ଗଞ୍ଜାଙ୍କୁ ଖାଇବାକୁ ଦିଆଯାଉଛି ଭିଏଗ୍ରା-ଶିଳାଜିତ, କାରଣ କ’ଣ…
ବିଜୟଓ୍ବାଡା,୭।୧ : ଦେଶରେ ମକର ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ଚାଲିଛି। ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଏହି ଅବସରରେ ଏଠାରେ ଗଞ୍ଜା ଲଢ଼େଇ ହୋଇଥାଏ। ତେଣୁ ଏଭଳି ପରିସ୍ଥିତିରେ ପ୍ରତିଯୋଗୀମାନେ ଭଲ ସ୍ଥିତିରେ ରହିବା ଆବଶ୍ୟକ।…
ଧୋନି ହୁକ୍କା ଟାଣୁଥିବାର ଭିଡ଼ିଓ ନେଇ ପ୍ରଶଂସକ ଦେଲେ ଏଭଳି କମେଣ୍ଟ, ଭିଡ଼ିଓ ଭାଇରାଲ…
କୋଲକାତା,୭।୧ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଧୋନି ଏକ ପାର୍ଟିରେ ଅଛନ୍ତି ଏବଂ ନିଜ ସାଙ୍ଗମାନଙ୍କ ସହିତ ହୁକ୍କା ଟାଣୁଛନ୍ତି। ଏହି ଭିଡିଓ…
ଏଠାରେ ରହିଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୁଦ୍ଧ ପ୍ରତିମୂର୍ତ୍ତି
ଦୁନିଆରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ବୁଦ୍ଧଙ୍କର ଏକ ବଡ଼ ପ୍ରତିମୂର୍ତ୍ତି ରହିଛି। ଯାହା ଏସପିରିଟୋ ସାଣ୍ଟୋ ରାଜ୍ୟର ଇବିରାକୁ ସହରରେ ଅବସ୍ଥିତ। ଏହା ପାଶ୍ଚାତ୍ୟ ଦେଶର ସବୁଠାରୁ ବଡ଼ ବୁଦ୍ଧ ମୂର୍ତ୍ତି ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ…
ବିରାଟ-ରୋହିତଙ୍କୁ ଟିମରେ ସାମିଲ କରିବାକୁ ଚାହୁଁ ନାହାନ୍ତି ସିଲେକ୍ଟ କମିଟି !…
କୋଲକାତା,୭।୧ : ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ତିନି ଟିକିଆ ଟି -୨୦ ମ୍ୟାଚ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା ନେଇ ଚର୍ଚ୍ଚା ଜାରି ରହିଛି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ ୧୧…
ଚାଷମୁହାଁ ଯୁବପିଢ଼ି
ଆଜିର ଯୁବପିଢ଼ି ଚାକିରି ପାଇଁ ଅନେକ କଷ୍ଟ କରୁଛନ୍ତି। ସଫଳ ହେବା ଲାଗି କିଏ ବର୍ଷ ବର୍ଷ କୋଚିଂ ନେଉଥିବା ବେଳେ କିଏ ଅଧିକ ଦରମା ଆଶାରେ ରାଜ୍ୟ ତଥା ଦେଶ ବାହାରକୁ ଯିବାକୁ ବି ପଛାଉନାହାନ୍ତି। ହେଲେ ଏମିତି ବି…
Viral Video: ମା’ କୋଳରେ ଖେଳୁଛି ହାତୀଛୁଆ, ଭିଡିଓ ଦେଖିଲେ ହେବେ ଭାବପ୍ରବଣ
ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ୟୁଜରମାନଙ୍କୁ ଭାବପ୍ରବଣ କରିଦେଉଛି। ଗତ ସପ୍ତାହ ଶେଷରେ ତାମିଲନାଡୁର ଜଙ୍ଗଲ ଅଧିକାରୀମାନେ ହଜିଯାଇଥିବା ଶିଶୁ ହାତୀକୁ ପୋଲାଚିର ଅନାମଲାଇ ଟାଇଗର ରିଜର୍ଭରେ ନିଜ…
ଆଜି ସରିବ କଲ୍ୟାଣ ଏଣ୍ଡ ଅଫ୍ ଇୟର ସେଲ୍
ଭୁବନେଶ୍ୱର, ୭।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଏଣ୍ଡ ଅଫ୍ ଇୟର ସେଲ୍’ ଆନୁଷ୍ଠାନିକ ଭାବେ ରବିବାର ଶେଷ ହେଉଛି। ଏହା ପୂର୍ବରୁ ଗ୍ରାହକଙ୍କ ଚାହିଦା ଓ କାରବାରକୁ ଆଖି ଆଗରେ ରଖି କଲ୍ୟାଣ ପକ୍ଷରୁ…
୧୨୫ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛି ଏହି ଗଛ, କାରଣ ଜାଣିଲେ…
ଇସ୍ଲାମାବାଦ: ଯେତେବେଳେ କୌଣସି ବ୍ୟକ୍ତି କିଛି ଅପରାଧ କରିଥାଏ, ସେତେବେଳେ ତାଙ୍କୁ ଗିରଫ ହେବାକୁ ପଡ଼େ। ହେଲେ କୌଣସି ଗଛ ଗିରଫ ହେବା ଆଶ୍ଚର୍ଯ୍ୟର କଥା। ନିକଟରେ ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଜଣେ ଅପରାଧୀଙ୍କୁ ଯେପରି ମୋଟା ଶିକୁଳିରେ…
ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା
ନୂଆଗାଁ,୭।୧(ଧନେଶ୍ୱର ସାହୁ): ପ୍ରେମ ବିବାହ ଓ ପରେ ପ୍ରତାରଣା । ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ଶୁକ୍ରବାର ସନ୍ଧ୍ୟା ସମୟରୁ ଧାରଣାରେ ବସିଛନ୍ତି ବୋହୂ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡାଝୋଲା…
କୁକୁର ବନ୍ଧ୍ୟାକରଣ ନେଇ ଫିଟିପାରେ ବାଟ
ଭୁବନେଶ୍ୱର, ୭।୧ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି। କଲୋନୀ, ଗଳିକନ୍ଦି ସମେତ ରାଜରାସ୍ତାରାରେ ଉତ୍ପାତ କରୁଛନ୍ତି। ଗୋଡ଼ାଇ କାମୁଡୁଛନ୍ତି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, କାହାକୁ…
୧୭ ବର୍ଷରୁ କମ୍ ଓଡ଼ିଶା କବାଡ଼ି ଦଳରେ ସବ୍ୟସାଚୀ
ରସୁଲପୁର,୭।୧(ରଂଜିତ ରାଉତ): ୧୭ବର୍ଷରୁ କମ୍ ବର୍ଗର ଓଡ଼ିଶା କବାଡି ଦଳରେ ଯାଜପୁର ଜିଲାରୁ ସବ୍ୟସାଚ୍ଚୀ ମହାନ୍ତି ଏକମାତ୍ର ଖେଳାଳି ଭାବରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ରାଜ୍ୟରୁ ଚୟନ ହୋଇଥିବା ୧୨ଜଣିଆ ଖେଳାଳିଙ୍କ ସହ ତେଲଙ୍ଗାନ ରାଜ୍ୟଗସ୍ତରେ ଅଛନ୍ତି।…
ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଉ ୨ ଗିରଫ
ଫୁଲବାଣୀ, ୬ା୧(ରାକେଶ କୁମାର ରାଉତ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ପୋଲିସ ଶନିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଥାନାରୁ ଲୁଟ ହୋଇଥିବା ବାଇକ ଜବତ କରାଯାଇଛି। ଏହି ଘଟଣାରେ ଗିରଫ…
Archives


