୍ଲୀ: ଲୋକେ ଭଲ ନିଦ୍ରାରେ ଶୋଇବାକୁ ଆରାମଦାୟକ ଖଟର ବ୍ୟବହାର କରିଥାନ୍ତି। ହେଲେ ଜଣେ ଯୁବତୀ ଏପରି ଏକ ସ୍ଥାନରେ ଶୁଅନ୍ତି, ଯାହା ଶୁଣିଲେ ବହୁତ ଅଜବ ଲାଗିବ। ଜଣେ ବ୍ୟକ୍ତି ମରିବା ପରେ ତାଙ୍କ ମରଶରୀରକୁ ଏକ କାଠବାକ୍ସ ଭିତରେ ରଖାଯାଇ…

ତାରାଙ୍କ ପ୍ରେମରେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିଦିନ ଅନେକ ସମ୍ପର୍କ ଗଢିଉଠିବା ସହ କିଛି ସମ୍ପର୍କ ଭାଙ୍ଗିଥାଏ। ତେବେ ବି-ଟାଉନରେ ଆଉ ୨ କଳାକାରଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିବା ଜଣାପଡ଼ିଛି। ବଲିଉଡ୍‌ରେ ୨ ଲୋକପ୍ରିୟ କଳାକାର ଏବେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି।…

ହିଜାବକୁ ବିରୋଧ କରିଥିବା ଇରାନୀୟ ଛାତ୍ରୀ ବ୍ରେନ୍‌ ଡେଡ୍‌

ତେହରାନ,୨୩ା୧୦: ଚଳିତ ମାସ ଆରମ୍ଭରେ ଇରାନର ହିଜାବ ଆଇନକୁ ଉଲ୍ଲଂଘନ କରିଥିବା ଜଣେ ନାବାଳିକାଙ୍କୁ ମହିଳା ପୋଲିସ ଠେଲିଦେବାରୁ ସେ କୋମାକୁ ଚାଲିଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଛନ୍ତି। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଅମ୍ରିତା…

କାଠମାଣ୍ଡୁରେ ଭୂକମ୍ପ

କାଠମାଣ୍ଡୁ,୨୩ା୧୦: ନେପାଳ ରାଜଧାନୀ କାଠମାଣ୍ଡୁ ଉପତ୍ୟକାରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୧ ଥିଲା। ଧାଡ଼ିଙ୍ଗ ଜିଲାରେ ଏହାର କେନ୍ଦ୍ରସ୍ଥଳ ବୋଲି ଜାତୀୟ ଭୂକମ୍ପ ପର୍ଯ୍ୟବେକ୍ଷଣ ଓ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୂକମ୍ପ ଜନିତ ମୃତ୍ୟୁ…

୨୨୦ ଓଏଏସ୍‌ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର, ୨୩ା୧୦(ସୁନିତ୍‌ ମିଶ୍ର): ଓଏଏସ୍‌ ଅଫିସର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୨୦ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ବଦଳି ସହ ସମସ୍ତ ଅଧିକାରୀଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍‌ କରାଯାଇଛି। ଆସନ୍ତା ୨୫ ତାରିଖ…

ବିଏମଡବ୍ଲ୍ୟୁ କାଚ ଭାଙ୍ଗି ନେଇଗଲେ ୧୩.୭୫ ଲକ୍ଷ

ବେଙ୍ଗାଲୁରୁ,୨୨।୧୦: ସୋମପୁରା ସରଜପୁର ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖରୁ  ପାର୍କିଂରେ ଥିବା ଏକ ବିଏମ୍‌ଡବ୍ଲ୍ୟୁ  କାରରୁ ଚୋରି ହୋଇଛି। ଏହାର ଏକ ଭିଡିଓ  ସିସିଟିଭିରେ କଏଦ୍‌ ହୋଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ବାଇକ୍‌ରେ ୨ ଯୁବକ ସବ୍‌-ରେଜିଷ୍ଟ୍ରାରଙ୍କ…

ୟୁଟ୍ୟୁବରେ ପ୍ରଥମ ଭିଡିଓ କେବେ ପୋଷ୍ଟ ହୋଇଥିଲା ଜାଣନ୍ତି କି: ଭିଡିଓରେ କୁହାଯାଇଥିଲା ଏମିତି

ଆଜିକାଲି ୟୁଟ୍ୟୁବ ସମଗ୍ର ବିଶ୍ୱ ପାଇଁ ମନୋରଞ୍ଜନର ଏକ ବଡ଼ ଉତ୍ସ। ଗୋଟିଏ ପଟେ କୋଟି କୋଟି ଲୋକ ଏଠାରୁ ନିଜକୁ ମନୋରଞ୍ଜନ କରୁଥିବାବେଳେ ଅନ୍ୟ ପଟେ ଲକ୍ଷ ଲକ୍ଷ ଲୋକ ମଧ୍ୟ ଏହି ପ୍ଲାଟଫର୍ମ ସାହାଯ୍ୟରେ ଟଙ୍କା ରୋଜଗାର କରନ୍ତି।…

ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ପୁଅ

ସଇଁତଳା,୨୨ା୧୦ (ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ଅନ୍ତର୍ଗତ ପିପୃଟ ଗ୍ରାମ ନିକଟରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଆହତ ହୋଇଛନ୍ତି। ମୃତକ ହେଲେ କରମତଲା ପଞ୍ଚାୟତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri