Home Left

ଅରାଚଣ୍ଡୀରେ କମିଲେ ପକ୍ଷୀ

ଭୁବନେଶ୍ୱର,୮।୧(ଅସମାପିକା ସାହୁ): କଟକ ଜିଲା ବାଙ୍କୀ ଅରାଚଣ୍ଡୀ ପାଟରେ ଦେଶୀ, ବିଦେଶୀ ପକ୍ଷୀଙ୍କ କୋଳାହଳ ଦେଖିବାକୁ ମିଳୁଛି। ଏବର୍ଷ ୮୧ ପ୍ରଜାତିର ୧୧,୭୦୦ଟି ପକ୍ଷୀ ଚିହ୍ନଟ ହୋଇଥିବା ସେଣ୍ଟର ଫର୍‌ ରୁରାଲ ଟୁରିଜମ ଡେଭଲପ୍‌ମେଣ୍ଟ(ସିଆର୍‌ଟିଡି)ର ସମ୍ପାଦକ ଲଳିତ ମୋହନ ପଣ୍ଡା ସୂଚନା…

ପୁଣି ଧର୍ମଘଟ, ତୈଳ ସଙ୍କଟ

ଭୁବନେଶ୍ୱର,୮।୧(ସୁନିତ୍‌ ମିଶ୍ର): ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରର ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌-୨୦୨୩)ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଆହ୍ବାନ…

ଖଣି, ଶିଳ୍ପାଞ୍ଚଳ ବାସିନ୍ଦା ଯକ୍ଷ୍ମା କବଳିତ

ଯାଜପୁର,୮ା୧ (ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ୧୯୯୫ରୁ ଶିଳ୍ପାୟନ ଆରମ୍ଭ ହୋଇଛି। ଏହାର ବହୁ ପୂର୍ବରୁ ଜିଲାର ସୁକିନ୍ଦା ଅଞ୍ଚଳରେ ଖଣି ଖନନ ଆରମ୍ଭ ହୋଇଥିଲା। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଊର୍ଦ୍ଧ୍ୱ ଇସ୍ପାତ…

ମଣିଷ ଯାହା ନ କରୁଛି, ତାହା କରିଦେଖାଉଛି ହାତୀ: ଭିଡିଓ ଦେଖିଲେ ହେବ ଆଶ୍ଚର୍ଯ୍ୟ

ହାତୀକୁ ଜଙ୍ଗଲର ସବୁଠାରୁ ସଚ୍ଚୋଟ ପ୍ରାଣୀ ଭାବରେ ବିବେଚନା କରାଯାଏ। ସେମାନେ ବୁଦ୍ଧିମାନ ଏବଂ ଶାନ୍ତିପୂର୍ଣ୍ଣ ପ୍ରାଣୀ। ଯେପର୍ଯ୍ୟନ୍ତ କେହି ହାତୀକୁ ବିଚଳିତ ନ ଚିଡାନ୍ତି, ସେ କାହା ଉପରେ ଆକ୍ରମଣ କରନ୍ତି ନାହିଁ। ଆଜିକାଲି ସୋସିଆଲ ମିଡିଆରେ ହାତୀର ଏକ…

ନାଚି ନାଚି ଯୁବକଙ୍କୁ ଟ୍ରେନ୍‌ ଟ୍ରାକ୍‌କୁ ଠେଲି ଦେଲେ ଯୁବତୀ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ଅନେକ ଥର ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏହିପରି ଭିଡିଓ ଲୋକମାନଙ୍କୁ ହସାଇଥାଏ। ଆଜିକାଲି ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବତୀ ନାଚି ନାଚି ଏପରି କାର୍ଯ୍ୟ କରିଥିଲେ ଯେ…

୮ରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର,୭ା୧(ପ୍ରମୋଦ ବହିଦାର): ପ୍ରତିବର୍ଷ ଭଳି ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ସାମଗମ ଆରମ୍ଭ ହୋଇଯାଇଛି। ତେଣୁ ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଠାରେ ପକ୍ଷୀଙ୍କ ଗଣନା ପାଇଁ ନିଷ୍ପତ୍ତି ହୋଇଛି। ସୋମବାର ୮ ତାରିଖ ପ୍ରାତଃରୁ ପକ୍ଷୀ ଗଣନା ଆରମ୍ଭ…

ଦିଲ୍ଲୀରେ ଚମକିଲେ କଳାହାଣ୍ଡିର ବୋହୂ

ଭବାନୀପାଟଣା,୭।୧(ଉତ୍ତମ କୁମାର ଦାଶ): ନୂଆଦିଲ୍ଲୀରେ ଦିକେ ପ୍ରେଜେଣ୍ଟସ ଦ୍ୱାରା ଆୟୋଜିତ ହୋଇଥିବା ପ୍ରାଇଡ଼ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଭବାନୀପାଟଣା ସହରର ପି.ଲକ୍ଷ୍ମୀ ରାଇଜିଂ ଷ୍ଟାର ବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି। ୧୯୮୪ରେ ଭବାନୀପାଟଣା ମନ୍ଦାରବଗିଚା ପଡ଼ାରେ ଜନ୍ମ ହୋଇଥିଲେ।…

ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ମନାଇବା ଅପିଲକୁ ନେଇ ଡିମ୍ପଲ କହିଲେ, ଭାଜପା ଗାଁ ଗାଁକୁ ପଠାଉ ଘିଅ

ନୂଆଦିଲ୍ଲୀ,୭।୧: ମେନପୁରୀରେ ପହଞ୍ଚିଥିବା ସମାଜବାଦୀ ପାର୍ଟି ଏମପି ଡିମ୍ପଲ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାନୁଆରୀ ୨୨, ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଦିବସରେ ଘରେ ଘରେ ଦୀପାପଳି ପାଳନ କରିବାକୁ ଅପିଲ କରିଥିଲେ। ଏସପି ଏମପି ଡିମ୍ପଲ…

ୟୁପିଏସ୍‌ସି ଆଶାୟୀ ଛାତ୍ରୀଙ୍କୁ ବଳାତ୍କାର: ୩ ମାସ ପରେ ଏସ୍‌ପିଙ୍କ ନାଁରେ ମାମଲା ରୁଜୁ କଲା ୟୁପି ପୋଲିସ

ଲକ୍ଷ୍ନୌ, ୭।୧: ଜଣେ ଯୁବତୀଙ୍କୁ ବଳାତ୍କାର କରିବା ସହ ଜରବଦସ୍ତ ଗର୍ଭପାତ କରାଇବା ଏବଂ ଧମକ ଦେବା ଅଭିଯୋଗରେ ଉତ୍ତରପ୍ରଦେଶର ଜଣେ ଅତିରିକ୍ତ ଏସ୍‌ପିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତା ଜଣକ ୟୁପିଏସ୍‌ସି ଆଶାୟୀ ଛାତ୍ରୀ ବୋଲି ଜଣାପଡିଛି।…

ତୃତୀୟ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ!

ବେଜିଂ,୭।୧: ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ ଏବଂ ଚାଇନା କମ୍ପାନୀ ଓ ନାଗରିକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକର ଜବାବରେ ଚାଇନା ରବିବାର ଆମେରିକାର ପାଞ୍ଚଟି ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ବୈଦେଶିକ ମନ୍ତ୍ରଣାଳୟ ଅନଲାଇନରେ ପ୍ରକାଶିତ ଏକ ବିବୃତ୍ତିରେ କହିଛି…

ପାକସ୍ଥଳୀରେ ୯ କୋଟିର କୋକେନ୍‌ ଆଣି ଆସୁଥିଲେ, ଧରିଲା ପୋଲିସ

ମୁମ୍ବାଇ, ୭।୧:ଇଥିଓପିଆରୁ ଭାରତକୁ ଉଚ୍ଚମାନର କୋକେନ୍‌ ଚୋରାଚାଲାଣ ବେଳେ ମୁମ୍ବାଇ ପୋଲିସ ୨ ଜଣ ବିଦେଶୀଙ୍କୁ ଗିରଫ କରିଛି। ଫଳରେ ଏକ ଅନ୍ତର୍ଜାତୀୟ ନିଶା ଚୋରାକାରବାର ର଼୍ୟାକେଟ୍‌ର ପ୍ରର୍ଦ୍ଦାଫାସ୍‌ ହୋଇଛି। ନାଇଜେରିଆର ଡାନିଏଲ୍‌ ନେମେକ୍‌(୩୮) ଏବଂ ଭେନେଜୁଏଲାର ଜୋଏଲ୍‌ ରାମୋସ୍‌(୧୯)ଙ୍କଠାରୁ ୮୮୦…

ଶୀତଦିନେ ବଢ଼ୁଛି ହୃଦ୍‌ଘାତ: ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ,୭।୧: ଶୀତଋତୁରେ ହୃଦ୍‌ଘାତ ଏବଂ ଆଖି ସମସ୍ୟା ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଆଖିର ଯତ୍ନ ନେବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି। ଶୀତ ବଢ଼ିବା ସହ ହୃଦ୍‌ଘାତ ହାର ବଢ଼ୁଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଅତ୍ୟଧିକ ଥଣ୍ଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri