ଉର୍ଫିଙ୍କୁ ‘ରାଜ କୁନ୍ଦ୍ରାଙ୍କ ଭଉଣୀ’ କହିଲେ ପ୍ରଶଂସକ
ବମ୍ବେ: ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଆଉ କେତେବେଳେ କାର୍, ସର୍ବଦା ତାଙ୍କୁ ଭିନ୍ନ ଜିନିଷ ବ୍ୟବହାର କରି ପୋଷାକ ପ୍ରସ୍ତୁତ କରିଥିବା ଦେଖାଯାଏ। ଏବେ ସେଭଳି…
ବିଶ୍ୱକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଝଟକା, ଅଧିନାୟକ ସମେତ ଏହି ବୋଲର ହେଲେ ଆହତ
କାପେ ଟାଉନ୍,୧୫।୯: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଆଫ୍ରିକା ପାଇଁ ସମସ୍ୟା କମ୍ ହେଉନାହିଁ। ୨୦୨୩ ବିଶ୍ୱକପ୍ ପୂର୍ବରୁ ଅଧିନାୟକ ଟେମ୍ବା ବାବୁମାଙ୍କ ସମେତ ଦଳର ଦୁଇ ଖେଳାଳି ଆହତ ହୋଇଛନ୍ତି।…
ଟସ୍ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ତିଳକ ବର୍ମା
କଲମ୍ବୋ,୧୫।୯: ଏସିଆ କପ୍ର ଶେଷ ସୁପର-୪ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଭାରତ ୫ଟି ପରିବର୍ତ୍ତନ…
ଝିଅ ଆଶାରେ ୯ ପୁଅ ଜନ୍ମ
ଅଷ୍ଟିନ: ଝିଅ ଜନ୍ମକୁ ଲୋକେ ଘରେ ଲକ୍ଷ୍ମୀଙ୍କ ଆଗମନ ବୋଲି ମଣିଥାନ୍ତି। ହେଲେ ବର୍ତ୍ତମାନ ବହୁତ କମ୍ ଲୋକ ଏହା ବିଶ୍ୱାସ କରନ୍ତି। ଅଧିକାଂଶ ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଖବର ଶୁଣିବାକୁ ମିଳିଥାଏ। ହେଲେ ଏକ ଦମ୍ପତି କନ୍ୟାସନ୍ତାନ ପାଇଁ ଆଶା…
ବାପା ହେଲେ ମାକ୍ସଓ୍ବେଲ୍
ସିଡନୀ,୧୫।୯: ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଖେଳାଳି ଗ୍ଲେନ ମ୍ୟାକ୍ସୱେଲ ବାପା ହୋଇଛନ୍ତି। ମ୍ୟାକ୍ସୱେଲଙ୍କ ସ୍ତ୍ରୀ ଭିନି ରମଣ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଭିନି ସୋସିଆଲ ମିଡିଆରେ ଶିଶୁର ଅଧା ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କର ଏବଂ ମ୍ୟାକ୍ସୱେଲଙ୍କ ହାତ…
୭୦ ବର୍ଷ ହେବ ‘ହିନ୍ଦୁ ବିରୋଧୀ’ ଅଭିଯାନ ଚଳାଉଛି ଡିଏମ୍କେ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଏମକେ ସମେତ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ହିନ୍ଦୁ ଏବଂ ସନାତନ ଧର୍ମ ବିରୋଧୀ ବୋଲି କହିଛନ୍ତି। ଶୁକ୍ରବାର ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ, ଡିଏମକେ ନେତା ତଥା ମନ୍ତ୍ରୀ (ତାମିଲନାଡୁ)…
ସୁପ୍ରିମକୋର୍ଟରୁ କବିତାଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଆରଏସ ନେତା କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଇଡିର ସମନ ବିରୋଧରେ କବିତାଙ୍କ ପିଟିଶନ ଉପରେ ଶୁଣାଣି ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ ଏହି ପ୍ରସଙ୍ଗରେ ଇଡି ସୁପ୍ରିମକୋର୍ଟଙ୍କୁ କହିଛି…
କୌଣସି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର, କାରଣ…
ମୁମ୍ବାଇ: ବଲିଉଡ୍ରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ମିଷ୍ଟର ପର୍ଫେକ୍ଟନିଷ୍ଟ ଅମୀର ଖାନ୍ କୌଣସି ପୁରସ୍କାର ଉତ୍ସବରେ ଭାଗ ନିଅନ୍ତି ନାହିଁ। କାରଣ ୩୧ ବର୍ଷ ପୂର୍ବେ ତାଙ୍କ ସହ ଏମିତି କିଛି ଘଟିଥିଲା, ଯାହା…
‘ଯବାନ ଲାଗି ଟଙ୍କାଟିଏ ବି ନେଇନାହିଁ’
ବମ୍ବେ: ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ସହ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ ଦୀପିକା ପାଦ୍ୟୁକୋନ। ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକଙ୍କ ମନ ଜିଣିବା ସହ ହିଟ୍ ହୋଇଥିଲା। ସେବେଠାରୁ ଦୁହେଁ ଦୁହିଁଙ୍କୁ ‘ଲକି ଚାର୍ମ’ ବୋଲି…
ରୁଷିଆର ଯୁଦ୍ଧ ବିମାନ କାରଖାନା ପରିଦର୍ଶନ କଲେ କିମ୍, ଚିନ୍ତାରେ ଆମେରିକା
ମସ୍କୋ,୧୫।୯: ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗ ଉନ୍ ରୁଷିଆ ଗସ୍ତ ସମୟରେ ଏକ ମଞ୍ଜୁରୀପ୍ରାପ୍ତ ଯୁଦ୍ଧ ବିମାନ କାରଖାନା ପରିଦର୍ଶନ କରିଛନ୍ତି। ସେବେଠାରୁ ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ମଧ୍ୟରେ ଭୟ ରହିଛି ଯେ, ବର୍ତ୍ତମାନ ୟୁକ୍ରେନରେ ରୁଷିଆର…
୧.୬୫ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ: ଜଣେ ଗିରଫ
ଆଇଜଲ,୧୫।୯:ମିଜୋରାମର ଚମ୍ପାଇ ଜିଲାର ଜୋଖୱାଥର୍ ଅଞ୍ଚଳରୁ ଆସାମ ରାଇଫଲ୍ସ ଅଧିକାରୀ ପ୍ରାୟ ୧.୬୫ କୋଟି ଟଙ୍କା ମୂଲ୍ୟର ୨୩୭ ଗ୍ରାମ ହେରୋଇନ୍ ଜବତ କରିଛନ୍ତି। ଏହାସହ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ନିଷିଦ୍ଧ ପଦାର୍ଥ ନିଜ ପାଖରେ ରଖିବା ଅଭିଯୋଗରେ ଗିରଫ…
ବାପା ଚାହୁଁଥିଲେ ଆଇଏଏସ୍ ହୁଅନ୍ତୁ, ପୁଅ ବାର୍ ଶୈଳୀରେ ଚା’ ବିକି କମାଇଲେ ୧୦୦ କୋଟି…
ବାପା ଚାହୁଁଥିଲେ ପୁଅ ଆଇଏଏସ୍ ହେଉ। ହେଲେ ପୁଅଙ୍କର ଚିନ୍ତା ଭିନ୍ନ ଥିଲା। ସେ ବ୍ୟବସାୟରେ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲେ। ସେ ତାହା କରିଦେଖାଇଲେ ମଧ୍ୟ। ଏବେ ସେ ୧୦୦ କୋଟିର ମାଲିକ। କାହାଣୀଟି ହେଉଛି ମଧ୍ୟପ୍ରଦେଶର ରିବାରେ ରହୁଥିବା…
Archives


