୧୨ ବଲ ଯାହା ବଦଳାଇଦେଲା ଭାଗ୍ୟ…
ମୁମ୍ବାଇ,୧୬।୧୧ : ବିଶ୍ୱକପ ୨୦୨୩ର ଫାଇନାଲରେ ପ୍ରବେଶ କରିବାକୁ ନ୍ୟୁଜିଲାଣ୍ଡ ୬୦ ଟି ବଲରୁ ୧୩୨ ରନ ଆବଶ୍ୟକ କରୁଥିଲା । ଅତିରିକ୍ତ ୱିକେଟ ଏବଂ ଦୁଇ ସେଟ ବ୍ୟାଟ୍ସମ୍ୟାନଙ୍କ ଉପଲବ୍ଧତା ଯୋଗୁ ଏହି ଚ୍ୟାଲେଞ୍ଜ ଅସମ୍ଭବ ବି ଲାଗୁ ନ…
ଷ୍ଟମ୍ପ ଲାଇଟ୍ ଜଳିବା ସତ୍ତ୍ୱେ କେନ ଓ୍ବିଲିୟମସନଙ୍କୁ କାହିଁକି ଦିଆଯାଇ ନ ଥିଲା ରନ୍ଆଉଟ୍? ଜାଣନ୍ତୁ ନିୟମ…
ମୁମ୍ବାଇ,୧୬।୧୧: କ୍ରିକେଟ ବିଶ୍ୱକପ୍ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କୁ ରନ୍ଆଉଟ୍ ଦିଆଯାଇ ନ ଥିଲା। ସେ କ୍ରିଜ୍ରେ ପହଞ୍ଚିବା ପୂର୍ବରୁ ଷ୍ଟମ୍ପର ଲାଇଟ୍ ଜଳିଥିଲା। ହେଲେ ତାଙ୍କୁ ନଟଆଉଟ୍ ଘୋଷଣା କରାଯିବାକୁ ନେଇ ବିବାଦ ଦେଖାଯାଇଥିଲା।…
ଖୁସିରେ ଗଦ୍ଗଦ୍ ହୋଇ ସ୍ବାମୀଙ୍କ ପାଇଁ ଏମିତି କଥା କହିଦେଲେ ଅନୁଷ୍କା
ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା।…
ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ: ରୋହିତ ଶର୍ମା
ମୁମ୍ବାଇ,୧୬।୧୧: ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ସେମିଫାଇନାଲ ମୁକାବିଲାରେ ୭୦ ରନ୍ରେ ବିଜେତା ହୋଇଛି। ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ରୋହିତ କହିଛନ୍ତି, ମୁଁ…
ବର୍ଷା ଯୋଗୁ ଦ୍ୱିତୀୟ ସେମିଫାଇନାଲ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, କିଛି ଏଭଳି ରହିଛି ନିୟମ…
ନୂଆଦିଲ୍ଲୀ,୧୬।୧୧: ଭାରତ ବିଶ୍ୱକପ୍ ୨୦୨୩ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ବିରୋଧୀ ଟିମ୍ ସମ୍ମୁଖରେ ୩୯୮ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ମହମ୍ମଦ ଶାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଦଳ ୩୨୭ରନ୍ରେ…
‘ଶାମି ତୁମେ ଯେଉଁଭଳି ବୋଲିଂ କଲ ବର୍ଷ ବର୍ଷ ଧରି ଲୋକେ ମନେ ରଖିବେ’
ନୂଆଦିଲ୍ଲୀ,୧୬।୧୧: ଆଇସିସି ବିଶ୍ୱକପ୍ ୨୦୨୩ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ୭୦ ରନ୍ରେ ବିଜେତା ହେବା ପରେ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ…
ରୋଗପୋକ ଉପଦ୍ରବରୁ ଚାଷୀ ଆମତ୍ହତ୍ୟା
ବଲାଙ୍ଗୀର, ୧୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର)ଫସଲରେ ରୋଗପୋକ ଉପଦ୍ରବ ଯୋଗୁ ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବୁବେଲ ଗଁାର ଚାଷୀ ରମେଶ ଭୋଇ(୫୦) ବିଷପିଇ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ରମେଶ ୧୦ଏକର ଜମିରେ ଧାନଚାଷ କରିଥିଲେ। ସେଥିରୁ ପ୍ରାୟ ୭ଏକର…
ଏକଦା ୨୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଦେବେ ବୋଲି ଚିନ୍ତାରେ ରହୁଥିଲେ ପରିବାର, ଏବେ ପାଲଟିଲେ ଦେଶର ସବୁଠୁ ବଡ଼ ‘ହିରୋ’
ନୂଆଦିଲ୍ଲୀ,୧୬।୧୧: ବିଶ୍ୱକପ୍ ସେମିଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ତାରକା ବୋଲର ମହମ୍ମଦ ଶାମି। ବ୍ୟକ୍ତିଗତ ଜୀବନ ଏବଂ କ୍ରିକେଟର ଭାବେ କ୍ରମାଗତ ଭାବେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିଥିବା ଶାମି ଏବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦିନ ଥିଲା ସେ…
କୋଣାର୍କ ଏନ୍ଏସି ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର
କୋଣାର୍କ,୧୬।୧୧(ଜ୍ୟୋତିରାଜ ମହାନ୍ତି)କୋଣାର୍କ ଏନ୍ଏସି ୧୧ନଂ. ୱାର୍ଡ ନଳକଣ ଗ୍ରାମ ନିକଟସ୍ଥ ବେରୁହଁ ମୌଜାର ପ୍ଲଟ ନଂ-୨୦୦୮, ମୋଟ ଏରିଆ ୧ ଏକର ୫୦ ଡିସିମିଲ ସରକାରୀ ଜମିରେ କୋଣାର୍କ ଏନ୍ଏସି ପକ୍ଷରୁ ପ୍ରାୟ ୨ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟରେ…
ସମାଧାନର ପଥକୁ ସହଜ କରେ ସହନଶୀଳତା
ସମାଜରେ ସହନଶୀଳତାର ମୂଲ୍ୟ ବିଷୟରେ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ରେ ଅନ୍ତର୍ଜାତୀୟ ସହନଶୀଳତା ଦିବସ ପାଳନ କରାଯାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଏକ ଅସହିଷ୍ଣୁ ସଂସ୍କୃତିର ନକାରାତ୍ମକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ବାର୍ତ୍ତାକୁ…
ଜେଡ୍ ବ୍ଲାକ୍ ଅଗରବତିର ନୂତନ ଅଭିଯାନ
ଭୁବନେଶ୍ୱର,୧୬।୧୧: ଦେଶର ଅଗ୍ରଣୀ ପ୍ରିମିୟମ ଧୂପକାଠି ନିର୍ମାତା ଜେଡ୍ ବ୍ଲାକ୍ର ନୂତନ ଅଭିଯାନକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜେଡ୍ ବ୍ଲାକ୍ ଅଗରବତି ଓ ଏମ୍.ଏସ୍.ଧୋନିଙ୍କ ମଧ୍ୟରେ ଏକ ସହଭାଗିତା ହୋଇଥିବାବେଳେ ଚଳିତ ବିଶ୍ୱକପ୍ ( ଆଇସିସି କ୍ରିକେଟ୍ ୱାଲର୍ଡକପ୍…
ଡିଆର୍ପିଏଲ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୧୬।୧୧: ଡାଡି’ସ ରୋଡ ପ୍ରାଇଭେଟ ଲିମିଟେଡ (ଡିଆର୍ପିଏଲ୍)ର ନୂତନ ଉତ୍ପାଦ ”ଡାଡି’ସ ରୋଡ କ୍ୟୁଆର ଷ୍ଟିକର“କୁ ବୁଧବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ଗାଡିଚାଳକ ଓ ଗାଡି ମାଲିକମାନେ ଉକ୍ତ ଷ୍ଟିକରକୁ ଥରେ ମାତ୍ର କ୍ରୟ…
Archives


