Home Left

ଦକ୍ଷିଣ ଆଫ୍ରିକା ୧୯ ବର୍ଷରୁ କମ୍‌ ଦଳର ଅଧିନାୟକଙ୍କୁ ବିଦା କରିବାକୁ ସ୍ଲୋଗାନ ଦେଲେ ପାଲେଷ୍ଟାଇନ୍‌ ସମର୍ଥିତ: ଜାଣନ୍ତୁ ଏହାର କାରଣ…

ଟାଉନ୍‌,୪ା୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାଲେଷ୍ଟାଇନ୍‌ ସମର୍ଥତ୍ତ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେବା ସହିତ ଦକ୍ଷିଣ ଆଫ୍ରିକା ୧୯ ବର୍ଷରୁ କମ୍‌ ଦଳର ଅଧିନାୟକଙ୍କୁ ବିଦା କରିବାକୁ ନାରା…

ପ୍ଲାଟଫର୍ମରେ ନାଚୁ ନାଚୁ ଯୁବତୀଙ୍କ ଉଡିଲା ହୋସ, ଖାଇଲେ ଶକ୍ତ ଚାପୁଡା

ଅନେକ ଥର ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖାଯାଏ। ଏହିପରି ଭିଡିଓ ଲୋକମାନଙ୍କୁ ହସାଇଥାଏ। ଆଜିକାଲି ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବତୀ ନାଚିବାବେଳେ ଏପରି କାର୍ଯ୍ୟ କରିଥିଲେ ଯେ ତାଙ୍କ ସାମ୍ନାରେ…

ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାଙ୍କ ଆଜୀବନ ପାଠପଢ଼ା ଖର୍ଚ୍ଚ ବହନ କରିବେ ଭିମ୍‌ସାର ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦାନୀ

ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଲାରିପାଲି ଗ୍ରାମର ଶ୍ରୀରାମବୁଢ଼ା ଜଙ୍ଗଲ ମଧ୍ୟରେ ଥିବା ପରିତ୍ୟକ୍ତ ବୋର୍‌ୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାଙ୍କ ମା’ କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇଛନ୍ତି। ହେଲେ ଶିଶୁ କନ୍ୟାକୁ ସେ ପାଖରେ ରଖିବା ପାଇଁ ଦାବି…

ରାଏବରେଲି ଆସନ ଛାଡିପାରନ୍ତି ସୋନିଆ, ଏହି ଲୋକ ସଭା ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ ପାସ୍‌ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ,୪।୧: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ସମୟରେ ତେଲଙ୍ଗାନା କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନେଇ ଏକ ପ୍ରସ୍ତାବ ପାରିତ କରିଛି। ଏଥିରେ ତେଲଙ୍ଗାନା କଂଗ୍ରେସ ସାଧାରଣ ନିର୍ବାଚନରେ ସୋନିଆଙ୍କୁ ରାଜ୍ୟର…

ଅଭିନେତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ମୁମ୍ବାଇ: ଟିଭିର ଗୌରୀ ମ୍ୟାମ ଅର୍ଥାତ୍‌ ଅଭିନେତ୍ରୀ ନେହା ପେଣ୍ଡସେଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଅଭିନେତ୍ରୀଙ୍କ ଘରୁ ବଡ ଧରଣର ଚୋରି ହୋଇଛି। ଖବର ଅନୁଯାୟୀ ନେହାଙ୍କ ମୁମ୍ବାଇ ଘରୁ ୬ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଯାଇଛି।…

ବାନ୍ଧବୀଙ୍କ ପୋଷାକୁକୁରକୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ିଗଲେ ବିଟେକ୍‌ ସ୍ନାତକ

ଭୋପାଳ,୪।୧: ଭୋପାଳ ଏନ୍‌ଆଇଟିର ଜଣେ ବି.ଟେକ୍‌ ସ୍ନାତକ ତାଙ୍କ ବାନ୍ଧୀଙ୍କ ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଛନ୍ତି। ହେଲେ କୁକୁରଟି ପହଁରି କୂଳକୁ ପଳାଇଆସିଛି। ମୃତ ୨୩ ବର୍ଷୀୟ ସରଲ ନିଗମ ତାଙ୍କ ମା’ବାପାଙ୍କ ଏକମାତ୍ର ପୁଅ…

କେପଟାଉନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ପ୍ରଥମ ଏସିଆ ଦେଶ ହେଲା ଭାରତ

ନୂଆଦିଲ୍ଲୀ,୪।୧: କେପଟାଉନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଦ୍ୱିତୀୟ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ନାମରେ ଏକ ବଡ଼ ରେକର୍ଡ ପଞ୍ଜିକୃତ ହୋଇଛି। ଘଟଣାହେଲା, କେପଟାଉନରେ ଏକ ଟେଷ୍ଟ…

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ପୋଲିସ ଜିମା ଦେଲେ

ଖଜୁରିପଡ଼ା,୪।୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଆଡ଼ାସିପଡ଼ା ପଞ୍ଚାୟତର କୁରୁପାଡି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ଅଜଣା ବ୍ୟକ୍ତି ଜଣକ ଗ୍ରାମରେ ଏଣେ ତେଣେ ବୁଲୁଥିବା ଦେଖି ଲୋକମାନେ…

ଫ୍ଲାଇଟ୍‌ ଅପେକ୍ଷାରେ ୪୦ ବର୍ଷ ହେଲା ଏୟାରପୋର୍ଟରେ ଶୋଇଛନ୍ତି ବ୍ୟକ୍ତି, ଭାଇରାଲ ହେଉଛି ଭିଡିଓ

ବିମାନ ବନ୍ଦରରେ ପହଞ୍ଚିବା ପରେ, ଯଦି ଆପଣ ଜାଣିବେ ଯେ ବିମାନଟି କିଛି ଘଣ୍ଟା ବିଳମ୍ବ ଅଛି। ତା’ହେଲେ ଆପଣ ବିମାନକୁ ଅପେକ୍ଷା କରି ବସି ରହନ୍ତି ନଚେତ୍‌ ବସି ବସି ଶୋଇଯାନ୍ତି। ଫ୍ଲୋରିଡାର ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦରରେ ଜଣେ ବ୍ୟକ୍ତି…

୧୦ ବର୍ଷର ଝିଅ ହେବ ନର୍ଥ କୋରିଆର ଶାସକ? କିମ ଜୋନ ଉନଙ୍କ ଉତ୍ତରାଧିକାରୀଙ୍କୁ ନେଇ ବିଶ୍ୱ ଆଶ୍ଚର୍ଯ୍ୟ!

ପୋଙ୍ଗୟାଙ୍ଗ,୪।୧: ଦକ୍ଷିଣ କୋରିଆର ଯାଞ୍ଚ ଏଜେନ୍ସି ବିଶ୍ୱାସ କରେ ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ସାନ ଝିଅ ତାଙ୍କର ଅନ୍ୟତମ ଶକ୍ତିଶାଳୀ ଉତ୍ତରାଧିକାରୀ। କେବଳ ଗୋଟିଏ ବର୍ଷ ପୂର୍ବେ କିମଙ୍କ ଝିଅର ପ୍ରଥମ ଝଲକ ବିଶ୍ୱ…

୨୬ ହଜାର କର୍ମଚାରୀଙ୍କୁ ମିଳିବ ଓଲ୍ଡ ପେନସନ ସ୍କିମର ଲାଭ

ମୁମ୍ବାଇ,୪।୧: ନଭେମ୍ବର ୨୦୦୫ ପରେ ସେବାରେ ଯୋଗ ଦେଇଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ସ୍କିମ (ଓପିଏସ) ସୁବିଧା ପ୍ରଦାନ କରିବାର ବିକଳ୍ପ ପ୍ରଦାନ କରିବାକୁ ମହାରାଷ୍ଟ୍ର କ୍ୟାବିନେଟ ଗୁରୁବାର ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ସରକାରୀ ଏବଂ ଅର୍ଦ୍ଧ…

ନିଜ ସନ୍ତାନକୁ ଭଲ ସଂସ୍କାର ଦେବାକୁ ଚାହାଁନ୍ତି ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣବୀର ସିଂ ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଏହି ଦମ୍ପତି ବର୍ତ୍ତମାନ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବିବାହ କରିଛନ୍ତି। ଯଦିଓ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ଜୀବନରେ ଏକ ଶିଶୁକୁ ସ୍ବାଗତ କରିନାହାଁନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri