Home Left

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ, ଅଶ୍ଲୀଳ ଭାଷା କହି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଯାଜପୁର,୨।୧: ଛାତ୍ରୀଙ୍କୁ ପ୍ରେମ ନିବେଦନ ପ୍ରଧାନ ଶିକ୍ଷକଙ୍କୁ  ମହଙ୍ଗା ପଡ଼ିଛି। ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମନିବେଦନ ସହ  ପ୍ରଧାନ ଶିକ୍ଷକ ଅଶ୍ଲୀଳ ଭାଷାରେ କିଛି କହିଥିଲେ। ଯାହାର ଅଡିଓ ବର୍ତ୍ତମାନ ଭାଇରାଲ ହେଉଛି। ଏଭଳି ଘଟଣା ଘଟିଛି ଯାଜପୁର ସଦର ବ୍ଲକର…

ସ୍ତ୍ରୀ ଏବଂ ମା’ଙ୍କୁ ଦେଖାଇ ନଥିଲେ ମୂର୍ତ୍ତି, ୬ ମାସରେ ଏପରି କରିଥିଲେ ନିର୍ମାଣ

ନୂଆଦିଲ୍ଲୀ,୨।୧: ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରରେ କର୍ଣାଟକର ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ପ୍ରସ୍ତୁତ ମୂର୍ତ୍ତି ପୂଜା ପାଇବ। ଯଦିଓ ମନ୍ଦିର ଟ୍ରଷ୍ଟରୁ କୌଣସି ଅଫିସିଆଲ ବିବୃତ୍ତି ଦିଆଯାଇ ନାହିଁ, କିନ୍ତୁ ପ୍ରହଲାଦ ଯୋଶୀଙ୍କ ଟ୍ୱିଟ ପରେ…

ସଉକ ପାଇଁ ଘରେ ଏସବୁ ଗଛ ଲଗାଇଥିଲେ ତୁରନ୍ତ ହଟାନ୍ତୁ, ହୋଇଯିବେ ବରବାଦ

ବାସ୍ତୁଶାସ୍ତ୍ରରେ ଗଛଲତାଙ୍କ ଗୁରୁତ୍ୱ ଅଧିକ ବୋଲି ବର୍ଣ୍ଣନା କରାଯାଇଛି। ଆଜିକାଲିର ସମୟରେ ଘରେ ଗଛଲତା ଲଗାଇବା ଏକ ସଉକରେ ପରିଣତ ହୋଇଥିବା ବେଳେ ଏହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। କିଛି ସକରାତ୍ମକ ଉର୍ଜା ବଢ଼ାଉଥିବା ବେଳେ କିଛି ନକରାତ୍ମକତା…

ନୂଆବର୍ଷରେ ଗ୍ରାହକଙ୍କୁ ପିଏନ୍‌ବିର ଭେଟି, ବଢ଼ାଇଲା FDରେ ସୁଧ ହାର

ନୂଆଦିଲ୍ଲୀ,୨।୧: ଦେଶର ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ନୂଆବର୍ଷରେ ଗ୍ରାହକଙ୍କୁ ଭେଟି ଦେଇଛି। ବ୍ୟାଙ୍କ ୨ କୋଟି ଟଙ୍କାରୁ କମ୍‌ ଜମା(ଏଫ୍‌ଡି) ଉପରେ ସୁଧ ହାର ପରିବର୍ତ୍ତନ କରିଛି। ନିର୍ଦ୍ଧାରିତ ସମୟସୀମା ଲାଗି ଏଫ୍‌ଡିରେ ସୁଧହାରରେ ୪୫…

ଜାପାନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରିଲେ ଜୁନିୟର ଏନ୍‌ଟିଆର୍‌, ଆଶ୍ୱସ୍ତ ହେଲେ ପ୍ରଶଂସକ

ବମ୍ବେ: ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ…

”ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବା ଲାଗି ନୀତୀଶଙ୍କଠାରୁ ଯୋଗ୍ୟ ନେତା ଆଉ କେହି ନାହାନ୍ତି’

ନୂଆଦିଲ୍ଲୀ,୨।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଆର୍‌ଜେଡି ନେତା ତଥା ରାଜ୍ୟ ସଭା ଏମ୍‌ପି ମନୋଜ ଝା ବଡ଼ ବୟାନ ଦେଇଛନ୍ତି। ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହେବା ଲାଗି ନୀତୀଶଙ୍କ ବ୍ୟତିତ ଆଉ କେହି ଯୋଗ୍ୟର ନେତା ନାହାନ୍ତି…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା: ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ,୨।୧: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସତୀ ହତ୍ୟାକାଣ୍ଡ ମାମଲା ସିବିଆଇ ତଦନ୍ତ ନେଇ ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୫ରେ ମାମଲାର…

୧୦୫ବର୍ଷ ପୂର୍ବେ ପାଣି ନୁହେଁ ହୋଇଥିଲା ‘ଗୁଡ’ର ଭୟଙ୍କର ସୁନାମି, ଚାଲିଯାଇଥିଲା ୨୧ଜଣଙ୍କ ଜୀବନ

ବୋଷ୍ଟନ,୨।୧: ଇତିହାସରେ ଏପରି ଅନେକ ଘଟଣା ଘଟିଛି, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ ବରଂ ଏପରି ଘଟଣା ଯାହା ଲୋକଙ୍କୁ ଅସ୍ବାଭାବିକ ଭାବେ ଭାବିବାକୁ ବାଧ୍ୟ କରିଦେଇଛି। ସୁନାମି ଘଟଣା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ। ସାରା ବିଶ୍ୱରେ ସୁନାମି…

ସୋରେନ୍‌ଙ୍କ ମାଷ୍ଟରପ୍ଲାନ୍‌, ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ !

ରାଞ୍ଚି,୨।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହାପରେ ହେମନ୍ତ…

କଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୨।୧(ଅଶୋକ କୁମାର ମହାପାତ୍ର): କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାଣ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ଶୋକ ପ୍ରକାଶ…

ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ଙ୍କ ପରିଚୟ ମିଳିଲା

ସମ୍ବଲପୁର,୨।୧: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି ସୂଚନା…

ଅବତରଣ କରିବା ସମୟରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଟୋକିଓ,୨।୧: ଜାପାନରେ ଅବତରଣ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଟୋକିଓ ବିମାନବନ୍ଦରରେ ଏହି ଘଟଣା ଘଟିଛି । ଏହି ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାପାନର ନ୍ୟୁଜ ଏଜେନ୍ସି ଏନ୍‌ଏଚ୍‌କେ ଏହି ଦୁର୍ଘଟଣା ସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri