Home Left

ରାମ ମନ୍ଦିର ସୁରକ୍ଷାର ଦାୟିତ୍ୱ ନେବେ ୟୁପିଏସଏସଏଫ, ଏନଏସଜି କମାଣ୍ଡୋଙ୍କ ଭଳି ନେଇଛନ୍ତି ଟ୍ରେନିଂ

ନୂଆଦିଲ୍ଲୀ,୭।୧: ଜାନୁଆରୀ ୨୨ରେ ଅନୁଷ୍ଠିତ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ, ରାମ ମନ୍ଦିର ଏବଂ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ ୟୁପିଏସଏସଏଫ ସୁରକ୍ଷା ଦାୟୀତ୍ୱ ନେବ। କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହେବା ପରେ ୨୦୨୦ରେ ଉତ୍ତରପ୍ରଦେଶ…

ଯଦୁମଣି ହେଲେ ଜିଲା କଂଗ୍ରେସ ଓବିସି ବିଭାଗ ଅଧ୍ୟକ୍ଷ

କେନ୍ଦୁଝର,୭।୧୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ଯଦୁମଣି ବାରିକ ପୁଣି ଜିଲା କଂଗ୍ରେସ ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଭାବେ ମନୋନୀତ ହେଇଛନ୍ତି। ଯଦୁମଣି ପୂର୍ବରୁ ଯୋଡ଼ା ବ୍ଲକର ଭଦ୍ରାସାହି ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ…

ଏଟିଏମ୍‌ ଲୁଟ୍‌ ଉଦ୍ୟମ, ଏନ୍‌ଏଚ୍‌ଏମ୍‌ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

ଫୁଲବାଣୀ,୭ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ବିଦ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି  । ଟଙ୍କା ଲୁଟିବା ଲାଗି ଏଟିଏମ୍‌ କାଉଣ୍ଟର ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଜିଲା ଜାତୀୟ…

ଶିଶୁ ଜନ୍ମହେବା ମାତ୍ରେ ଜିଭରେ ଲେଖନ୍ତୁ ଓମ: ଭାଜପା ଏମପିଙ୍କ ବଡ ବୟାନ

ନୂଆଦିଲ୍ଲୀ,୭।୧: ବାଗପତରୁ ଭାଜପା ଏମପି ଡକ୍ଟର ସତ୍ୟପାଲ ସିଂ ମାଂସ ଓ ଅଣ୍ଡା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ମୋତେ ରିଭଲଭର ସାହାଯ୍ୟରେ ଗୁଳି ଚଳାଇବାର ଧମକ ଦେଇ ମଧ୍ୟ କେହି ମୋତେ ଅଣ୍ଡା ଖୁଆଇ…

ମାଛ ଧରୁଥିବା ବେଳେ ସାଥୀଙ୍କ ଆଗରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ବାସୁଦେବପୁର, ୭।୧ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ନୂଆଗାଁ ପଞ୍ଚାୟତ ଉହାଡ଼ ଗ୍ରାମର ମତ୍ସ୍ୟଜୀବୀ ରବୀନ୍ଦ୍ର କୁମାର ମଳିକ(୬୦) ମାଛ ଧରିବାକୁ ଯାଇଥିବା ବେଳେ ବୋଟ୍‌ରୁ ଖସି ପଡ଼ିବାରୁ ସମୁଦ୍ରରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି।…

ଅଷ୍ଟ୍ରେଲିଆନ ଓପନରୁ ଓହରିଗଲେ ନାଡାଲ

ମେଲବୋର୍ନ,୭।୧: ଟେନିସ ତାରକା ରାଫାଲ ନାଡାଲ ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ୧୨ମାସ ପରେ ଟେନିସକୁ ଫେରି ଥିବା ନାଡାଲ ଗୋଟିଏ ଟୁର୍ନାମେଣ୍ଟ ଖେଳି ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ଶୁକ୍ରବାର ବ୍ରିସବେନ୍‌ ଇଣ୍ଟରନ୍ୟାଶନାଲ କ୍ୱାର୍ଟରଫାଇନାଲରେ ସେ ଜୋର୍ଡାନ ଥମ୍ପସନଙ୍କଠାରୁ…

ଟାଙ୍କି ଫଟା ସଟ୍‌: ପିଚରେ ହେଲା ବନ୍ୟା, ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟାଟ୍ସମ୍ୟାନ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୭।୧: ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟାଟ୍ସମ୍ୟାନ ଏପରି ସଟ୍‌ ମାରୁଥିବାର ନଜର ଆସିଛନ୍ତି ଯେ ଏଥିରେ ତାଙ୍କ ପଛରେ ରଖାଯାଇଥିବା ପାଣି ଟାଙ୍କି ଫାଟି ଯାଇଛି। ଫଳାଫଳ ହେଉଛି ପିଚରେ…

ଜୁନିୟର ମହିଳା ହକି: ୪୧ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା

ନୂଆଦିଲ୍ଲୀ,୭ା୧: ହକି ଇଣ୍ଡିଆ ପକ୍ଷରୁ ରବିବାର ୪୧ ଜଣିଆ ଜୁନିୟର ମହିଳା ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି। ଏହି ୪୧ ଖେଳାଳି ବେଙ୍ଗାଲୁରୁସ୍ଥିତ ସାଇରେ ଅନୁଷ୍ଠିତ କ୍ୟାମ୍ପରେ ଏକ ମାସ ଧରି ଅଂଶଗ୍ରହଣ କରିବେ। ଜାତୀୟ ଚାମ୍ପିୟନଶିପ୍‌ ୨୦୨୩ ପ୍ରଦର୍ଶନ ଆଧାରରେ…

ଟି୨୦ ବିଶ୍ୱକପ୍‌ରେ ଏହି ଦୁଇ ସିନିୟର ଖେଳାଳି ନିହାତି ଖେଳିବା ଆବଶ୍ୟକ: ଗାଙ୍ଗୁଲି

କୋଲକାତା,୭ା୧: ୨୦୨୪ ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାମିଲ ହେବା ଉଚିତ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଜୁନ୍‌ ମାସରେ ବିଶ୍ୱକପ୍‌ ହେବାକୁ ଥିବା ବେଳେ ଗାଙ୍ଗୁଲି ଏହି…

ଜେଡିୟୁ ପରେ ଏବେ ‘ଇଣ୍ଡିଆ’କୁ ଝଟ୍‌କା ଦେଲା ଏଏପି

ନୂଆଦିଲ୍ଲୀ,୭।୧: ଲୋକ ସଭା ନିର୍ବାଚନ ପାଇଁ ଗୁଜୁରାଟର ଭରୁଚ ଆସନରୁ ଲଢିବା ଲାଗି ଆମ ଆଦମୀ ପାର୍ଟି(ଏଏପି) ଏହାର ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘୋଷଣା କରିଛନ୍ତି। ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି…

ଭାରତକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜାନୁଆରୀ ୧୧ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇନାହିଁ। ଆଫଗାନିସ୍ତାନ ତାର ଦଳ ଘୋଷଣା କରିଛି ଏବଂ ଏହାର ଖେଳାଳିମାନେ ମଧ୍ୟ ଭାରତରେ ପହଞ୍ଚିଛନ୍ତି।…

‘ଶ୍ରୀ ରାମ ଘର ଆଏ’ ଗୀତକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ: ଲୋକ ଗାୟିକା କହିଲେ, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ

ଗାନ୍ଧୀନଗର,୭।୧: ଗୁଜରାଟର ଲୋକ ଗାୟିକା ଗୀତା ରାବାରୀଙ୍କ ଗୀତ ‘ଶ୍ରୀ ରାମ ଘର ଆଏ’ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଗୀତକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ସେ ଏକ ପୋଷ୍ଟ ଶେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri