Home Left

ବିଶ୍ୱକପ୍‌ରେ ହେଉଥିବା ଲାଇଟ୍‌ ଶୋ’କୁ ନେଇ ପ୍ରଶ୍ନ ଉଠାଇଲେ ମାକ୍ସଓ୍ବେଲ

ନୂଆଦିଲ୍ଲୀ,୨୬।୧୦: ଆଇସିସି ବିଶ୍ୱକପ୍‌ ସମୟରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ଷ୍ଟାଡିୟମରେ ଡ୍ରିଙ୍କ ବ୍ରେକ୍‌ ସମୟରେ ଲାଇଟ୍‌ ଶୋ’ର ଆୟୋଜନ କରାଯାଉଛି। ହେଲେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦର୍ଶକଙ୍କ ଲାଗି ଏହା ଭଲ ହେଲେ ଖେଳାଳିଙ୍କ…

ମଦ ପିଇ ଚଳାଉଥିଲେ ଗାଡ଼ି, ୨୧ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୬ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଗଞ୍ଜାମ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିବା ବେଳେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମଦ୍ୟପ ଚାଳକଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ। ଗଞ୍ଜାମ ଏସ୍‌ପି ଜଗମୋହନ…

ଅନଲାଇନରୁ ଅର୍ଡର କଲେ ଲକ୍ଷେ ଟଙ୍କାର ସୋନି ଟିଭି ହେଲେ ପ୍ୟାକେଟ ଦେଖି ଉଡିଗଲା ହୋସ୍‌

ନୂଆଦିଲ୍ଲୀ, ୨୬।୧୦: ଅନଲାଇନ ସପିଂବେଳେ ଆପଣଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଥିବ। କତେବେଳେ ଡିଫେକ୍ଟ ପ୍ରଡକ୍ଟ ମିଳୁଥିବ ତ କେତେବେଳେ ଅର୍ଡର କରୁଥିବା ଜିନିଷ ହିଁ ପ୍ୟାକେଟରେ ନ ଥିବ। ତେବେ ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଟିଭି…

ଆକାଶରୁ ନୋଟ ବର୍ଷା କଲା ହେଲିକପ୍ଟର, ଲୋକ ହେଲେ ଦଳଚକଟା, ଭାଇରାଲ ଭିଡିଓ ଦେଖନ୍ତୁ…

ପ୍ରାଗ,୨୬।୧୦ : ଚେକ ରିପବ୍ଲିକର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଟେଲିଭିଜନ ହୋଷ୍ଟ କାମିଲ ବାର୍ଟୋଶେକ ହେଲିକପ୍ଟରରୁ କୋଟି ନୋଟ ବର୍ଷା କରିଛନ୍ତି। କାମିଲ ଲିସା ନାଡ ଲାବେମ ଅଞ୍ଚଳ ନିକଟରେ ସେ ଏହା କରିଥିଲେ। ବାର୍ଟୋଶେକ, କାଜମା ନାମରେ ଜଣାଶୁଣା, ଏକ…

ଜମ୍ମୁ-କଶ୍ମୀରରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୬।୧୦: ଉତ୍ତର କଶ୍ମୀରରେ ସୀମାବର୍ତ୍ତୀ ଅଞ୍ଚଳରେ ଯବାନ ଏବଂ ଅତଙ୍କବାଦୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ସୂଚନା ଶେୟାର କରି କହିଛି ଯେ, କୁପଓ୍ବାଡା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ମଚ୍ଛଲ ସେକ୍ଟରେ…

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଗଞ୍ଜାମ/ଛତ୍ରପୁର,୨୬ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଥାନା ସମ୍ମୁଖ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗୁରୁବାର ଏକ କାର୍‌ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ…

ରେଷ୍ଟୁରାଣ୍ଟରେ ପିଲା ଦୁଷ୍ଟାମୀ କଲେ ଦେବାକୁ ପଡିବ ଏକ୍ସଟ୍ରା ଚାର୍ଜ

ଓ୍ବାଶିଂଟନ୍‌,୨୬।୧୦: ପିଲାମାନେ ଖୁଦ୍‌ ଖୁସି ମିଜାଜର ହୋଇଥା’ନ୍ତି। କିନ୍ତୁ ସେମାନଙ୍କର ବଦମାସି ପାଇଁ ଅଭିଭାବକଙ୍କୁ ସବୁଠି ହଇରାଣ ହେବାକୁ ପଡିଥାଏ। ବାହାରକୁ ବୁଲିବାକୁ ଗଲା ମାନେ ସେମାନେ ଟିକେ ଅଧିକ ଦୁଷ୍ଟ ହୋଇଥା’ନ୍ତି। ଫ୍ୟାମିଲି ସହ ଟ୍ରିପ କରିବା ସମୟର ଆପଣ…

ବିଷଧର ସାପର ଜୀବନ ବଞ୍ଚାଇବା ପାଇଁ ପୋଲିସ ବାବୁ କଲେ ଏମିତି କାମ..ଭିଡିଓ ଦେଖିଲେ ଉଡିଯିବ ହୋସ୍‌

ମଧ୍ୟପ୍ରଦେଶର ନର୍ମଦାପୁରମର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଠାରେ ଜଣେ ପୋଲିସ ବାବୁ ପାଟିରେ ଅମ୍ଳଜାନ ଦେଇ ସାପକୁ ବଞ୍ଚାଉଥିବା ଦେଖାଯାଇଛି। ସେମରି ହରଚଣ୍ଡର ଟାୱା କଲୋନୀରେ ସାପର ଉପସ୍ଥିତି ବିଷୟରେ ପୋଲିସ ଅଧିକାରୀ ଅତୁଲ ଶର୍ମା ସୂଚନା ପାଇଥିଲେ।…

ଜୀବନକୁ ପ୍ରେମରେ ଭରିଦେବ ଗଣିତ, ଜାଣନ୍ତୁ…

ମୁମ୍ବାଇ: ଗଣିତର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ପ୍ରତ୍ୟେକଙ୍କର ଏହାର ଭୂମିକାକୁ ବୁଝିବା ଏବଂ ଏହାକୁ ଗ୍ରହଣ କରିବାର ନିଜଦ୍ୱ ପଦ୍ଧତି ଅଛି। ଜୀବନ ଲାଭ ଏବଂ କ୍ଷତି ମଧ୍ୟରେ ସୀମିତ । ଲୋକମାନେ ନିଜ ଜୀବନରେ…

ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ

ନୀଳଗିରି,୨୬ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ରୁ ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାରଣ୍ୟ ଖୋଲିବ। ବାଲେଶ୍ୱର ସହରରୁ ପ୍ରାୟତଃ ୪୦ କିଲୋମିଟର ଦୂରରେ ଥିବା ନୀଳଗିରି ଉପଖଣ୍ଡର ଏହି ଅଭୟାରଣ୍ୟ ନଭେମ୍ବର ପହିଲାରେ ପର୍ଯ୍ୟଟକଙ୍କୁ ୯ଟାରେ କେସିପୁର…

ବଢ଼ିବ ପ୍ରେମ, ସମ୍ପର୍କ ହେବ ଆନନ୍ଦମୟ, ଥରେ ଏପରି କରି ଦେଖନ୍ତୁ…

ନୂଆଦିଲ୍ଲୀ : ଭଲ ଯୋଗାଯୋଗ ଶୈଳୀ ଯେ କୌଣସି ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯେତେବେଳେ ଦାମ୍ପତ୍ୟ ଜିବନରେ ଉଭୟ ସ୍ତ୍ରୀ ଅବା ସ୍ବାମୀ ଜାଣନ୍ତି ସେମାନେ ସମ୍ପର୍କରୁ କ’ଣ ଚାହାନ୍ତି ଏବଂ ସେମାନଙ୍କର ଆବଶ୍ୟକତା, ଭୟ, ଏବଂ ଇଚ୍ଛା ବାଣ୍ଟିବାରେ…

ଭାଜପାର ବରିଷ୍ଠ ନେତା ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା

ବେଙ୍ଗାଲୁରୁ,୨୬।୧୦: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା ମିଳିଛି। କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଦ୍ୱାରା ନିକଟରେ ହୋଇଥିବା ଧମକ ଆଲର୍ଟ ଜାରି ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri