ସେମିଫାଇନାଲରେ ପ୍ରବେଶ କରିବା ପାକିସ୍ତାନ ପାଇଁ କଷ୍ଟକର
ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିବାକୁ ଚାରିଟି ଚର୍ଚ୍ଚିତ ଦଳ ମଧ୍ୟରେ ପାକିସ୍ତାନର ନାମ ମଧ୍ୟ ସାମିଲ ଥିଲା। ଆଶା ଅନୁଯାୟୀ ପାକିସ୍ତାନ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ଏବଂ ଏହାର ପ୍ରାରମ୍ଭିକ ମ୍ୟାଚ ଜିତିଥିଲା କିନ୍ତୁ ବର୍ତ୍ତମାନ…
ଆଉ କିଛି ବର୍ଷ ମଧ୍ୟରେ ଜ୍ୱଳନ୍ତ ଚୁଲିରେ ପରିଣତ ହେବ ଭାରତ, ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା…
ନୂଆଦିଲ୍ଲୀ,୨୫।୧୦: ଟେକ୍ନୋଲୋଜି ସାହାଯ୍ୟରେ ଦ୍ରୁତ ଗତିରେ ବିକାଶଶୀଳ ବିଶ୍ୱ ସହିତ କାର୍ବନ ନିର୍ଗମନ ବୃଦ୍ଧି ହେତୁ ବିଶ୍ୱ ତାପମାତ୍ରା ପୃଥିବୀର ପରିବେଶ ପାଇଁ ସବୁଠାରୁ ବଡ ବିପଦ ଭାବରେ ଉଭା ହୋଇଛି। ଯଦି ସମଗ୍ର ବିଶ୍ୱରେ କାର୍ବନ ନିର୍ଗମନ ଏହିପରି ଜାରି…
ହମାସ-ଇସ୍ରାଏଲ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କଲା ଜାତିସଂଘ
ଓ୍ବାଶିଂଟନ,୨୫।୧୦: ହମାସ-ଇସ୍ରାଏଲ ଯୁଦ୍ଧରେ ଯୁଦ୍ଧବିରାମକୁ ନେଇ ମିଳିତ ଜାତିସଂଘ ମଙ୍ଗଳବାର (୨୪ ଅକ୍ଟୋବର) ଏକ ଉଚ୍ଚ ସ୍ତରୀୟ ବୈଠକ କରି ଯୁଦ୍ଧ ବନ୍ଦ କରିବାକୁ ଉଭୟ ପକ୍ଷଙ୍କୁ ଅନୁରୋଧ କରିଛି। ହେଲେ ଇସ୍ରାଏଲ ଏହି ଅନୁରୋଧକୁ ଅସ୍ବୀକାର କରିଛି। ଜାତିସଂଘରେ ଇସ୍ରାଏଲର…
ମୁହାଁମୁହିଁ ଧକ୍କା ହେଲା ଦୁଇ ମୋଟର ସାଇକେଲ, ଜଣେ ମୃତ ତିନି ଆହତ
ପଟ୍ଟାଙ୍ଗି,୨୪।୧୦(ଶରତ ଧଳ)ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ତିନି ଜଣ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି ।…
ରିଜା ହେଣ୍ଡ୍ରିକ୍ସଙ୍କ ଓ୍ବିକେଟ ନେଇ ହ୍ରିତିକଙ୍କ ଷ୍ଟାଇଲରେ ନାଚିଲେ ଶରିଫୁଲ ଇସଲାମ, ଦେଖନ୍ତୁ ଭାଇରାଲ ଭିଡିଓ…
ମୁମ୍ବାଇ,୨୪।୧୦ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ବିଶ୍ୱକପ ୨୦୨୩ର ୨୩ତମ ମ୍ୟାଚର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ମ୍ୟାଚରେ ବାଂଲାଦେଶୀ ଦଳ ଭଲ ପ୍ରଦର୍ଶନ କରିନାହିଁ। ଦଳର ବୋଲରମାନେ…
ସ୍ବାମୀଙ୍କୁ ମାଡ, ସ୍ତ୍ରୀଙ୍କୁ ବଳାତ୍କାର
ଢେଙ୍କାନାଳ,୨୪।୧୦: ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ଏକ ଅଭାବୀୟ ଘଟଣା ଘଟିଯାଇଛି। ସ୍ବାମୀ ସ୍ତ୍ରୀ ଫେରିବା ବାଟରେ ଦୁହିଁଙ୍କୁ ଅଟକାଇ କିଛି ଯୁବକ ମାଡ ମାରିବା ସହ ସ୍ତ୍ରୀଙ୍କୁ ଟେକି ନେଇ ବଳାତ୍କାର କରିଛନ୍ତି। ଘଟଣା ଅନୁଯାୟୀ, ଦମ୍ପତି ଯାଜପୁରର…
ମାଆଙ୍କ ଭସାଣି ଲାଗି ଗାଇଡଲାଇନ ଜାରି
ଭୁବନେଶ୍ୱର,୨୪।୧୦(ସତ୍ୟଜିତ ରାଉତ) ମହାମାୟାଙ୍କ ଆଜି (ମଙ୍ଗଳବାର) ବିଜୟାଦଶମୀ। ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ମାଆଙ୍କର ଧୁମଧାମରେ ପୂଜାର୍ଚ୍ଚନା ଚାଲିଛି। ଆସନ୍ତାକାଲି (ବୁଧବାର) ମା’ ମେଳାଣି ନେବାମୁ ଯାଉଛନ୍ତି। ଏଥି ପାଇଁ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି…
ରାସ୍ତାରେ ମଇଁଷି ଉପରେ ବସି ହେଲମେଟ ପିନ୍ଧିଲେ ଯୁବକ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୪।୧୦: ସୋସିଆଲ ମିଡିଆରେ ସମସ୍ତେ ଲୋକପ୍ରିୟ ହେବାକୁ ଚାହୁଁଥିବାବେଳେ କିଛିଜଣ ସେହି ନିଶାରେ କିଛି ବିପଜ୍ଜନକ କାମ କରି ବସନ୍ତି। ନିକଟରେ ଏପରି କିଛି ଭିଡିଓ ଭାଇରାଲ ହୋଇଛି ସୃଷ୍ଟି କରିଛି, ଯେଉଁଥିରେ କେହି ମେଟ୍ରୋରେ ନାଚୁଥିବା ବେଳେ କିଛିଜଣ ଚଳନ୍ତା…
ବ୍ୟବସାୟୀଙ୍କୁ ଛୁରାମାଡ କରି ଲୁଟିନେଲେ ୬୦ହଜାର ଟଙ୍କା
ଦେବଗଡ, ୨୪।୧୦(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ତିଳେଇବଣି ବ୍ଲକ ସଦର ମହକୁମାରେ ବ୍ୟବସାୟୀଙ୍କୁ ଛୁରାମାଡ। ଦେବଗଡ ଖପରସାହିର ବ୍ୟବସାୟୀ କୁନା ନାୟକଙ୍କୁ ଦୁର୍ବୃତ୍ତ ଛୁରାମାଡ କରିଥିବା ଜଣାପଡିଛି। ଛୁରାମାଡରେ କୁନା ଗୁରୁତର ହୋଇପଡିଛନ୍ତି। ଛୁରାମାଡ କରି ତାଙ୍କ ଠାରୁ ୬୦ ହଜାର…
ମତେ ଭୁଷିବୁ କି ଯଦି ଭୁଷ୍, ଷଣ୍ଢକୁ କହିଲେ ମଦ୍ୟପ, ଶେଷରେ ଷଣ୍ଢ କଲା ଏପରି, ଦେଖନ୍ତୁ ଭାଇରାଲ ଭିଡିଓ…
ନୂଆଦିଲ୍ଲୀ,୨୪।୧୦ : ଡିଜିଟାଲ ବିପ୍ଳବର ଏହି ଯୁଗରେ ସୋସିଆଲ ମିଡିଆରେ ଅଜବ ଘଟଣାର ଫଟୋ ଏବଂ ଭିଡିଓ ଶେୟାର ୟୁଜରମାନେ କରୁଛନ୍ତି। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଏକ…
ବଦଳି ଯିବ କି ଉଇକିପିଡିଆର ନାଁ!
ନୂଆଦିଲ୍ଲୀ,୨୪।୧୦: ଉଇକିପିଡିଆର ନାଁ ପରିବର୍ତ୍ତନ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ସୋସିଆଲ ମିଡିଆ ଏକ୍ସର ସିଇଓ ଏଲନ ମସ୍କ। ଡିଜିଟାଲ ଏନସାଇକ୍ଲୋପିଡ଼ିଆ କୁହାଯାଉଥିବା ଉଇକିପିଡିଆରେ ସୁବ ବର୍ଗର ପାଠକ ମାଗଣାରେ ବହୁ ତଥ୍ୟ ପାଇପାରନ୍ତି। ଏହି ଜିଡିଟାଲ ଏଡିସନ ମାଧ୍ୟମରେ…
ମିଳିଲାନି ମହାପ୍ରୟାଣ ଗାଡି: ମୃତଦେହକୁ ବୋହି ୮କିଲୋମିଟର ଚାଲିଲେ ପରିବାର ଲୋକେ
ଚନ୍ଦାହାଣ୍ଡି,୨୪।୧୦ (ଦିଲୀପ ଦାସ )ଦୀର୍ଘ ୮ କିଲୋମିଟର ମୃତଦେହକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ । ମଙ୍ଗଳବାର ସକାଳେ ସରଧାପୁର ଗାଁର ଅର୍ଜୁନ…
Archives


