Home Left

୩ ଦିନ ପରେ ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ଉଦ୍ଧାର

ପାରାଦୀପ,୨୬ା୧୦(ଶରତ ରାଉତ)ପାରାଦୀପ ତଟଠାରୁ ୩୫ ନଟିକାଲ ମାଇଲ (୬୩ କିମି) ସମୁଦ୍ରରେ ବିପଦରେ ରହିଥିବା ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ବୁଧବାର ସାରେ ପାରାଦୀପ ପାଖରେ ପହଞ୍ଚତ୍ଛି। ଯେଉଁ ସ୍ଥାନରେ ସମୁଦ୍ର କୌସ୍ତୁଭ ରହିଛି ତାକୁ ଆଙ୍କରେଜ ଅଞ୍ଚଳ ବୋଲି କୁହାଯାଇଛି।…

ଭାରତ ବୁଲିବାକୁ ଆସିଥିବା ଆମେରିକୀୟ ୟୁଟ୍ୟୁବର୍‌ ହଠାତ୍‌ ମହିଳାଙ୍କ ହାତକୁ ଦେଲେ ଟଙ୍କା ବିଡ଼ା, ଭାବପ୍ରବଣ ହେଲେ ଲୋକେ

ଆଜିକାଲି ଆମେରିକୀୟ ୟୁଟ୍ୟୁବର୍‌ ତଥା ଅନ୍‌ଲାଇନ ଷ୍ଟ୍ରିମର ଡାରେନ ଜେସନ ୱାଟକିନ୍ସ ଜୁନିଅରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର୍ସ ଏହା ଦେଖିବା ପରେ ଭାବପ୍ରବଣ ହୋଇପଡିଛନ୍ତି। ଭିଡିଓରେ ଭାରତକୁ ବୁଲିବାକୁ ଆସିଥିବା ଆମେରିକୀୟ ୟୁଟ୍ୟୁବର୍‌୍‌ ଜଣେ ଗରିବ…

ସୋସିଆଲ୍‌ ମିଡିଆରେ ସ୍ବାମୀଙ୍କ ଫଟୋ ଛାଡି ବ୍ଲାକମେଲ କରୁଛନ୍ତି ସ୍ତ୍ରୀ

ବ୍ରହ୍ମପୁର,୨୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହେବା ପରେ ସ୍ବାମୀଙ୍କ ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ଛାଡି ସ୍ତ୍ରୀ ବ୍ଲାକ୍‌ମେଲ କରୁଥିବା ନେଇ ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ସହ କେତେଜଣ…

ଧରାପୃଷ୍ଠରୁ ବିଦାୟ ନେଲେ ମା’

କଟକ,୨୫ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ): ବୁଧବାର ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ପାରମ୍ପରିକ ବାଦ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି କଟକ ସହର। କାଠଯୋଡ଼ି ନଦୀର ଦେବୀଗଡ଼ାରେ ବିସର୍ଜନ ପାଇଁ କୃତ୍ରିମ ପୋଖରୀ ଖୋଳାଯାଇଥିଲା। କେତେକ ସ୍ଥାନରେ ମଙ୍ଗଳବାର ରାତିରୁ…

ବେଲୁନ ବିକ୍ରେତାକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା ବେଳେ ତିନି ଥର ଓଲଟିଲା ସ୍କର୍ପିଓ, ଭାଇରାଲ ହେଉଛି ଲୋମଟାଙ୍କୁରା ଭିଡିଓ

ମେରୁଟ,୨୬।୧୦: ଉତ୍ତରପ୍ରଦେଶର ମେରୁଟରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ଦ୍ରୁତ ଗତି ଯୋଗୁ ଏକ ସ୍କର୍ପଓ ଚାଳକ ହଠାତ ଭାରସାମ୍ୟ ହରାଇ ଜଣେ ବେଲୁନ୍‌ ବିକ୍ରେତାଙ୍କ ଉପରେ  ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ସେଠାରୁ ଖସିବାକୁ ଚେଷ୍ଟା…

୧୨ ଅଭିନେତ୍ରୀଙ୍କ ଉପରେ ଫିଲ୍ମ କରିବା ନେଇ ଲାଗିଲା ବ୍ୟାନ୍‌

ତେହେରାନ,୨୫।୧୦: ଇରାନ ବୁଧବାର ୧୨ ଜଣ ଅଭିନେତ୍ରୀଙ୍କୁ ଫିଲ୍ମ ଏବଂ ଟିଭି ସିରିଏଲରେ କାମ କରିବା ଉପରେ ବ୍ୟାନ୍‌ ଲଗାଇଛି। ମହିଳା କଳାକାର ଇସଲାମିକ ରିପବ୍ଲିକର କଡ଼ା ଡ୍ରେସ କୋଡ ପାଳନ କରିବାରେ ବିଫଳ ହୋଇଥିଲେ। ଇସଲାମିକ ରିପବ୍ଲିକ ଡ୍ରେସ କୋଡରେ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର, ବିବାହିତ ଯୁବକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ଼,୨୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନ ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବଳାତ୍କାର ଅଭିଯୁକ୍ତ ଜଣେ ବିବାହିତ ଯୁବକ ଏବଂ ତାଙ୍କ ଏକ ପୁତ୍ର ସନ୍ତାନ ରହିଥିବା ସାଧାରଣରେ ଆଲୋଚିତ ହେଉଛି। ଏନେଇ…

ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା: କହିଲେ ‘ହମାସ ହେଉଛି ଆଧୁନିକ ରାବଣ’

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଡିଭା କଙ୍ଗନା ରାଣାଓ୍ବତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟି ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି। ତେବେ ‘ଏକ୍ସ(ପୂର୍ବରୁ ଟୁଇଟର)’ରେ…

ମେଲାଣି ନେଲେ ମା’

କୋରାପୁଟ,୨୫ା୧୦(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ସହରରେ ମା’ ଦୁର୍ଗାଙ୍କ ଭସାଣି ଯାତ୍ରା ବୁଧବାର ସମ୍ପନ୍ନ ହୋଇଛି। ମଧ୍ୟାହ୍ନରୁ ମା’ଙ୍କର ଭସାଣି ଯାତ୍ରା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଟି ମେଢ଼ ବିସର୍ଜନ ହୋଇଥିବା ଜଣାଯାଇଛି। ଭସାଣି ଯାତ୍ରାରେ ପାରମ୍ପରିକ…

ରାଜଭବନ ସମ୍ମୁଖରେ ଫିଙ୍ଗାଗଲା ‘ପେଟ୍ରୋଲ ବୋମା’

ଚେନ୍ନାଇ,୨୫।୧୦: ତାମିଲନାଡ଼ୁ ରାଜଭବନ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ପେଟ୍ରୋଲ ବୋମା ଫିଙ୍ଗା ଯାଇଛି। ସୁରକ୍ଷାକର୍ମୀମାନେ ବୋମା ପକାଇଥିବା ଜଣେ ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଘଟଣା ପଛରେ ଉଦ୍ଦେଶ୍ୟକୁ ଜାଣିବା ଲାଗି ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।…

ଇତିହାସ ରଚିଲେ ଡେଭିଡ ଓ୍ବାର୍ନର

ନୂଆଦିଲ୍ଲୀ,୨୫।୧୦: ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଚଳିତ ବିଶ୍ୱକପ୍‌ରେ ଲଗାତର ଦ୍ୱିତୀୟ ଶତକ ମାରିଛନ୍ତି। ସେ ନେଦରଲାଣ୍ଡ ବିପକ୍ଷରେ ବୁଧବାର ସେ ୯୩ ବଲ୍‌ରେ ୧୦୪ ରନ୍‌ର ପାଳି ଖେଲିଥିଲେ। ଏଥିରେ ୧୧ ଚୌକା ଏବଂ ୩ ଛକା ସାମିଲ ଅଛି।…

ମାଙ୍କଡ଼ ଆକ୍ରମଣରେ ଦୁଇ ଆହତ

ଘସିପୁରା,୨୫ା୧୦(ନିରଞ୍ଜନ ସାହୁ): ଆନନ୍ଦପୁର ପୌରପରିଷଦ ଶାଳପଡ଼ା ନୂଆ କଲୋନୀରେ ମାଙ୍କଡ଼ ଆକ୍ରମଣରେ ଦୁଇ ଜଣ ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶାଳପଡ଼ା ନୂଆ କଲୋନୀର ଉପେନ୍ଦ୍ର ଜେନା ଓ ସୁରଭି ଦଳେଇ ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri