ଆଲୋକମାଳାରେ ଝଲସୁଛନ୍ତି ମା’
ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ସମ୍ମୁଖରେ ପାଳିତ ହେଉଛି ଘସିପୁରା ସାର୍ବଜନୀନ ଦୁର୍ଗାପୂଜା। ଆୟୋଜକଙ୍କ ପକ୍ଷରୁ ପୂଜାମଣ୍ଡପ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ହୋଇଥିବା ବେଳେ ମଣ୍ଡପରେ ମା’ଙ୍କର ଆରାଧନା ଚାଲିଛି। ଏହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼…
ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍
ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): ୨୦ ନଂ. ଜାତୀୟ ରାଜପଥ କେନ୍ଦୁଝର ଜିଲା ଘସିପୁରା ଥାନା ବେଲବାହାଳି ଯିବା ଦୋଛକି ରାସ୍ତାରେ ଶନିବାର ଗୋଟିଏ କାର୍କୁ ଆଗରୁ ଓ ପଛରୁ ଦୁଇଟି ଟ୍ରକ୍ ଧକ୍କା ଦେଇଛି। ଫଳରେ ଟ୍ରକ୍ଟି ଚାପି ହୋଇଯାଇଛି। ଯୋଡ଼ାରୁ ଭୁବନେଶ୍ୱର…
ଧୂମ୍ଧାମରେ ଚାଲିଛି ମା’ଙ୍କ ପୂଜା
ଛତ୍ରପୁର,୨୧ା୧୦(ଦିଲ୍ଲୀପ ସାମଲ): ଧରାବତରଣ କରିଛନ୍ତି ମା’ ଜଗତ୍ଜନନୀ ଦୁର୍ଗା l ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ଶନିବାର ମା’ଙ୍କର ସପ୍ତମୀ ପୂଜା ଚାଲିଛି। ଦୁର୍ଗା ପୂଜା ନିମନ୍ତେ ଗଞ୍ଜାମ ଜିଲା ଛତ୍ରପୁର ସହରର ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ…
ସମୁଦ୍ରକୂଳରେ ଲାଗିଲା ବିରାଟକାୟ ଅଜବ ଜୀବ, ଲୋକେ ଦେଖି ଆଶ୍ଚର୍ଯ୍ୟ
ପାପୁଆ ନ୍ୟୁ ଗିନିରେ ଏକ ରହସ୍ୟମୟ ସାମୁଦ୍ରିକ ପ୍ରାଣୀର ମୃତଦେହ ମିଳିଛି। ଯେତେବେଳେ ଲୋକମାନେ ଏହା ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଏହି ବିଶାଳ ଜୀବ କେଉଁ ସାମୁଦ୍ରିକପ୍ରାଣୀ ସେ ବିଷୟରେ କେହି ଜାଣି ନ ଥିଲେ। ନ୍ୟୁ ଗିନିର ସମୁଦ୍ର…
ପେଣ୍ଡାଲର ନାଁ ‘ଋତୁବତୀ’
କୋଲକତା,୨୧।୧୦: ଋତୁସ୍ରାବ ନାରୀ ପାଇଁ ଏକ କଠିନ ସପ୍ତାହ। ମାସକ ମଧ୍ୟରେ ଏହି ୭ଦିନ ତାକୁ ଗର୍ଭଧାରଣ ପରି ପୀଡା ଅନୁଭୂତ ହୋଇଥାଏ। ଏହି ଯନ୍ତ୍ରଣାଦାୟକ କଷ୍ଟ ନାରୀ ପାଇଁ ସମସ୍ୟା ହୋଇଥିଲେ ମଧ୍ୟ ସମାଜର କେତେକ ସ୍ଥାନରେ ଏହାକୁ ଅଛୁଆଁ…
ଏହି ଦେଶର ମହିଳାଙ୍କୁ ବିବାହ କଲେ ମିଳେ ସରକାରୀ ଚାକିରୀ!
ରେକାଜାଭିକ,୨୧।୧୦: ସରକାରୀ ଚାକିରୀ ନ ହେଲେ ନ ଚଳେ। ସମସ୍ତେ ସରକାରୀ ଚାକିରି ଚାହାଁନ୍ତ। ଯେତେ ପ୍ରାଇଭେଟ ଚାକିରୀ କଲେ ମଧ୍ୟ ସରକାରୀ ଚାକିରୀ ସବୁଠି ଲୋଡା ପଡେ। ଏମିତି କି ଘରକୁ ବିବାହ ପ୍ରସ୍ତାବ ଆସିବା ପୁଅ ସରକାରୀ ଚାକିରିଆ…
ନୂଆ ଫିଲ୍ମର ଘୋଷଣା କଲେ ବିବେକ ଅଗ୍ନୀହୋତ୍ରୀ, ୩ଟି ପାର୍ଟରେ ନିର୍ମାଣ କରିବେ ମହାଭାରତ
ମୁମ୍ବାଇ: ନିକଟରେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦି ଭ୍ୟାକ୍ସିନ ୱାର୍ ରିଲିଜ ହୋଇଛି। ଏହି ଫିଲ୍ମଟି ସମାଲୋଚକମାନଙ୍କ ଠାରୁ ବହୁତ ରିଭ୍ୟୁ ଗ୍ରହଣ କରିଛି। ଭ୍ୟାକ୍ସିନ ଓ୍ବାର ପରେ ବିବେକ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି।…
ଏବେ ଭାରତରେ ବି କାମ କରିପାରିବେ ପାକିସ୍ତାନୀ କଳାକାର
ମୁମ୍ବାଇ: ବଲିଉଡରେ ଅନେକ ପାକିସ୍ତାନୀ କଳାକାର ନିଜର ଅଭିନୟର ଦମ୍ ଦେଖାଇଛନ୍ତି। ହେଲେ ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପରେ ପଡୋଶୀ ଦେଶର କଳାକାରଙ୍କୁ ଭାରତରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ହେଲେ ଏବେ ବମ୍ବେ ହାଇକୋର୍ଟ ଏହି…
ଦିଲ୍ ଦେଲେ ସଲମାନ
ମୁମ୍ବାଇ: ଆଜିକାଲି ସଲମାନ ଖାନ ତାଙ୍କର ମଚ ଆଓ୍ବେଟେଡ ମୁଭି ‘ଟାଇଗର ୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟ ଲେଭଲ ଦ୍ୱିଗୁଣିତ ହୋଇଛି। ନିକଟରେ ଫିଲ୍ମର ପ୍ରଥମ ଗୀତ ’ଲେ କେ ପ୍ରଭୁ…
ଭାରତ ସହ ବିବାଦ ମଧ୍ୟରେ କାନାଡ଼ାର ବଡ଼ ନିଷ୍ପତ୍ତି, ବନ୍ଦ କଲା…
ଓଟ୍ଟାଓ୍ବା,୨୧।୧୦: ଭାରତ ଏବଂ କାନାଡ଼ା ମଧ୍ୟରେ ଜାରି ରହିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଏବେ କାନାଡ଼ା ସରକାର ଆଉ ଏକ ନୂତନ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇରେ କାନାଡା ଏହାର ଭିସା ଏବଂ କାଉନ୍ସିଲର ଆକ୍ସେସ୍କୁ…
ଶ୍ରୀଲଙ୍କା ଆଗରେ ୨୬୩ ରନ୍ର ବିଜୟ ଟାର୍ଗେଟ୍
ଲକ୍ଷ୍ନୌ,୨୧।୧୦: ଲକ୍ଷ୍ନୌସ୍ଥିତ ଏକାନା କ୍ରିକେଟ୍ ଷ୍ଟାଡିୟମ୍ରେ ଶନିବାର ଖେଳାଯାଇଥିବା ବିଶ୍ୱକପ୍ର ୧୯ତମ ମ୍ୟାଚ୍ରେ ନେଦରଲାଣ୍ଡ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ନେଦରଲାଣ୍ଡ ନିର୍ଦ୍ଧାରିତ ୪୯.୪ ବଲ୍ରେ ସମସ୍ତ ଉଇକେଟ୍ ହରାଇ ୨୬୨ ରନ୍ କରିଛି। ଫଳରେ ଶ୍ରୀଲଙ୍କା…
ଭାରତରେ ଥିଲେ ମହୁଆ, ଦୁବାଇରେ ଲଗିନ୍ ହେଉଥିଲା ପାର୍ଲାମେଣ୍ଟାରୀ ଆଇଡି
ନୂଆଦିଲ୍ଲୀ,୨୧।୧୦: ଟିଏମସି ଏମପି ମହୁଆ ମୋଇତ୍ର ଏବଂ ଭାଜପା ଏମପି ନିଶିକାନ୍ତ ଦୁବେଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମହୁଆଙ୍କୁ ନଗଦ ଟଙ୍କା ନେଇଥିବା ଅଭିଯୋଗ କରିବା ପରେ ନିଶିକାନ୍ତ ଦୁବେ ତାଙ୍କ…
Archives


