ଦାୟିତ୍ୱ ନେଲେ ପୋଲସରାର ନୂଆ ବିଡିଓ
ପୋଲସରା,୨୬ା୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ଖାଲି ରହିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ଗୁରୁବାର ନୂତନ ଭାବେ କୁରେସ…
ଶ୍ରୀଲଙ୍କା ବୋଲରଙ୍କ ଆଗରେ ଚିତ୍ପଟାଙ୍ଗ୍ ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡ
ଚେନ୍ନାଇ,୨୬।୧୦:ବିଶ୍ୱକପର ୨୫ତମ ମ୍ୟାଚରେ ଶ୍ରୀଲଙ୍କା ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ୧୫୬ରେ ଅଲଆଉଟ୍ ହୋଇଯାଇଛି। ବିଶ୍ୱକପ ଚାମ୍ପିଅନ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କାର ବୋଲିଂ ବିପକ୍ଷରେ ଠିଆ ହୋଇପାରି ନ ଥିଲେ ଏବଂ ଇଂଲଣ୍ଡର ପୁରା ଇନିଂସ ମାତ୍ର ୩୩.୨ ଓଭରରେ…
ଅକ୍ଷୟଙ୍କଠାରୁ ବର୍ଷ ବର୍ଷର ବଦଲା ନେଲେ କମେଡି କିଙ୍ଗ
ମୁମ୍ବାଇ: କମେଡି କିଙ୍ଗ କପିଲା ଶର୍ମା ନିଜ ଶୋ’ ପାଇଁ ହେଉ ବା ଅନ୍ୟ କୌଣସି କାରଣ ପାଇଁ ସବୁବେଳେ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ। ତାଙ୍କର ମଜାଳିଆ ଶୈଳୀ ପ୍ରତ୍ୟେକ ଥର ତାଙ୍କ ପ୍ରଶଂସକଙ୍କ ହୃଦୟ…
ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଲା ଦୀପ୍ବୀରଙ୍କ ‘ଓ୍ବେଡିଂ ଭିଡିଓ’, ଦେଖନ୍ତୁ…
ବମ୍ବେ: ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଛି ରଣବୀର ସିଂହ-ଦୀପିକା ପାଦ୍ୟୁକୋନଙ୍କ ବିବାହ ବେଳର ଭିଡିଓ। ଉଭୟ ୨୦୧୮ ନଭେମ୍ବର ୧୪ରେ ଇଟାଲୀରେ ଗ୍ରାଣ୍ଡ ଓ୍ବେଡିଂ କରିଥିଲେ। ଏବେ ସ୍ବତନ୍ତ୍ର ଦିନର ଭିଡିଓ ସାମ୍ନାକୁ ଆସିବା ପରେ ଖୁବ୍ ଭାଇରାଲ…
ଟ୍ୟାଙ୍କରକୁ ଧକ୍କା ଦେଲା ଟାଟା ସୁମୋ: ଚାଲିଗଲା ୧୨ ଜୀବନ
ବେଙ୍ଗାଲୁରୁ,୨୬।୧୦: କର୍ନାଟକର ଚିକ୍କାବାଲାପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଗୁରୁବାର ଏନ୍ଏଚ୍ ୪୪ରେ ଚିତ୍ରାବତୀ ଟ୍ରାଫିକ ପୋଲିସ ଷ୍ଟେଶନ ସମ୍ମୁଖରେ ଘଟିଛି। ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ…
ବଢିଲା ଅନସାରୀଙ୍କ ସମସ୍ୟା, ୧୪ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ, ଶୁକ୍ରବାର ହେବ ଦଣ୍ଡାଦେଶ ଘୋଷଣା
ନୂଆଦିଲ୍ଲୀ,୨୬।୧୦: ମାଫିଆ ଏବଂ ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଗୁରୁବାର ଅନସାରୀଙ୍କୁ ଏକ କୋର୍ଟ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଅନସାରୀଙ୍କ ଉପରେ ଏପର୍ଯ୍ୟନ୍ତ ଦଣ୍ଡାଦେଶ ଘୋଷଣା କରାଯାଇ…
ଗର୍ଭବତୀ ହୋଇଥିବା ଚର୍ଚ୍ଚା ମଧ୍ୟରେ ଅନୁଷ୍କା ଶେୟାର କଲେ ପୋଷ୍ଟ, ଦେଖନ୍ତୁ…
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ସମ୍ପ୍ରତି ଚର୍ଚ୍ଚା ହେଉଛି ଅନୁଷ୍କା ଏବଂ ବିରାଟ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ପୁଣି ଗର୍ଭବତୀ ଥିବା…
ବିଶ୍ୱକପ୍ ଅଧାରୁ ଦଳକୁ ଛାଡ଼ି ଢାକା ଗଲେ ଶାକିବ ଅଲ ହାସନ, କିଛି ଏଭଳି ରହିଛି କାରଣ
ନୂଆଦିଲ୍ଲୀ,୨୬।୧୦: ବିଶ୍ୱକପ୍ ୨୦୨୩ରେ ବାଲାଂଦେଶ ଟିମ୍ର ପ୍ରଦର୍ଶନ ଆଶା ମୁତାବକ ରହିନାହିଁ। ଏଯାବତ ଦଳ ୫ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ଗୋଟିଏରେ ବିଜେତା ହୋଇଛି। ଏଭଳି ସ୍ଥିତିରେ ଦଳର ଅଧିନାୟକ ଶାକିବ ଅଲ ହାସନ ଟିମ୍କୁ ଛାଡ଼ି ନିଜ ଘରକୁ…
ବିବାହମଣ୍ଡପରେ ଡ୍ୟାନ୍ସ କଲେ କନ୍ୟା, ଦେଖି ଭୋ ଭୋ କାନ୍ଦିଲେ ପିତା, ଭିଡିଓ ଦେଖିଲେ…
ବିବାହ ଋତୁ ଆରମ୍ଭ ପୂର୍ବରୁ ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ କନ୍ୟା ନିଜ ମାତାପିତାଙ୍କ ପାଇଁ ବିବାହ ମଣ୍ଡପରେ ଡ୍ୟାନ୍ସ କରୁଛନ୍ତି। ସେ ପ୍ରସିଦ୍ଧ ହେବାକୁ ଯାଉଛନ୍ତି, କିନ୍ତୁ ତା’ଠାରୁ ଅଧିକ, ଲୋକମାନେ ତାଙ୍କ ପିତାଙ୍କ…
ଏକ ସପ୍ତାହରେ ୫୦% ପର୍ଯ୍ୟନ୍ତ ମହଙ୍ଗା ହେଲା ପିଆଜ
ନୂଆଦିଲ୍ଲୀ,୨୬।୧୦: ଟମାଟୋ ପରେ ଏବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ଖୁଜୁରା ବଜାରରେ ପିଆଜ ୫୦ରୁ ୬୦ଟଙ୍କା ପ୍ରତି କିଲୋଗ୍ରାମରେ ମିଳୁଛି। ଏକ ସପ୍ତାହ ପୂର୍ବରୁ ପିଆଜ ୩୦ରୁ ୪୦ ଟଙ୍କା କିଲୋଗ୍ରାମରେ ମିଳୁଥିଲା। ତେବେ ଗୋଟିଏ…
କତାରରେ ୮ ଭାରତୀୟଙ୍କୁ ଫାଶୀଦଣ୍ଡ
ଦୋହା,୨୬।୧୦: କତାରରେ ୮ ଜଣ ଭାରତୀୟଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛୁ।…
ପଡ଼ିଆରେ ନିଃଶ୍ୱାସ ନେବାରେ ଅସୁବିଧା, ଇନହେଲର ବ୍ୟବହାର କଲେ ବେନ ଷ୍ଟୋକ୍ସ,ଦେଖନ୍ତୁ ଭାଇରାଲ ଭିଡିଓ…
ବେଙ୍ଗାଲୁରୁ,୨୬।୧୦ : ବିଶ୍ୱକପରେ ଇଂଲଣ୍ଡ ଦଳର ଅବସ୍ଥା ଖରାପ। ଦଳ ଚାରିଟି ମଧ୍ୟରୁ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ଇଂଲଣ୍ଡ ଦଳ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ପଞ୍ଚମ ମ୍ୟାଚ ଖେଳୁଛି। ଏହି ମ୍ୟାଚରେ ବେନ ଷ୍ଟୋକ୍ସ ଖେଳୁଛନ୍ତି।…
Archives


